୨୦୨୪ ନିର୍ବିାଚନକୁ ଦୃଷ୍ଟିରେ ରଖି ୩ ନିଲମ୍ବିତ ବିଜେଡି କର୍ମୀଙ୍କୁ କୋଳେଇଲେ ବିଧାୟକ

୨୦୨୪ ନିର୍ବିାଚନକୁ ଦୃଷ୍ଟିରେ ରଖି ୩ ନିଲମ୍ବିତ ବିଜେଡି କର୍ମୀଙ୍କୁ କୋଳେଇଲେ ବିଧାୟକ News by Kanhu Charana Panda (Jagatpur) ଜଗତପୁର(ଏନ୍‌.ଏମ୍‌): ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିଏମସି ୪୮ନମ୍ବର ୱାର୍ଡରେ ପୌର ର୍ନିବାଚନ ସମୟରେ ଦଳ ବିରୋଧି କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ୩ ଜଣ କର୍ମୀଙ୍କୁ ବିଜେଡି ନିଲମ୍ବିତ କରିଥିବାବେଳେ ଆଜି ସେମାନଙ୍କ ଉପରେ ନିଲମ୍ବନ ପ୍ରତ୍ୟାହାର କରାଯାଇଛି । ଚଳିତ ବର୍ଷ ହୋଇଥିବା ପୌରନିର୍ବାଚନରେ ନିଜ ଦଳର କର୍ପୋରେଟର ପ୍ରାର୍ଥୀଙ୍କୁ…

Read More

ମାହାଙ୍ଗା ବ୍ଲକ କଂଗ୍ରେସର ସଂକଳ୍ପ ଅଭିଯାନ

ମାହାଙ୍ଗା ବ୍ଲକ କଂଗ୍ରେସର ସଂକଳ୍ପ ଅଭିଯାନ ମାହାଙ୍ଗା(ଏନ୍‌.ଏମ୍‌.): କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମୋଗଲପାଟଣା ଠାରେ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ନବ ସଂକଳ୍ପ ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପ୍ରଥମ ଥର ପାଇଁ ତୃଣମୂଳସ୍ତରରୁ କଂଗ୍ରେସ ଦଳକୁ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ କର୍ମୀ ମାନକୁ କଠୋର ପରିଶ୍ରମ କରି ଲୋକମାନଙ୍କ ସାଥିରେ ରହି କାର୍ଯ୍ୟ କରିବାକୁ ମାହାଙ୍ଗା କଂଗ୍ରେସ ନେତା ଦେବେନ୍ଦ୍ର ସାହୁ ଆହ୍ୱାନ କରିଥିଲେ ।…

Read More

କୋର୍ଟରେ ହାଜର ହେଲେ ସାଲେପୁର ଏସଡିପିଓ, ଦାଖଲ କଲେ ସବୁ ଦସ୍ତାବିଜ

କୋର୍ଟରେ ହାଜର ହେଲେ ସାଲେପୁର ଏସଡିପିଓ, ଦାଖଲ କଲେ ସବୁ ଦସ୍ତାବିଜ ମାହାଙ୍ଗା(ଏନ୍‌.ଏମ୍‌.): କଟକ ଜିଲ୍ଲା ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଜି ସାଲେପୁର ଏସଡିପିଓ କୋର୍ଟରେ ହାଜର ହୋଇଛନ୍ତି । ତେବେ କୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ସମସ୍ତ ଦସ୍ତାବିଜ କୋର୍ଟରେ ଦାଖଲ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଗତ ୧୩ ତାରିଖରେ ଜେଏମଏଫସି କୋର୍ଟ ସାଲେପୁର ୨୦ ତାରିଖ ସୁଦ୍ଧା କେସର ଷ୍ଟାଟସ୍ ରିପୋର୍ଟ ଏବଂ ତଦନ୍ତରେ ବିଳମ୍ବ ପାଇଁ କାରଣ ଦର୍ଶାଅ ମାଗିଥିଲେ ।…

Read More

ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ସଂଜୟ କୁମାର ସିଂ

ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ସଂଜୟ କୁମାର ସିଂ ଭୁବନେଶ୍ୱର(ଏନ୍‌.ଏମ୍‌.): ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ ଆଜି ପୂର୍ବାହ୍ନରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ନିର୍ଦ୍ଦେଶକ(ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା, ଯୁଗ୍ମ ସଚିବ ବିଷ୍ଣୁପ୍ରିୟା ସାହୁ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ ଜଣାଇଥିଲେ । ଦାୟିତ୍ୱ ଗ୍ରହଣ ପରେ…

Read More

କୁଏତରେ, ଭାରତୀୟଙ୍କ ଦ୍ୱାରା ବିଶ୍ୱ ରକ୍ତଦାନ ଦିବସ ପାଳନ

କୁଏତରେ, ଭାରତୀୟଙ୍କ ଦ୍ୱାରା ବିଶ୍ୱ ରକ୍ତଦାନ ଦିବସ ପାଳନ କୁଏତ(ଏଜେନ୍ସି): “କୁଏତର ଭାରତୀୟମାନେ ରକ୍ତଦାନର ସର୍ବ ବୃହତ ଦାତା ଅଟନ୍ତି । ଏହା ଭାରତୀୟ ସମ୍ପ୍ରଦାୟ, ବିଶେଷ କରି ଏହାର ଯୁବକମାନଙ୍କ ମଧ୍ୟରେ ଜନ ଜାଗରଣ ସୃଷ୍ଟି କରିଛି । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ, ସ୍ୱେଚ୍ଛାକୃତ ରକ୍ତଦାତାମାନେ ଦେଇଥିବା ଗୁରୁତ୍ୱପୂର୍ଣ୍ଣ ଅବଦାନକୁ, ଭାରତର ରାଷ୍ଟ୍ରଦୂତ ଶ୍ରୀଯୁକ୍ତ ସି ବି ଜର୍ଜ, ଉଚ୍ଚ ପ୍ରଶଂସା ସହିତ ସମଗ୍ର ବିଶ୍ୱ କୁ ଏକ ଜନ ଜାଗରଣ ସୃଷ୍ଟି କରିବା ନିମନ୍ତେ…

Read More

ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ କୟଳପଡ଼ାରେ କୌଶଳ ପ୍ରଦର୍ଶନ

ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ କୟଳପଡ଼ାରେ କୌଶଳ ପ୍ରଦର୍ଶନ ଚୌଦ୍ୱାର(ଏନ୍‌.ଏମ୍‌.): ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ନକଲ ଅଭ୍ୟାସ କୌଶଳ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଜି କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ କୟଳପଡ଼ା ପଞ୍ଚାୟତରେ ବିପର୍ଯ୍ୟୟ ସମୟରେ କିଭଳି ଜନସାଧାରଣଙ୍କୁ ସୁରକ୍ଷା ଦିଆଯାଇ ପାରିବ ସେ ନେଇ ଏକ କୌଶଳ ପ୍ରଦଶନ ବା ମକ୍ ଡ୍ରିଲ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବାତ୍ୟା, ବନ୍ୟା, ଭୂମିକମ୍ପ ଭଳି…

Read More

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚିକିତ୍ସା ପାଇଁ ଫୁଲୁରି ତେଲ

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚିକିତ୍ସା ପାଇଁ ଫୁଲୁରି ତେଲ ପୁରୀ(ଏନ୍‌.ଏମ୍‌.): ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାସ୍ନାନ ପରେ ଏବେ ପ୍ରଭୁ ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ ଅଣସର ଘରେ ରଖାଯାଇ ଗୁପ୍ତ ଚିକିତ୍ସା ସେବା କରାଯାଉଛି । ଏହି ପରିପ୍ରେକ୍ଷୀରେ ପ୍ରଭୁଙ୍କ ଚିକିତ୍ସା ପାଇଁ ବିଶେଷ ଆବଶ୍ୟକତା ପଡ଼ୁଥିବା ଫୁଲୁରି ତେଲ ପ୍ରସ୍ତୁତ ସରିଛି । ଅଣସର ପଞ୍ଚମୀରେ ମହାପ୍ରଭୁଙ୍କ ଠାରେ ଫୁଲୁରି ତେଲ ଲାଗି ହୋଇଥାଏ । ଆଜି ଅଣସରର ପଞ୍ଚମ ଦିବସ ତେଣୁ ଆଜି ଫୁଲୁରିତେଲ ଶ୍ରୀ…

Read More

ଓଡ଼ିଶା ରାଜ୍ୟ ସ୍କାଉଟ୍ସ ଓ ଗାଇଡ୍‌ସର ରାଜ୍ୟ ପୁରସ୍କାର ଉତ୍ସବ

ଓଡ଼ିଶା ରାଜ୍ୟ ସ୍କାଉଟ୍ସ ଓ ଗାଇଡ୍‌ସର ରାଜ୍ୟ ପୁରସ୍କାର ଉତ୍ସବ ପ୍ରେମ ଓ ଶୃଙ୍ଖଳା ସ୍କାଉଟ୍ସ ଓ ଗାଇଡ୍ସର ମୂଳାଦର୍ଶ-ରାଜ୍ୟପାଳ ଭୁବନେଶ୍ୱର(ଏନ୍‌.ଏମ୍‌.): ଆମ ସ୍ଥିତିର ଅନ୍ତିମ ସତ୍ୟ ହେଉଛି ପ୍ରେମ । ପ୍ରେମର ଆଧାରରେ ସାରା ବ୍ରହ୍ମାଣ୍ଡ ପ୍ରତିଷ୍ଠିତ ଏବଂ ଏହା ଏକ ଶୃଙ୍ଖଳାରେ ପରିଚାଳିତ । ଏହି ପ୍ରେମ ଓ ଶୃଙ୍ଖଳା ହେଉଛି ସ୍କାଉଟ୍ସ ଓ ଗାଇଡ୍‌ସର ମୂଳାଦର୍ଶ ବୋଲି ରାଜ୍ୟପାଳ ତଥା ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଓ ଗାଇଡ୍‌ସର ମୁଖ୍ୟ ପୃଷ୍ଠପୋଷକ ପ୍ରଫେସର…

Read More

ବିବାଦ ପରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଅଗ୍ନିବୀରରେ ୪ ବର୍ଷ କାର୍ଯ୍ୟକାଳ ପରେ ମିଳିବ ନିଯୁକ୍ତି

ବିବାଦ ପରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଅଗ୍ନିବୀରରେ ୪ ବର୍ଷ କାର୍ଯ୍ୟକାଳ ପରେ ମିଳିବ ନିଯୁକ୍ତି ନୂଆଦିଲ୍ଲୀ (ଏଜେନ୍ସି) : ଦେଶବ୍ୟାପୀ ବିବାଦ ସୃଷ୍ଟି ହେବାପରେ ଅଗ୍ନିପଥ ଯୋଜନାକୁ ନେଇ କେନ୍ଦ୍ର ସରକାର ବଡ ଘୋଷଣା କରିଛନ୍ତି । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ପ୍ରଥମ ଓ ସବୁଠାରୁ ବଡ ନିଷ୍ପତ୍ତି ହେଲା- ଅଗ୍ନିବୀରଙ୍କ ପାଇଁ ସର୍ବାଧିକ ବୟସ ସୀମାକୁ ୫ବର୍ଷ ବଢାଇ ଦିଆଯାଇଛି । ବିବାଦ…

Read More

ଆକାଶବାଣୀ ଶ୍ରୋତା ପରିଷଦ ଓଡ଼ିଶାର ରଜ ଉତ୍ସବ

ଆକାଶବାଣୀ ଶ୍ରୋତା ପରିଷଦ ଓଡ଼ିଶାର ରଜ ଉତ୍ସବ କଟକ(ଏନ୍‌.ଏମ୍‌.): କଟକ ଖପୁରିଆ ସ୍ଥିତ ଓୟା ମଣ୍ଡପ ଠାରେ ଆକାଶବାଣୀ ଶ୍ରୋତା ପରିଷଦ ଓଡିଶା ତରଫରୁ ରଜ ଉତ୍ସବ ମହା ସମାରୋହରେ ପାଳନ କରାଯାଇଛି । ଏଥିରେ ଆକାଶବାଣୀ ଶ୍ରୋତା ପରିଷଦ ଓଡ଼ିଶାର ପ୍ରତିଷ୍ଠାତା ସମ୍ପାଦକ ଅଜୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ନୃତ୍ୟ, ଗୀତ, ପୋଡ ପିଠା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ଓଡ଼ିଶାର ବିଶିଷ୍ଟ କଣ୍ଠ ଶିଳ୍ପୀ…

Read More

କେ.କେ.ଜି.ପି ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ : ଶିଶୁମାନେ ଭଗବାନଙ୍କ ସ୍ୱରୂପ: ରାଜ୍ୟପାଳ

କେ.କେ.ଜି.ପି ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଶିଶୁମାନେ ଭଗବାନଙ୍କ ସ୍ୱରୂପ: ରାଜ୍ୟପାଳ ଭଦ୍ରକ(ଏନ୍‌.ଏମ୍‌.): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଚାନ୍ଦିମାଳ କେ.କେ.ଜି.ପି ସରକାରୀ ଉଚ୍ଚ ବିଦ୍ୟାଳର ସୁବର୍ଣ୍ଣ ଜୟନ୍ତୀର ପ୍ରଥମ ଦିନରେ ଗଣଦୌଡ, ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି । ଆଜି ପର୍ଯ୍ୟନ୍ତ ବିଦ୍ୟାଳୟର ଅବସର ପ୍ରାପ୍ତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଚତୁର୍ଥ ଶ୍ରେଣୀର କର୍ମଚାରୀଙ୍କୁ ଗୁରୁ ପୂଜା ସହିତ ସମ୍ବର୍ଦ୍ଧନା କରାଯାଇଥିଲା । ଅପରାହ୍ନ ସମୟରେ ଓଡିଶାର ମହା ମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ…

Read More

ଏଥର ରଥଯାତ୍ରାରେ ରିଲିଜ ହେବ ଓଡିଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’

ଏଥର ରଥଯାତ୍ରାରେ ରିଲିଜ ହେବ ଓଡିଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’ ଭୁବନେଶ୍ୱର(ଏନ୍‌.ଏମ୍‌.): ଏଥର ରଥଯାତ୍ରାରେ ରିଲିଜ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଓଡିଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’ । ନିକଟରେ ଏହାର ମ୍ୟୁଜିକ ରିଲିଜ୍ ହୋଇଯାଇଛି । ସିନେମାର କଳାକାର ଓ କ୍ରିଉକୁ ନେଇ ମ୍ୟୁଜିକ ରିଲିଜ୍ ହୋଇଥିବା ବେଳେ ରଥଯାତ୍ରାରେ ଏହାର ଶୁଭମୁକ୍ତି ହେବ ବୋଲି ପ୍ରଯୋଜନା ସଂସ୍ଥା ଘୋଷଣା କରିଛି। ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ନିର୍ମିତ ଏହି ସିନେମାରେ ନାୟକ…

Read More