ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟ ନେଇ ବହୁଗ୍ରାମରେ ସିପିଆଇ ପକ୍ଷରୁ ବିକ୍ଷୋଭ

ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟ ନେଇ ବହୁଗ୍ରାମରେ ସିପିଆଇ ପକ୍ଷରୁ ବିକ୍ଷୋଭ ସାଲେପୁର(ଏନ୍‌.ଏମ୍‌.): କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତରେ କାର୍ଯ୍ୟରତ ଜଣେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଗୋଟିଏ ପଟେ ବିଦ୍ୟୁତ ବିଭାଗ ଉପଭୋକ୍ତାମାନଙ୍କୁ ଶୋଷଣ କରୁଥିବାବେଳେ ନିଜ କର୍ମଚାରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ନଦେବା ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ ଉଠିଛି । ଏନେଇ ବହୁଗ୍ରାମ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇ ପକ୍ଷରୁ ବିଦ୍ୟୁତ ବିଭାଗର ମନମୁଖୀ…

Read More

ଅନ୍ତର୍ଜାତୀୟସ୍ତରରେ ପୁରସ୍କୃତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଭୋକ’

ଅନ୍ତର୍ଜାତୀୟସ୍ତରରେ ପୁରସ୍କୃତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଭୋକ’ ଭୁବନେଶ୍ୱର(ଏନ୍‌.ଏମ୍‌.): କରୋନା ମହାମାରୀ ସମୟରେ ପ୍ରବାସୀ ଦାଦନମାନଙ୍କ ଦୁର୍ଦ୍ଦଶାକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଭୋକ’ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି । ନିକଟରେ ଲଣ୍ଡନଠାରେ ଅନୁଷ୍ଠିତ ୨୩ତମ ଇନ୍ଦ୍ରଧନୁ ରେନ୍‌-ବୋ ଚଳଚ୍ଚିତ୍ର ମହୋତ୍ସବରେ ଏହି ଫିଲ୍ମ ଏକ ପୁରସ୍କାର ଲାଭ କରିଛି । ଗତ ମେ ୨୯ରୁ ଜୁନ ୫ ଯାଏ ଲଣ୍ଡନଠାରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ରାଜୀବ ମହାନ୍ତିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି…

Read More

ପୁରୀରେ ହେଉନି ପୌରନିର୍ବାଚନ ଚାଲିଛି ଅଫିସର ରାଜ: ଆପ୍ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ପୁରୀରେ ହେଉନି ପୌରନିର୍ବାଚନ ଚାଲିଛି ଅଫିସର ରାଜ: ଆପ୍ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପୁରୀ ପୌରସଦନ ବର୍ଦ୍ଧିତ ଦରକୁ ବିରୋଧ ପୁରୀ(ଏନ୍‌.ଏମ୍‌.): ଦୀର୍ଘଦିନ ଧରି ପୁରୀରେ ପୌରପାଳିକା ନିର୍ବାଚନ ନହେବା ନେଇ ଅସନ୍ତୋଷ ତେଜିବାରେ ଲାଗିଛି । ଗୋଟିଏ ପଟେ ନିର୍ବାଚିତ ଲୋକପ୍ରତିନିଧି ନଥିବାଯୋଗୁଁ ଅଞ୍ଚଳବାସୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଉନାହିଁ । ଅନ୍ୟପକ୍ଷରେ ଲୋକପ୍ରତିନିଧି ନଥିବା ସୁଯୋଗ ନେଇ ଅଫିସରରାଜ ଚାଲିଛି । ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ପୌରପାଳିକାରେ ଯେଉଁ ନିଷ୍ପତି ନିଆଯାଉଛି ଯାହା ପୁରୀବାସୀଙ୍କ…

Read More

ସାଲେପୁର ଅଞ୍ଚଳରେ ବିରୂପାନଦୀ ସୁରକ୍ଷା ବନ୍ଧର ଶିଳାନ୍ୟାସ

ସାଲେପୁର ଅଞ୍ଚଳରେ ବିରୂପାନଦୀ ସୁରକ୍ଷା ବନ୍ଧର ଶିଳାନ୍ୟାସ ସାଲେପୁର(ଏନ୍‌.ଏମ୍‌.): ସମ୍ପ୍ରତି ନଦୀବନ୍ଧଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ଦୁର୍ବଳ ହେବାରେ ଲାଗିଛି । ଏଥି ପାଇଁ ନଦୀକୂଳିଆ ଜନସାଧାରଣ ଆତଙ୍କିତ ରହିଛନ୍ତି । ବିଶେଷ କରି ବିରୂପା ନଦୀବନ୍ଧ ଅବସ୍ଥା କହିଲେ ନସରେ । ଦୀର୍ଘ ବର୍ଷ ଧରି ଏହି ନଦୀର ବନ୍ଧଗୁଡ଼ିକ ଅତ୍ୟନ୍ତ ଦୁର୍ବଳ ହୋଇଯାଇଥିଲେ ମଧ୍ୟ ଏହାର ମରାମତି ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଆନ୍ତରିକତାର ଅଭାବ ପରିଲକ୍ଷିତ ହୋଇଥିଲା । ଏ ନେଇ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ…

Read More

ବିଦ୍ୟୁତ ଆଘାତରେ ଲାଇନମ୍ୟାନଙ୍କ ମୃତ୍ୟୁ !

ବିଦ୍ୟୁତ ଆଘାତରେ ଲାଇନମ୍ୟାନଙ୍କ ମୃତ୍ୟୁ ! ସାଲେପୁର(ଏନ୍‌.ଏମ୍‌.): କଟକ ଜିଲ୍ଲା ସାଲେପୁର ବ୍ଳକ୍ ଠାରେ ବିଦ୍ୟୁତ ବିଭାଗର କାମ କରୁଥିଲା ବେଳେ ହଠାତ ଲାଇନ୍ ମ୍ୟାନଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ଜୟନ୍ତ ଦାସ ବୋଲି ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଜୟନ୍ତ ସାଲେପୁର ବ୍ଲକ ଅନ୍ତର୍ଗତ ବହୁଗ୍ରାମ ଅଞ୍ଚଳର ବିଦ୍ୟୁତ ବିଭାଗରେ କାମ କରନ୍ତି । ସେ ଆଜି ଲାଇନ ସର୍ଟଡାଉନ କରି କାମ କରୁଥିବାବେଳେ କୌଣସି କାରଣରୁ ହଠାତ ଲାଇନ ଚାର୍ଜ…

Read More

ରାଜ୍ୟର ୫ଟି ଜିଲ୍ଲାର ୪୯୦ଟି ହାଇସ୍କୁଲକୁ ୫-ଟି ରୂପାନ୍ତରିକରଣ, କଟକ ଜିଲ୍ଲାରେ ୧୩୫ଟି ହାଇସ୍କୁଲ

ରାଜ୍ୟର ୫ଟି ଜିଲ୍ଲାର ୪୯୦ଟି ହାଇସ୍କୁଲକୁ ୫-ଟି ରୂପାନ୍ତରିକରଣ, କଟକ ଜିଲ୍ଲାରେ ୧୩୫ଟି ହାଇସ୍କୁଲ କଟକ(ଏନ୍‌.ଏମ୍‌.): ରାଜ୍ୟର ୫ଟି ଜିଲ୍ଲାର ୪୯୦ଟି ହାଇସ୍କୁଲକୁ ୫-ଟି ରୂପାନ୍ତରିକରଣ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ୯୫ଟି, କଟକ ଜିଲ୍ଲାରେ ୧୩୫ଟି, କଳାହାଣ୍ଡି ୧୦୦ଟି, ଝାରସୁଗୁଡ଼ା ଜିଲ୍ଲାର ୭୦ଟି ଓ ବରଗଡ଼ ଜିଲ୍ଲାର ୯୦ଟି ସରକାରୀ ଉଚ୍ଚବିଦ୍ୟାଳୟର ଉନ୍ନତିକରଣ କରାଯିବା ପାଇଁ ରାଜ୍ୟସରକାର ଏହି ଯୋଜନା କରିଛନ୍ତି । ବିଶେଷ କରି ସରକାରୀ ସ୍କୁଲଗୁଡ଼ିକର ଅବସ୍ଥା ଦିନକୁ ଦିନ ବିଗିଡିବାକୁ ଯାଉଥିବାବେଳେ…

Read More

ମେଲ୍‌ଭିନ୍ ଜୋନ୍‌ସ ଲାୟନ୍ ଚକ୍ଷୁ କେନ୍ଦ୍ରରେ ଖୋଲିଲା ଦୃଷ୍ଟି ପଟଳ ବିଭାଗ

ମେଲ୍‌ଭିନ୍ ଜୋନ୍‌ସ ଲାୟନ୍ ଚକ୍ଷୁ କେନ୍ଦ୍ରରେ ଖୋଲିଲା ଦୃଷ୍ଟି ପଟଳ ବିଭାଗ କଟକ(ଏନ୍‌.ଏମ୍‌.): କଟକ ବକ୍ସି ବଜାରସ୍ଥିତ ମେଲଭିନ୍ ଜୋନ୍‌ସ ଚକ୍ଷୁ ଚିକିତ୍ସାଳୟରେ ନୂତନଭାବେ ଦୃଷ୍ଟି ପଟଳ (ରେଟିନା) ବିଭାଗ ଖୋଲିଛି । ଆୟୋଜିତ ଉତ୍ସବରେ ମହାନଗର ନିଗମର ମେୟର ସୁବାସ ସିଂହ ମୁଖ୍ୟଅତିଥିଭାବେ ଯୋଗଦେଇ ଏହି ବିଭାଗକୁ ଉଦଘାଟନ କରି ଚକ୍ଷୁ ଚିକିତ୍ସା କ୍ଷେତ୍ରରେ ୨୫ ବର୍ଷ ଧରି ନିରନ୍ତର ସେବା ଯୋଗାଇଦେଇ ଆସିଥିବାହେତୁ ଅନ୍ତରରୁ ଧନ୍ୟବାଦ ଜଣାଇଥିବାବେଳେ ଜିଲ୍ଲା ଗଭଣ୍ଣର ଭାଗୱାନ ଗୁପ୍ତା ସମ୍ମାନିତ…

Read More

ସମବାୟ ସମିତି ନିର୍ବାଚନକୁ ନେଇ ଅସନ୍ତୋଷ: ଅଫିସରେ ତାଲା ପକାଇଲେ ଉତ୍ୟକ୍ତ ଲୋକେ

ସମବାୟ ସମିତି ନିର୍ବାଚନକୁ ନେଇ ଅସନ୍ତୋଷ: ଅଫିସରେ ତାଲା ପକାଇଲେ ଉତ୍ୟକ୍ତ ଲୋକେ ଆଠଗଡ(ଏନ୍‌.ଏମ୍‌.): ସମବାୟ ସମିତି ନିର୍ବାଚନକୁ ନେଇ ବିଭିନ୍ନ ସ୍ଥାନରେ ଅସନ୍ତୋଷ ତେଜିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ନିର୍ବାଚନରେ ଅଂଶଗ୍ରହଣ କରିଥିବା ପ୍ରାର୍ଥୀମାନେ ଅତୀତରେ ଅନେକ ଦୁର୍ନୀତି କରିଥିଲେ ମଧ୍ୟ କିଛି ରାଜନୈତିକ ଦଳର ଛତ୍ରଛାୟାତଳେ ଏମାନେ ବାରମ୍ବାର ନିର୍ବାଚିତ ହେବା ଘଟଣାକୁ ବହୁ ସଦସ୍ୟ ନାପସନ୍ଦ କରିଛନ୍ତି । ତେବେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନରେ ଥିବା ଆଠଗଡ଼ ଅଞ୍ଚଳର…

Read More

ଏସଟିଏଫ ଟିମ ଦ୍ୱାରା ଭୁବନେଶ୍ୱରରେ ବେଆଇନ ବ୍ରାଉନ ସୁଗର ଜବତ ୩ ଗିରଫ

ଏସଟିଏଫ ଟିମ ଦ୍ୱାରା ଭୁବନେଶ୍ୱରରେ ବେଆଇନ ବ୍ରାଉନ ସୁଗର ଜବତ ୩ ଗିରଫ ଭୁବନେଶ୍ୱର(ଏନ.ଏମ୍‌.): ଦିନକୁ ଦିନ ରାଜଧାନୀରେ ବଢ଼ିଚାଲିଛି ନିଶା କାରବାର । କମିଶନରେଟ ପୁଲିସ ଓ ଅବକାରୀ ବିଭାଗର ଘନଘନ ଚଢ଼ାଉ ସତ୍ତ୍ୱେ ବି ନିଶା ବେପାରୀଙ୍କ କାରବାର ବୃଦ୍ଧି ବିଭାଗର ମୁଣ୍ଡବିନ୍ଧାକୁ ବଢ଼ାଇ ଦେଇଛି । ଇତି ମଧ୍ୟ କଟକ ଭୁବନେଶ୍ୱର କମିଶନରେଟ ପୁଲିସ ଓ ଅବକାରୀ ବିଭାଗ ରେକର୍ଡ ସଂଖ୍ୟକ ବେଆଇନ ନିଶା ଦ୍ରବ୍ୟ ଜବତ କରିଥିବାବେଳେ ବହୁ ନିଶା ବ୍ୟବସାୟୀଙ୍କୁ…

Read More

ପୂର୍ବତଟ ରେଳପଥ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ

ପୂର୍ବତଟ ରେଳପଥ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ ଭୁବନେଶ୍ୱର (ଏନ୍‌.ଏମ୍‌.): ପୂର୍ବତଟ ରେଳପଥ ପକ୍ଷରୁ ଆଜି ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି । ସୁସ୍ଥ ପରିବେଶ ଗଠନ ଓ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ରେଳକର୍ମଚାରୀମାନେ ସେମାନଙ୍କ ତରଫରୁ ନିଜେ ସହଜସାଧ୍ୟ ଉଦ୍ୟମ ଦ୍ୱାରା କାର୍ଯ୍ୟ କରିବାକୁ କାର୍ଯ୍ୟକାରୀ ମହାପ୍ରବନ୍ଧକ ନିବେଦନ କରିଛନ୍ତି । ଏହି ଅବସରରେ ରେଳପଥ କର୍ମଚାରୀ ଓ ଅଧିକାରୀମାନଙ୍କ ଦ୍ୱାରା ବ୍ୟାପକ ବୃକ୍ଷ ରୋପଣ କରାଯାଇଥିଲା । ଏଥି ସହିତ…

Read More

କୁହୁଳୁଛି ଅସନ୍ତୋଷ: ନିମପୁର ଅଞ୍ଚଳପ୍ରତି ପ୍ରଶାସନ ଦୃଷ୍ଟି ପଡିବ କେବେ?, ଡ୍ରେନ, ଶୌଚାଳୟ ଓ ଆଲୋକୀକରଣ ପାଇଁ ଗ୍ରାମବାସୀଙ୍କ ଦାବି

କୁହୁଳୁଛି ଅସନ୍ତୋଷ: ନିମପୁର ଅଞ୍ଚଳପ୍ରତି ପ୍ରଶାସନ ଦୃଷ୍ଟି ପଡିବ କେବେ? ଡ୍ରେନ, ଶୌଚାଳୟ ଓ ଆଲୋକୀକରଣ ପାଇଁ ଗ୍ରାମବାସୀଙ୍କ ଦାବି ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଅନ୍ତର୍ଗତ ଜଗତପୁର ୪୮ ନମ୍ବର ୱାର୍ଡ ପ୍ରଶାସନିକ ଅବହେଳା ଅଞ୍ଚଳବାସୀଙ୍କୁ ଅତିଷ୍ଠ କରି ପକାଇଛି । ଏହି ଅଞ୍ଚଳ ପ୍ରତି ସରକାର ଓ ପ୍ରଶାସନର କେବେ ଦୃଷ୍ଟି ପଡ଼ିବ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏହି ଅଞ୍ଚଳଟି ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡି ରହିଛି ।…

Read More

ଖଣ୍ଡପଡ଼ାରେ ୫-ଟି ରୁପାନ୍ତରୀକରଣ ଯୋଜନା ଦିଗହରା: ବିଦ୍ୟାଳୟରେ ନିମ୍ନମାନର କାର୍ଯ୍ୟକୁ ନେଇ ଅସନ୍ତୋଷ

ଖଣ୍ଡପଡ଼ାରେ ୫-ଟି ରୁପାନ୍ତରୀକରଣ ଯୋଜନା ଦିଗହରା: ବିଦ୍ୟାଳୟରେ ନିମ୍ନମାନର କାର୍ଯ୍ୟକୁ ନେଇ ଅସନ୍ତୋଷ ଖଣ୍ଡପଡା(ଏନ୍‌.ଏମ୍‌.): ରାଜ୍ୟ ସରକାର ୫-ଟି ରୁପାନ୍ତରୀକରଣ ଯୋଜନାରେ ପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକର ଭିତ୍ତିଭୂମି ବିକାଶ ଲାଗି ୬୦ରୁ ୬୫ ଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି । ମାତ୍ର ଖଣ୍ଡପଡା ବ୍ଳକ ପ୍ରଶାସନର ଉଦାସୀନତାର ସୁଯୋଗ ନେଇ ଅନଭିଜ୍ଞ ଠିକାଦାର, ରାଜନୈତିକ ବ୍ୟକ୍ତି ବିଶେଷ ସରକାରୀ ନୀତି ନିୟମକୁ ଉଲଘଂନ କରି ମନଇଚ୍ଛା ବିଦ୍ୟାଳୟର ଉନ୍ନୟନମୂଳକ କାର୍ଯ୍ୟରେ ହସ୍ତକ୍ଷେପ କରି ନିମ୍ନମାନର କାର୍ଯ୍ୟ…

Read More