Month: November 2022

କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ-୨୦୨୨; ନବବଧୂ ପରି ସଜେଇ ହୋଇଛି କୋଣାର୍କ

କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ-୨୦୨୨ ନବବଧୂ ପରି ସଜେଇ ହୋଇଛି କୋଣାର୍କ କୋଣାର୍କ(ଏନ୍‌.ଏମ୍‌.): ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ୨୦୨୨ ନିମନ୍ତେ ଡିସେମ୍ବର ୧ତାରିଖଠାରୁ ୫ତାରିଖ ପର୍ଯ୍ୟନ୍ତ…

କିଟ୍‌କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କର ୨୦୨୨: ରାଷ୍ଟ୍ରପତିଙ୍କ ଠାରୁ ଗ୍ରହଣକଲେ ଅନୁଷ୍ଠାନର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ

କିଟ୍‌କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କର ୨୦୨୨ ରାଷ୍ଟ୍ରପତିଙ୍କ ଠାରୁ ଗ୍ରହଣକଲେ ଅନୁଷ୍ଠାନର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ #ଭୁବନେଶ୍ୱର(ଏନ୍‌.ଏମ୍‌.): କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (କିଟ୍‌) କୁ ବୁଧବାର ଦିନ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ୍ ପୁରସ୍କର ପ୍ରଦାନ କରାଯାଇଛି ।…

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ପୁଣି ୧ମାସ ବଢ଼ିଲା ଅବଧି

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ପୁଣି ୧ମାସ ବଢ଼ିଲା ଅବଧି କଟକ(ଏନ୍‌.ଏମ୍‌.): ହାଇସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ହୋଇ ପାରୁନି ସମାଧାନ । ଏହି ନମ୍ବରପ୍ଲେଟ ପ୍ରସ୍ତୁତ କରିବା ଏବଂ ଲଗାଇବା କ୍ଷେତ୍ରରେ ଆବଶ୍ୟକୀୟ ଭିତ୍ତିଭୂମିର ଅଭାବ ଯୋଗୁଁ ହଜାର…

ମେକ୍ ଇନ୍ ଓଡ଼ିଶା ମହାକୁମ୍ଭ କାଲିଠୁ ଆରମ୍ଭ: ଯୋଗଦେବେ ୧୦୦ରୁ ଅଧିକ ଶିଳ୍ପପତି

ମେକ୍ ଇନ୍ ଓଡ଼ିଶା ମହାକୁମ୍ଭ କାଲିଠୁ ଆରମ୍ଭ: ଯୋଗଦେବେ ୧୦୦ରୁ ଅଧିକ ଶିଳ୍ପପତି ଭୁବନେଶ୍ୱର(ଏନ୍‌.ଏମ୍‌.): ଆସନ୍ତାକାଲି ଠାରୁ ଭୁବନେଶ୍ୱରରେ ମେକ ଇନ ଓଡ଼ିଶା ମହାକୁମ୍ଭ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମରେ ୭ଟି ପ୍ରମୁଖ ସେକ୍ଟର ଉପରେ ଫୋକସ୍ ରଖାଯାଇଛି ।…

ପଦ୍ମପୁର ଉପନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମୀକ୍ଷା ବୈଠକ

ପଦ୍ମପୁର ଉପନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମୀକ୍ଷା ବୈଠକ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ: ସିଇଓ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାର ବରଗଡ଼ ଜିଲ୍ଲା୧-ପଦ୍ମପୁର ବିଧାନସଭା ଆସନ ପାଇଁ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଆଜି…

କ୍ୟାପିଟାଲ ହସ୍ପିଟାଲ ବହିର୍ବିଭାଗ (ଓପିଡ଼ି) ସମୟ ପରିବର୍ତ୍ତନ

କ୍ୟାପିଟାଲ ହସ୍ପିଟାଲ ବହିର୍ବିଭାଗ (ଓପିଡ଼ି) ସମୟ ପରିବର୍ତ୍ତନ ଭୁବନେଶ୍ୱର(ଏନ୍‌.ଏମ୍‌.): ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ ଆସନ୍ତା ଡିସେମ୍ବର ମାସ ୧ତାରିଖରୁ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କ୍ୟାପିଟାଲ ହସ୍ପିଟାଲର ବହିର୍ବିଭାଗ (ଓପିଡ଼ି) ଖୋଲା ରହିବ କିନ୍ତୁ ଅପରାହଅ ୧ଟାରୁ ୨ଟା…

ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନୂଆ ଶ୍ରମିକ ବିଧାନ ସମ୍ପର୍କରେ ସାମ୍ବାଦିକଙ୍କ ପାଇଁ କର୍ମଶାଳା

ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନୂଆ ଶ୍ରମିକ ବିଧାନ ସମ୍ପର୍କରେ ସାମ୍ବାଦିକଙ୍କ ପାଇଁ କର୍ମଶାଳା #କୋଣାର୍କ(ଏନ୍‌.ଏମ୍‌.): ଭାରତ ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ଅଧିନସ୍ଥ ରାଷ୍ଟ୍ରୀୟ ଶ୍ରମିକ ଶିକ୍ଷା ଓ ବିକାଶ ବୋର୍ଡ ଦ୍ୱାରା କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ଏକ…

କଖଡି ଗ୍ରାମପଞ୍ଚାୟତର ମିଶନଶକ୍ତି ସଦସ୍ୟାଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ

କଖଡି ଗ୍ରାମପଞ୍ଚାୟତର ମିଶନଶକ୍ତି ସଦସ୍ୟାଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ #ଆଠଗଡ଼(ଏନ୍‌.ଏମ୍‌.): କଖଡ଼ି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ମିଶନଶକ୍ତି ସଦସ୍ୟାମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । କଖଡି ଗ୍ରାମପଞ୍ଚାୟତର ମିଶନଶକ୍ତି ଅନ୍ତର୍ଗତ ଗୋଷ୍ଠୀ ସହାୟିକା ସଦସ୍ୟାମାନଙ୍କୁ କୃଷି ମନ୍ତ୍ରୀ…

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ ମାମଲାରେ ବାଂଲାଦେଶୀ ଯୁବକ ଗିରଫ

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ ମାମଲାରେ ବାଂଲାଦେଶୀ ଯୁବକ ଗିରଫ ପୁରୀ(ଏନ୍‌.ଏମ୍‌.): ଶ୍ରୀମନ୍ଦିର ଭିତର ଫଟୋ ଉଠାଇ ସୋଶାଲ୍ ମିଡିଆରେ ଭାଇରାଲ କରିବା ମହଙ୍ଗା ପଡ଼ିଛି । ଏହି ମାମଲାରେ ବାଂଲାଦେଶୀ ଯୁବକକୁ ପୁଲିସ ଗିରଫ କରିଛି । ଗିରଫ ଯୁବକ…

ମୁଖ୍ୟମନ୍ତ୍ରୀଙ୍କ ଭେଟିଲେ କୁଲଟା କର୍ମକର୍ତ୍ତା: ପୁରୀରେ ଧର୍ମଶାଳା ନିର୍ମାଣ ପାଇଁ ଜମି ଓ ଆର୍ଥିକ ସହାୟତା ଯୋଗାଇବେ ରାଜ୍ୟ ସରକାର

ମୁଖ୍ୟମନ୍ତ୍ରୀଙ୍କ ଭେଟିଲେ କୁଲଟା କର୍ମକର୍ତ୍ତା: ପୁରୀରେ ଧର୍ମଶାଳା ନିର୍ମାଣ ପାଇଁ ଜମି ଓ ଆର୍ଥିକ ସହାୟତା ଯୋଗାଇବେ ରାଜ୍ୟ ସରକାର #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡିଶା କୁଲତା ସମାଜର ଏକ ପ୍ରତିନିଧି ଦଳ, ଆଜି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି…

ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ଡିହସାହି କାର୍ତ୍ତିକେଶ୍ୱର ଭସାଣି ଉତ୍ସବ

ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ଡିହସାହି କାର୍ତ୍ତିକେଶ୍ୱର ଭସାଣି ଉତ୍ସବ #ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ ଚୌଦ୍ୱାର ବ୍ଲକ୍ କୟଳପଡ଼ା ପଞ୍ଚାୟତ ଡିହସାହି ଗ୍ରାମରେ କାର୍ତିକେଶ୍ୱର୍ ଭସାଣୀ ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ଦୁଇ ଦିନ ଧରି ଆୟୋଜିତ…

ସାହିତ୍ୟ ମାସିକୀ: ‘ସମାଜରେ ନିଆରା ଦେଖିଲେ କଥାକାର ତାହାକୁ ରୂପ ଦିଏ’

ସାହିତ୍ୟ ମାସିକୀ: ‘ସମାଜରେ ନିଆରା ଦେଖିଲେ କଥାକାର ତାହାକୁ ରୂପ ଦିଏ’ ଭୁବନେଶ୍ୱର(ଏନ୍‍.ଏମ୍‍.): ସମାଜରେ କିଛି ନିଆରା ଲକ୍ଷ୍ୟକଲେ କଥାକାର ତାକୁ ଗଳ୍ପରେ ରୂପାୟିତ କରେ । ତାହା ମଣିଷ ଓ ଜୀବନର ଅନୁକୂଳ ଏବଂ ପ୍ରତିକୂଳ ଦିଗକୁ ଦର୍ଶାଇଥିଲେ ମଧ୍ୟ…