ଜଗତପୁର କାର୍ତ୍ତିକେଶ୍ୱର ମେଲଣ : ମନମୋହିଲା ଅଘୋରୀ ନାଚ

ଜଗତପୁର କାର୍ତ୍ତିକେଶ୍ୱର ମେଲଣ : ମନମୋହିଲା ଅଘୋରୀ ନାଚ କଟକ(ଏନ୍‌.ଏମ୍‌.): ଜଗତପୁର କାର୍ତ୍ତିକେଶ୍ୱର ମେଲଣ ବହୁ ଆଡମ୍ବର ସହିତ ବିଭିନ୍ନ ପାରମ୍ପରିକ ବାଦ୍ୟର ତାଳେ ତାଳେ ଶାନ୍ତିଶୃଙ୍ଖଳା ସହିତ ଅନୁଷ୍ଟିତ ହୋଇଯାଇଛି । ଏହି ମେଲଣରେ ସର୍ବ ମୋଟ ୮ଗୋଟି ପୂଜାକମିଟର ମେଢ ସ୍ଥାନ ପାଇଥିଲା । ଫକିରପୁର ଗୋପାଳଜୀୟୁ ପୂଜା କମିଟି ଥାନପତି ପୂର୍ଣ୍ଣମୀ ଦିନ ଠାରୁ ଶୋଭାଯାତ୍ରାରେ ବାହାରି ମେଲଣ ପଡିଆରେ ସମସ୍ତ ମେଢ ଗୁଡିକୁ ସ୍ୱାଗତ କରିଥିଲା । ନାନକାର ପୂଜା କମିଟି,…

Read More

ଏଏସଓ ପରୀକ୍ଷାକୁ ନେଇ କୁହୁଳୁଛି ଅସନ୍ତୋଷ: ଫାଇଭ-ଟି ଉପରେ ଅଙ୍ଗୁଳି ଉଠାଇଲେ ପରୀକ୍ଷାର୍ଥୀ

ଏଏସଓ ପରୀକ୍ଷାକୁ ନେଇ କୁହୁଳୁଛି ଅସନ୍ତୋଷ: ଫାଇଭ-ଟି ଉପରେ ଅଙ୍ଗୁଳି ଉଠାଇଲେ ପରୀକ୍ଷାର୍ଥୀ ଭୁବନେଶ୍ୱର(ଏନ୍‌.ଏମ୍‌.): ସମ୍ପ୍ରତି ଏଏସଓ ପରୀକ୍ଷାରେ ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ପରୀକ୍ଷା ପରିଚାଳନାରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ରାଜ୍ୟବ୍ୟାପୀ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ଅସନ୍ତୋଷ ଘନେଇବାରେ ଲାଗିଛି । ଏହି ପ୍ରସଙ୍ଗ ଉପରେ ଓପିଏସସି କର୍ତ୍ତୃପକ୍ଷଙ୍କ ନିରବତା ସନ୍ଦେହକୁ ଅଧିକ ବଢ଼ାଉଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି । ସେହିଭଳି ରାଜ୍ୟ ସରକାର ସବୁ କ୍ଷେତ୍ରରେ ‘ଫାଇଭ-ଟି’ ଓ ପାରଦର୍ଶିତା କଥା…

Read More

ଭୁବନେଶ୍ୱରରୁ ସ୍ୱତନ୍ତ୍ର ଚପରରେ ପୁରୀ ଯାତ୍ରା କଲେ ରାଷ୍ଟ୍ରପତି: ବିମାନ ବନ୍ଦରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଭବ୍ୟ ସ୍ୱାଗତ

ଭୁବନେଶ୍ୱରରୁ ସ୍ୱତନ୍ତ୍ର ଚପରରେ ପୁରୀ ଯାତ୍ରା କଲେ ରାଷ୍ଟ୍ରପତି: ବିମାନ ବନ୍ଦରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଭବ୍ୟ ସ୍ୱାଗତ ଭୁବନେଶ୍ୱର/ ପୁରୀ (ଏନ୍‌.ଏମ୍‌.): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ରାଷ୍ଟ୍ରପତି ହେବା ପରେ ଶ୍ରୀମତୀ ମୁର୍ମୁଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବାରୁ ସବୁଆଡ଼େ ଉତ୍ସାହ ଲାଗି ରହିଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଆଜି ପୂର୍ବାହ୍ନ ୧୦ଟା…

Read More

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ଘରେ ଇଡି ଚଢ଼ାଉ

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ଘରେ ଇଡି ଚଢ଼ାଉ ଭୁବନେଶ୍ୱର(ଏନ୍‌.ଏମ୍‌.): ବହୁ ଚର୍ଚ୍ଚିତ ହନିଟ୍ରାପ୍ ତଥା ବ୍ଲାକମେଲିଂ କ୍ୱିନ ଅର୍ଚ୍ଚନା ନାଗଙ୍କ ଘରେ ଇଡିର ଚଢ଼ାଉ ଆରମ୍ଭ ହୋଇଛି । ସେ ବ୍ଲାକମେଲିଂ ଓ ହନିଟ୍ରାପ ଜରିଆରେ କୋଟି କୋଟି ଟଙ୍କା ଅର୍ଜନ କରିବା ସହ ବହୁ ସମ୍ପତ୍ତିର ଅଧିକାରିଣୀ ହୋଇ ପାରିଥିଲେ । ତେବେ ଆଜି ୬ଟି ସ୍ଥାନରେ ସକାଳୁ ସକାଳୁ ଇଡି ରେଡ କରିବା ସହ ଆୟବର୍ହିଭୁତ ସମ୍ପତ୍ତି ଠାବ କରିବାରେ ଲାଗିଛି ।…

Read More