କାର୍ତ୍ତିକେଶ୍ୱର ଯାତ୍ରା ଲାଗି ଚଳଚଞ୍ଚଳ କୟଳପଡା ପଞ୍ଚାୟତ

କାର୍ତ୍ତିକେଶ୍ୱର ଯାତ୍ରା ଲାଗି ଚଳଚଞ୍ଚଳ କୟଳପଡା ପଞ୍ଚାୟତ ଚୌଦ୍ୱାର(ଏନ୍‌.ଏମ୍‌.): ଦୀର୍ଘ ଦୁଇ ବର୍ଷ ପରେ ପୁଣି ଥରେ କାର୍ତ୍ତିକେଶ୍ୱର ପୂଜା ଓ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଟାଙ୍ଗୀ-ଚୌଦ୍ୱାର ବ୍ଲକର କୟଳପଡା ଗ୍ରାମ ପଞ୍ଚାୟତ । ପଞ୍ଚାୟତର ବିଭିନ୍ନ ମଣ୍ଡପରେ କାର୍ତ୍ତିକ ପୂର୍ଣ୍ଣିମା ଓ ପଞ୍ଚକ ଅବସରରେ ମୃଣ୍ମୟୀ ମୂର୍ତ୍ତି ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକ ସଜା ଅଞ୍ଚଳର ମାହୋଲକୁ ଅଧିକ ଆକର୍ଷଣୀୟ କରିଛି । ଅଞ୍ଚଳର ସମସ୍ତ ସାହିରେ ହରପାର୍ବତୀ, କାର୍ତ୍ତିକେଶ୍ୱର ତଥା ବିଭିନ୍ନ ଦେବଦେବୀଙ୍କ…

Read More

ଶପଥ ନେଲେ ଧାମନଗର ନବ ନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୂରଜ

ଶପଥ ନେଲେ ଧାମନଗର ନବ ନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଭୁବନେଶ୍ୱର(ଏନ୍‍.ଏମ୍‍.): ଧାମନଗର ଉପନର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟ ମୁକୁଟ ପିନ୍ଧିବା ପରେ ଆଜି ବିଧାନସଭାରେ ଶପଥ ଗ୍ରହଣ କରିଛନ୍ତି । ବିଧାନସଭାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥପାଠ କରାଇଛନ୍ତି । ଶପଥ ଗ୍ରହଣ ପୂର୍ବରୁ ସୂରଜଙ୍କୁ ରାଜ୍ୟ କାର୍ଯ୍ୟାଳୟରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ ବିଜେପିର କୋର କମିଟି (କେନ୍ଦ୍ରୀୟ ନେତା) ସୂରଜଙ୍କୁ ଏକ ଭରର୍ଚୁଆଲ…

Read More

ଆନନ୍ଦ ଉତ୍ସାହର ସହ ପାଳିତ ହେଲା ଦିବ୍ୟ ଧର୍ମ ଯଜ୍ଞ ଦିବସ

ଆନନ୍ଦ ଉତ୍ସାହର ସହ ପାଳିତ ହେଲା ଦିବ୍ୟ ଧର୍ମ ଯଜ୍ଞ ଦିବସ ଭୁବନେଶ୍ୱର(ଏନ୍‍.ଏମ୍‍.): କବୀର ପନ୍ଥି ସନ୍ଥ ରାମପାଲଜୀ ମହାରାଜାଙ୍କ ନେତୃତ୍ୱରେ ଭାରତର ୯ଟି ଆଶ୍ରମ ତଥା ନେପାଳରେ “ଦିବ୍ୟ ଧର୍ମ ଯଜ୍ଞ ଦିବସ’ ପାଳିତ ହୋଇଯାଇଛି । ପୂର୍ଣ୍ଣ ପରମାତ୍ମା କବୀର ସାହେବଜୀ ୫୦୯ ବର୍ଷ ପୂର୍ବେ ଜଣେ ବୁଣାକାରର ଭୂମିକା କରି ୧୮ ଲକ୍ଷ ସାଧୁ-ସନ୍ଥଙ୍କୁ ଭୋଜନ ଦେଇଥିଲେ । ସମସ୍ତ ଭୋଜନ ସତ୍ୟଲୋକରୁ ଆସିଥିଲା, ତଥା ଭୋଜନ କରିବାକୁ ଆସିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ…

Read More

ଡବ୍ଲୁଟିଏମ ଲଣ୍ଡନ୨୦୨୨ରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ଅଂଶଗ୍ରହଣ

ଡବ୍ଲୁଟିଏମ ଲଣ୍ଡନ୨୦୨୨ରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ଅଂଶଗ୍ରହଣ ଭୁବନେଶ୍ୱର(ଏନ୍‍.ଏମ୍‍.): ଓଡ଼ିଶା ପର୍ଯ୍ୟଟନ ବିଶ୍ୱ ଭ୍ରମଣ ବଜାର (ଡବ୍ଲୁଟିଏମ୍‌) ଲଣ୍ଡନ ୨୦୨୨ରେ ଅଂଶଗ୍ରହଣ କରିଛି । ଅବିଶ୍ୱାସନୀୟ ଇଣ୍ଡିଆ ଷ୍ଟାଣ୍ଡର ଉଦଘାଟନୀ ଉତ୍ସବରେ ପର୍ଯ୍ୟଟନ ମନ୍ତ୍ରୀ, ମୁଖ୍ୟ ସଚିବ ଏବଂ ନିର୍ଦ୍ଦେଶକ ପର୍ଯ୍ୟଟନ ବିଭାଗ ଯୋଗ ଦେଇଛନ୍ତି । ବ୍ରିଟେନର ଲଣ୍ଡନରେ ଆୟୋଜିତ ବିଶ୍ୱ ଭ୍ରମଣ ବଜାର (ଡବ୍ଲୁଟିଏମ୍‌)ରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଏବଂ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଓଡିଶା…

Read More