ଟିକେଟ ସରିଯିବାରୁ ସୂର୍ଯ୍ୟମନ୍ଦିରରେ ଠେଲାପେଲା : ଟିକେଟ କାଉଣ୍ଟର ଓ ସୂର୍ଯ୍ୟ ମନ୍ଦିରର ମୁଖ୍ୟ ଦ୍ୱାରରେ ତାଲା ପକାଇ ଏଏସଆଇ କର୍ମଚାରୀ ଛୁ !
ଟିକେଟ ସରିଯିବାରୁ ସୂର୍ଯ୍ୟମନ୍ଦିରରେ ଠେଲାପେଲା : ଟିକେଟ କାଉଣ୍ଟର ଓ ସୂର୍ଯ୍ୟ ମନ୍ଦିରର ମୁଖ୍ୟ ଦ୍ୱାରରେ ତାଲା ପକାଇ ଏଏସଆଇ କର୍ମଚାରୀ ଛୁ ! କୋଣାର୍କ(ଏନ୍.ଏମ୍.): ପର୍ଯ୍ୟଟନ ଋତୁରେ ବିଶ୍ୱ ଐତିହ୍ୟ ସ୍ଥଳି କୋଣାର୍କରେ ପ୍ରତେହ ଲିଗିରହିଛି ପର୍ଯ୍ୟଟକଙ୍କ ଭିଡ । ସୂର୍ଯ୍ୟମନ୍ଦିରରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।ଫଳରେ ଏଏସଆଇ ପକ୍ଷରୁ ପର୍ଯ୍ୟଟକଙ୍କ ନିମନ୍ତେ ପ୍ରତେକ ଦିନ ପାଇଁ ନିର୍ଦ୍ଧାରିତ ଟିକଟ ବା ଟୋକନ ସରିଯିବାରୁ ଟିକେଟ କାଉଣ୍ଟର ଓ ସୂର୍ଯ୍ୟ ମନ୍ଦିରର ମୁଖ୍ୟ ଫାଟକରେ…
