ଜଗତପୁର ଶାନ୍ତି କମିଟି ପକ୍ଷରୁ ୧୯ ଗୋଟି ପୂଜା ମଣ୍ଡପ ପରିଦର୍ଶନ

ଜଗତପୁର ଶାନ୍ତି କମିଟି ପକ୍ଷରୁ ୧୯ ଗୋଟି ପୂଜା ମଣ୍ଡପ ପରିଦର୍ଶନ କଟକ(ଏନ୍‌.ଏମ୍‌.): କାର୍ତ୍ତିକେଶ୍ୱରପୂଜା ଅବସରରେ ସମଗ୍ର ଜଗତପୁର ଅଞ୍ଚଳରେ ୧୯ ଗୋଟି ମଣ୍ଡପରେ ଠାକୁର ପୂଜା ପାଆନ୍ତି । କେତେକ ମଣ୍ଡପରେ କାର୍ତ୍ତିକେଶ୍ୱର ମୂର୍ତ୍ତି ହେଇଥିବା ବେଳେ ଆଉ କେତେକ ମଣ୍ଡପରେ ମହାଦେବ ମୂର୍ତ୍ତି ପୂଜା ହୋଇଥାଏ । ଦୁଇଟି ପର୍ଯ୍ୟାୟରେ ଯଥା- ପୂର୍ଣ୍ଣମୀ ଓ ଛାଡଖାଇରେ କୃଷ୍ଣେଶ୍ୱର ମନ୍ଦିର ଠାରେ ମେଲଣ ହୋଇଥିବା ବେଳେ ଛାଡ଼ଖାଇ ବାସି ଓ ତାପର ଦିନ ମା’ ଅନ୍ଧାରୀ…

Read More

ଭୁବନେଶ୍ୱର ସହିଦନଗରରେ ଖୋଲିଲା ମେଟ୍ରୋ କମ୍ପ୍ୟୁଟେକ୍‌ର ବ୍ରାଣ୍ଡ୍ ନୂଆ ଶୋ’ରୁମ୍‌

ଭୁବନେଶ୍ୱର ସହିଦନଗରରେ ଖୋଲିଲା ମେଟ୍ରୋ କମ୍ପ୍ୟୁଟେକ୍‌ର ବ୍ରାଣ୍ଡ୍ ନୂଆ ଶୋ’ରୁମ୍‌ ଭୁବନେଶ୍ୱର (ଏନ୍‌.ଏମ୍‌.): ଅଗ୍ରଣୀ ଟେକ୍ ସେବା ପ୍ରଦାନକାରୀ ସଂସ୍ଥା ମେଟ୍ରୋ କମ୍ପ୍ୟୁଟେକ୍ ଭୁବନେଶ୍ୱରର ସହିଦ ନଗରରେ ନୂତନ ଷ୍ଟୋର ଲଞ୍ଚ କରିଛି । ଯାହା ଅନ୍ୟ ପାରମ୍ପରିକ ଟେକ୍ ସେବା ପ୍ରଦାନକାରୀ ସଂସ୍ଥା ତୁଳନାରେ ଲ୍ୟାଟେଷ୍ଟ ଇଲେକ୍ଟ୍ରୋନିକ୍ସ ପ୍ରଦାନ କରିବ । ମେଟ୍ରୋ କମ୍ପ୍ୟୁଟେକ୍ ଭୁବନେଶ୍ୱରରେ ଆଇଟି ସେବା ପ୍ରଦାନକାରୀଙ୍କ ଦ୍ୱାରା ସର୍ବପ୍ରଥମ ନୂତନ ଷ୍ଟୋ ।ର୍ ଯାହା ଡିଜିଟାଲ୍ ଟ୍ରାନ୍ସଫର୍ମେସନର ସମ୍ପ୍ରସାରଣ ଜରିଆରେ ଗ୍ରାହକଙ୍କ…

Read More

କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର କଲ୍ୟାଣ ମଣ୍ଡପ ଉଦଘାଟିତ

କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର କଲ୍ୟାଣ ମଣ୍ଡପ ଉଦଘାଟିତ କୋଣାର୍କ(ଏନ୍‌.ଏମ୍‌.): ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଆଜି ଉଦଘାଟିତ ହୋଇଛି କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର କଲ୍ୟାଣି ମଣ୍ଡପ । ୨୦୧୮ ମସିହାରେ ତତକାଳିନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀଙ୍କ ଦ୍ୱାରା ଭିତିପ୍ରସ୍ତର ସ୍ଥାପନ ହୋଇଥିଲା । ବିଭିନ୍ନ ସମସ୍ୟା ପାଇଁ ନିର୍ଧାରିତ ସମୟ ମଧ୍ୟରେ କଲ୍ୟାଣି ମଣ୍ଡପଟିର କାର୍ଯ୍ୟ ଶେଷ ହୋଇ ପାରିନଥିଲା । ଇତି ମଧ୍ୟରେ ୫ ବର୍ଷ ବତି ଯାଇଛି । ପ୍ରାୟ…

Read More