କଟକର ଐତିହାସିକ ବାଲିଯାତ୍ରା ୨୦୨୨ ଉଦ୍‌ଘାଟିତ : ‘ସାଧବ ପୁଅଙ୍କ ନୌବାଣିଜ୍ୟର ସ୍ମାରକୀ ବାଲିଯାତ୍ରା’

କଟକର ଐତିହାସିକ ବାଲିଯାତ୍ରା ୨୦୨୨ ଉଦ୍‌ଘାଟିତ ‘ସାଧବ ପୁଅଙ୍କ ନୌବାଣିଜ୍ୟର ସ୍ମାରକୀ ବାଲିଯାତ୍ରା’ କଟକ(ଏନ୍‌.ଏମ୍‌.): ଦୀର୍ଘ ୨ବର୍ଷ ପରେ ଆଜି କଟକ ବାଲିଯାତ୍ରା ଉଦ୍‌ଘାଟିତ ହୋଇ ଯାଇଛି । ପୂର୍ବରୁ କରୋନା କଟକଣା ଯୋଗୁଁ ବାଲିଯାତ୍ରା ବନ୍ଦ ରହିଥିଲା । ତେବେ ଆଜିର ଉଦ୍‌ଘାଟନୀ ଉତ୍ସବରେ ଲୋକଙ୍କ ଉତ୍କଣ୍ଠା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ବାଲିଯାତ୍ରା ୨୦୨୨ର ଉଦ୍ଘାଟନୀ ଉତ୍ସବରେ ଅତିଥିମାନେ ଯୋଗଦେଇ ବାଲିଯାତ୍ରାର ଐତିହ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଅଢେଇ ହଜାର ବର୍ଷ…

Read More

ଗୁରୁବାବା ନାନକଙ୍କ ୫୫୩ ତମ ଜୟନ୍ତୀ : ମାନବବାଦ ଓ ଭାଇଚାରାର ବାର୍ତ୍ତା ବାଣ୍ଟିଲେ ଅହମଦୀୟା ମୁସଲିମ

ଗୁରୁବାବା ନାନକଙ୍କ ୫୫୩ ତମ ଜୟନ୍ତୀ ମାନବବାଦ ଓ ଭାଇଚାରାର ବାର୍ତ୍ତା ବାଣ୍ଟିଲେ ଅହମଦୀୟା ମୁସଲିମ ଭୁବନେଶ୍ୱର (ଏନ୍‌.ଏମ୍‌.): ଗୁରୁ ବାବା ନାନକଙ୍କ ଜନ୍ମ ଦିନ ଉପଲକ୍ଷେ ଖାରବେଳ ନଗର ୟୁନିଟ ୩ ସ୍ଥିତ ଗୁରୁଦ୍ୱାରା ସିଂ ସଭା ଚଳଚଞ୍ଚଳ ହୋଇ ଉଠିଛି । ଗୁରୁବାବା ନାନକଙ୍କ ପ୍ରତି ଶ୍ରଦ୍ଧାଳୁଙ୍କ ଭକ୍ତି, ଶ୍ରଦ୍ଧା ଓ ଉତ୍ସାହ ଦେଖିବାକୁ ମିଳିଛି । ମାନବବାଦ ଏବଂ ଭାଇଚାରାର ବାର୍ତ୍ତା ବାଣ୍ଟିବା ପାଇଁ ଅହମଦୀୟା ମୁସଲିମ ସମ୍ପ୍ରଦାୟ ଭୁବନେଶ୍ୱରର ମୌଲାନା ‘ଜଲ…

Read More

ବାଲିଯାତ୍ରା ପୂର୍ବରୁ ଅଘଟଣ: ମହାନଦୀରେ ବୁଡ଼ି ଯୁବ ବ୍ୟବସାୟୀ ନିଖୋଜ

ବାଲିଯାତ୍ରା ପୂର୍ବରୁ ଅଘଟଣ: ମହାନଦୀରେ ବୁଡ଼ି ଯୁବ ବ୍ୟବସାୟୀ ନିଖୋଜ କଟକ(ଏନ୍‌.ଏମ୍‌.): ବାଲିଯାତ୍ରା ଆରମ୍ଭ ହେବା ପୂର୍ବରୁ ମହାନଦୀରେ ଅଘଟଣ ଘଟିଛି । ବାଲିଯାତ୍ରାକୁ ବ୍ୟବସାୟ କରିବାକୁ ଆସିଥିବା ଜଣେ ଯୁବ ବ୍ୟବସାୟୀ ଗାଧୋଇବାକୁ ଆସି ମହାନଦୀରେ ବୁଡ଼ିଯାଇ ନିଖୋଜ ରହିଛନ୍ତି । ତେବେ ଉକ୍ତ ବ୍ୟବସାୟୀଙ୍କ ନାମ ମହମ୍ମଦ ଇର୍ଷାଦବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ଅଗ୍ନିଶମ ଓ ଓଡ୍ରାଫ ବିଭାଗର କର୍ମଚାରୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି । ତେବେ ଏହି ଘଟଣା ସଂପର୍କରେ ପୁଲିସ…

Read More