ବିଭିନ୍ନ ପ୍ରକଳ୍ପ ଅଗ୍ରଗତି ନେଇ ବିଧାୟକ ପ୍ରତାପ ଜେନାଙ୍କ ସମୀକ୍ଷା
ବିଭିନ୍ନ ପ୍ରକଳ୍ପ ଅଗ୍ରଗତି ନେଇ ବିଧାୟକ ପ୍ରତାପ ଜେନାଙ୍କ ସମୀକ୍ଷା ମାହାଙ୍ଗା(ଏନ୍.ଏମ୍.): ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ମାହାଙ୍ଗା ବିଭିନ୍ନ ଅଞ୍ଚଳର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ନେଇ ସମୀକ୍ଷା କରିବା ସହ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ବିଭାଗୀୟ ଉଚ୍ଚ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମେ କୁମୁଡ଼ା ପଜୟପୁର ଠାରେ ପହଞ୍ଚି ୧୧୮କୋଟି ବ୍ୟୟ ରେ ମେଗା ପାନୀୟ ଜଳ ପ୍ରକଳ୍ପ ଇଣ୍ଟେକ୍ ଟ୍ୟାଙ୍କ କାର୍ଯ୍ୟସ୍ଥଳ ପରିଦର୍ଶନ କରିବା…
