ନାବାଳିକାକୁ ଅସଦାଚରଣ କରି ବନ୍ଧାହେଲେ ଯୁବକ

ନାବାଳିକାକୁ ଅସଦାଚରଣ କରି ବନ୍ଧାହେଲେ ଯୁବକ ଜଗତପୁର(ଏନ୍‍.ଏମ୍‍.): ସମ୍ପ୍ରତି ରାଜ୍ୟରେ ନାବାଳିକା, ଯୁବତୀ ଆଦି ଅସଦାଚରଣର ଶିକାରରୁ ବର୍ତ୍ତି ପାରି ନାହାନ୍ତି । କେଉଁଠି ରାଗିଂର ଶିକାର ହେବାକୁ ପଡ଼ୁଛି ତ ଆଉ କେଉଁଠି ରାସ୍ତାରେ ଯିବାବେଳେ ବି ବିଭିନ୍ନ ପିଲାଙ୍କ ଠାରୁ ଅଶ୍ଳିଳ ଇଙ୍ଗିତ ଆଦି ମିଳୁଛି । କେବଳ ସେତିକି ନୁହେଁ ଝିଅମାନଙ୍କୁ ପ୍ରେମଜାଲରେ ଫସାଇ ପ୍ରତାରଣା ଦେବା ଭଳି ଘଟଣା ମଧ୍ୟ ବହୁଳ ଭାବେ ଘଟି ଚାଲିଛି । ତେଣୁ ଆଜିର ଦିନରେ…

Read More

ଅମୃତ ବିନ୍ଦୁ ରକ୍ତଦାନ ଶିବିରରେ ୩୬ ୟୁନିଟ ରକ୍ତ ସଂଗ୍ରହ

ଅମୃତ ବିନ୍ଦୁ ରକ୍ତଦାନ ଶିବିରରେ ୩୬ ୟୁନିଟ ରକ୍ତ ସଂଗ୍ରହ କୋଣାର୍କ (ଏନ୍‌.ଏମ୍‌.): ଶ୍ରୀ ସତ୍ୟ ସାଇ ସେବା ସମିତି ପକ୍ଷରୁ ଆଜି ଅମୃତ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କୋଣାର୍କ ଭଗବତୀ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି ରକ୍ତ ଦାନ ଶିବିରରେ ୩୬ୟୁନିଟି ରକ୍ତ ସଂଗ୍ରହ ହୋଇଥିଲା । ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରାଜ୍ୟ ରକ୍ତ ଭଣ୍ଡାର ପରିଷଦ ପକ୍ଷରୁ ୩୬ଜଣ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ…

Read More

ଅଧିକ ଅମଳର ପ୍ରମାଣିତ କଲା ପାୟନୀୟର କମ୍ପାନୀ ବିହନ

ଅଧିକ ଅମଳର ପ୍ରମାଣିତ କଲା ପାୟନୀୟର କମ୍ପାନୀ ବିହନ ଗଜପତି(ଏନ୍‌.ଏମ୍‌.): ଓଡ଼ିଶା ଗୋଟିଏ କୃଷି ପ୍ରଧାନ ରାଜ୍ୟ ହୋଇଥିଲେ ମଧ୍ୟ ଏଠାରେ କୃଷିର ଉନ୍ନତିକରଣ ନହେବାରୁ ଚାଷରେ ବ୍ୟାପକ କ୍ଷତି ହେଉଛି । ତେବେ ଚାଷୀମାନଙ୍କୁ ଅଧିକ ଅମଳକ୍ଷମ କରାଇ ସେମାନଙ୍କ ଆର୍ôଥକ ଅଭିବୃଦ୍ଧି ନିମନ୍ତେ ବିଭିନ୍ନ ସଂସ୍ଥା ଆଗେଇ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ପାୟନୀୟର କମ୍ପାନୀ ଅନ୍ୟତମ । ଏହି ସଂସ୍ଥାର ନିଜସ୍ୱ ଉଦ୍ଭାବନ ବିହନ ଚାଷୀଙ୍କୁ ଅଧିକ ଅମଳ ଦେଉଥିବା ଯୋଗୁଁ ଚାଷୀମାନେ…

Read More

ଅଗ୍ନିବୀରବାୟୁ ପରୀକ୍ଷା ନିମେନ୍ତ ପଞ୍ଜିକରଣ ଜାରି: ପ୍ରଥମ ଥର ପାଇଁ ଏହି ପରୀକ୍ଷାରେ ମହିଳା ପ୍ରାର୍ଥୀମାନେ ଭାଗ ନେଇପାରିବେ

ଅଗ୍ନିବୀରବାୟୁ ପରୀକ୍ଷା ନିମେନ୍ତ ପଞ୍ଜିକରଣ ଜାରି: ପ୍ରଥମ ଥର ପାଇଁ ଏହି ପରୀକ୍ଷାରେ ମହିଳା ପ୍ରାର୍ଥୀମାନେ ଭାଗ ନେଇପାରିବେ ଭୁବନେଶ୍ୱର(ଏନ୍‌.ଏମ୍‌.): ଅଗ୍ନିବୀରବାୟୁ ନିଯୁକ୍ତି ପାଇଁ ଅନ୍‌ଲାଇନ୍ ପରୀକ୍ଷା ଆସନ୍ତା ୨୦୨୩ ଜାନୁଆରୀ ୧୮ରୁ ୨୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଏହି ପରୀକ୍ଷା ନିମନ୍ତେ ଅନ୍‌ଲାଇନ୍‌ରେ ପଞ୍ଜିକରଣକୁ ଅନିବାର୍ଯ୍ୟ କରାଯାଇଛି । ପ୍ରଥମ ଥର ପାଇଁ ଏହି ପରୀକ୍ଷାରେ ମହିଳା ପ୍ରାର୍ଥୀମାନେ ଭାଗ ନେଇପାରିବେ । ଏଥି ନିମନ୍ତେ ଅନ୍‌ଲାଇନ୍‌ରେ ନାମ ପଞ୍ଜିକରଣ ନଭେମ୍ବର ୭ରୁ…

Read More

ବିପ୍ଳବୀ ପ୍ରାଣନାଥଙ୍କ ତ୍ୟାଗ ଓ ସଂଘର୍ଷ ଯୁଗେ ଯୁଗେ ଯୁବ ସମାଜକୁ ଅନୁପ୍ରାଣିତ କରିବ

ବିପ୍ଳବୀ ପ୍ରାଣନାଥଙ୍କ ତ୍ୟାଗ ଓ ସଂଘର୍ଷ ଯୁଗେ ଯୁଗେ ଯୁବ ସମାଜକୁ ଅନୁପ୍ରାଣିତ କରିବ ଭୁବନେଶ୍ୱର(ଏନ୍‌.ଏମ୍‌.): ବିଶିଷ୍ଟ ସାମ୍ୟବାଦୀ ନେତା, ଶିକ୍ଷା ସଂଗଠକ, ସୁସାହିତ୍ୟିକ, ପୂର୍ବତନ ବିଧାୟକ ବିପ୍ଳବୀ ପ୍ରାଣନାଥ ପଟ୍ଟନାୟକଙ୍କ ୧୧୭ତମ ଜୟନ୍ତୀ ଆଜି ପ୍ରତ୍ୟୁଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ଖାରବେଳନଗରସ୍ଥିତ ତାଙ୍କ ପ୍ରତିମୂର୍ତ୍ତି ସ୍ଥଳୀରେ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ଦ୍ୱାରା ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବକ୍ତାମାନେ…

Read More