ପ୍ରକାଶ ପାଇଲା ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ
ପ୍ରକାଶ ପାଇଲା ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ କଟକ(ଏନ୍.ଏମ୍.): ପ୍ରକାଶ ପାଇଲା ଚଳିତ ବର୍ଷ(2021-2022) ମାଟ୍ରିକ ପରୀକ୍ଷା ଫଳ।ଚଳିତବର୍ଷ 5,17847, 90.55 ପ୍ରତିଶତ ରେଜଲ୍ଟ । ବାଳକ, 2,56 877 ,88,77 ପ୍ରତିଶତ । ବାଳିକା ,260970, 92.37 ପ୍ରତିଶତ।।A1 ରେ 8,119 ଜଣ ରହିଥିବା ବେଳେ…












