ଓଡ଼ିଶାର ପ୍ରଥମ ବିଶ୍ୱଶାନ୍ତି ସାହିତ୍ୟ କର୍ମଶାଳା ଉଦଯାପିତ

ଓଡ଼ିଶାର ପ୍ରଥମ ବିଶ୍ୱଶାନ୍ତି ସାହିତ୍ୟ କର୍ମଶାଳା ଉଦଯାପିତ କଟକ(ଏନ୍‌.ଏମ୍‌.): ଓଡ଼ିଶାର ପ୍ରଥମ ବାଲିଯାତ୍ରା ବିଶ୍ୱଶାନ୍ତି ସାହିତ୍ୟ କର୍ମଶାଳା ଉଦଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ଡ. ପ୍ରମୋଦ କୁମାର ମହାପାତ୍ର ଯୋଗଦେଇ ବିଶ୍ୱ ଶାନ୍ତି ପାଇଁ ବିଜ୍ଞାନ ଏବଂ ସାହିତ୍ୟର ସହଭାଗିତା ଆବଶ୍ୟକ ବୋଲି ମତ ଦେଇଥିଲେ । ମୁଖ୍ୟବକ୍ତା ଡ. ଲକ୍ଷ୍ମଣ ସାହୁ ବିଶ୍ୱଶାନ୍ତି ପରିବେଶ ଏବଂ ଆଧ୍ୟାତ୍ମିକ ଧର୍ମଗ୍ରନ୍ଥର ପ୍ରତିଫଳିତ ସ୍ୱରୂପ ବୋଲି କହିଥିଲେ । ଏହି ଅବସରରେ ସମ୍ମାନିତ ବିଶ୍ୱଶାନ୍ତି…

Read More

ରାମବିଳାଶ ଶର୍ମା ସ୍ମୃତି ସଂସଦ ପକ୍ଷରୁ ଶିଶୁଦିବସ

ରାମବିଳାଶ ଶର୍ମା ସ୍ମୃତି ସଂସଦ ପକ୍ଷରୁ ଶିଶୁଦିବସ କଟକ(ଏନ୍‌.ଏମ୍‌.): ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ଓ ରେଭେନ୍ସା ସରକାରୀ ବାଳିକା ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆଜି ବିଦ୍ୟାଳୟ ପରିସରରେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପଣ୍ଡିତ ଜବାହାରଲାଲ ନେହେରୁଙ୍କର ଜନ୍ମଦିନ ଅବସରରେ ଶିଶୁ ଦିବସ ପାଳନ କରାଯାଇଛି । ଭାରତ ସରକାର ନେହେରୁଙ୍କର ଶିଶୁମାନଙ୍କ ପ୍ରତି ସ୍ନେହ ଓ ଶ୍ରଦ୍ଧା ଯୋଗୁଁ ପ୍ରତିବର୍ଷ ନଭେମ୍ବର ୧୪ ତାରିଖ ଦିନ ସମଗ୍ର ଦେଶରେ ଶିଶୁ ଦିବସ…

Read More

କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିଶୁ ଉତ୍ସବ

କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିଶୁ ଉତ୍ସବ କଟକ(ଏନ୍‌.ଏମ୍‌.): କଲରାବାଙ୍କରେ ଅବସ୍ଥିତ କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିଶୁ ଦିବସ ଖୁବ ଉତ୍ସାହ, ଉଦ୍ଦୀପନା ତଥା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଚାଚା ନେହେରୁଙ୍କ ଫୋଟୋରେ ମାଲ୍ୟାର୍ପଣ କରାଯିବା ସହ ଶିଶୁମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଥିଲା । କୁନିକୁନି ପିଲାମାନେ ଶିଶୁ ଦିବସର କାର୍ଯ୍ୟକ୍ରମକୁ ପ୍ରାଣଭରି ଉପଭୋଗ କରିଥିଲେ । ଶିଶୁମାନଙ୍କ ଓଠର ହସରେ ଦୁନିଆ ହସିବ ବୋଲି ବିଦ୍ୟାଳୟର…

Read More

କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମରେ ଶିଶୁ ଦିବସ: ଆସ ସବୁ ଶିଶୁମାନେ ନୂଆଯୁଗ ଗଢିବା

କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମରେ ଶିଶୁ ଦିବସ: ଆସ ସବୁ ଶିଶୁମାନେ ନୂଆଯୁଗ ଗଢିବା କୋଣାର୍କ (ଏନ୍‌.ଏମ୍‌.): ନଭେମ୍ବର ୧୪ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜନ୍ମ ଦିବସକୁ ଶିଶୁ ଦିବସ ରୂପେ ସମଗ୍ର ଦେଶରେ ଆଜି ପାଳନ କରାଯାଇଛି । ଏହି ଅବସରରେ କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମ ପରିସରରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଶିକ୍ଷାଶ୍ରମର ଛାତ୍ରଛାତ୍ରୀ ଓ ଗୁରୁଜୀ ଓ ଗୁରୁମାମାନେ ପଣ୍ଡିତ ନେହେରୁଙ୍କ ଫଟୋ ଚିତ୍ରରେ ମାଲ୍ୟଅର୍ପଣ କରିଥିଲେ । ଶୋଭନୀୟ ଶିକ୍ଷାଶ୍ରମର…

Read More