ଶ୍ରୀ ଜୀଉଙ୍କ ପାଇଁ ନୂଆପାଟଣାରୁ ଖଣ୍ଡୁଆପାଟ

ଶ୍ରୀ ଜୀଉଙ୍କ ପାଇଁ ନୂଆପାଟଣାରୁ ଖଣ୍ଡୁଆପାଟ ଆଠଗଡ଼ (ଏନ୍‌.ଏମ୍‌.): କଟକ ଜିଲ୍ଲା ତିଗିରିଆ ନୂଆପାଟଣାରୁ ଖଣ୍ଡୁଆପାଟ ଶ୍ରୀଜୀଉଙ୍କୁ ଲାଗି ହେବ । ଏହାକୁ ପିନ୍ଧି ପ୍ରଭୁ ଜଗନ୍ନାଥ ଯିବେ ମାଉମା ଘରକୁ । ଏଥିରେ ବୁଣାକାର ଆଖିରେ ନିଦ ହଜିଯାଇଛି । ସପରିବାରେ ଲାଗିପଡ଼ିଛନ୍ତି ଶ୍ରୀଜୀଉଙ୍କ ଖଣ୍ଡୁଆପାଟ ପ୍ରସ୍ତୁତିରେ । ଗୀତଗୋବିନ୍ଦ ଖଣ୍ଡୁଆପାଟ ସହ ବଡ ଠାକୁରଙ୍କ ସମ୍ପର୍କ ନିଆରା । ଏହି ପାଟ ପିନ୍ଧି ବଡଦେଉଳରେ ଝଲସୁଥାନ୍ତି ବଡଠାକୁର । କେବଳ ବଡ ଦେଉଳ ନୂହେଁ…

Read More

ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ମକଡ୍ରିଲ

ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ମକଡ୍ରିଲ ପୁରୀ(ଏନ୍‌.ଏମ୍‌.): ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ତଥା ସୁରକ୍ଷିତ ଭାବେ ସମ୍ପର୍ଣ୍ଣ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ୱୟର ଏକ ମକ ଡ୍ରିଲ ଟାଉନ ଥାନା ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସମର୍ଥ ବର୍ମା ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ଚଳିତ ରଥଯାତ୍ରା ହେଉଥିବାରୁ ଆମକୁ ଯାତ୍ରୀଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି । ସମସ୍ତ…

Read More

ଅଶାନ୍ତ ମାହାଙ୍ଗା: ପୁଲିସ ଅଧିକାରୀଙ୍କ ଘରୁ ଚୋରି

ଅଶାନ୍ତ ମାହାଙ୍ଗା: ପୁଲିସ ଅଧିକାରୀଙ୍କ ଘରୁ ଚୋରି ମାହାଙ୍ଗା(ଏନ୍‌.ଏମ୍‌.): ମାହାଙ୍ଗା ଅଞ୍ଚଳରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହେବାରେ ଲାଗିଛି । ଲୁଟ, ଛିନତାଇ, ଡକେୟତି ଏବଂ ଚୋରି ଭଳି ଅପରାଧ ପ୍ରତିଦିନ ଘଟୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ହେଲେ ଆଜି ଜଣେ ପୁଲିସ ଅଧିକାରୀଙ୍କ ଘରୁ ଚୋରି ହେବା ଘଟଣା ଅଞ୍ଚଳବାସୀଙ୍କୁ ବିସ୍ମିତ କରିଛି । ପୁଲିସ ନାଁ ଶୁଣିଲେ ଚୋର ଡରି ପଳାଉଥିଲେ । ଆଜି ହେଲେ ପୁଲିସ ଘରୁ ହୋଇଛି…

Read More

ଜାତୀୟ ସଡକ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ

ଜାତୀୟ ସଡକ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ପୁରୀ/କୋଣାର୍କ (ଏନ୍‌.ଏମ୍‌.): ସ୍ୱଳ୍ପ ସମୟର କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ସଡକ ସୁରକ୍ଷା ର ସୁନ୍ଦର ବାର୍ତ୍ତା ସମସ୍ତ ଙ୍କୁ ସଚେତନ କରିବା ସହ ଦୁର୍ଘଟଣା କୁ ହ୍ରାସ କରି ବାରେ ସହାୟକ ହେବ ବୋଲି ଓଡିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ଡଃ ଜଷ୍ଟିସ ଏସ୍ ମୁରଲୀଧର ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ଟାଉନ ହଲ ପରିସରରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର…

Read More

ଅଣସର ଦ୍ୱାଦଶୀରେ ରାଜପ୍ରାସାଦ ବିଜେ : ସୁସ୍ଥ ହେଲେ ମହାପ୍ରଭୁ

ଅଣସର ଦ୍ୱାଦଶୀରେ ରାଜପ୍ରାସାଦ ବିଜେ : ସୁସ୍ଥ ହେଲେ ମହାପ୍ରଭୁ ପୁରୀ(ଏନ୍‌.ଏମ୍‌.): ଅଣସର ଦ୍ୱାଦଶୀ, ଭୋଗ ମଣ୍ଡପ ନୀତି ସରିବା ପରେ ଭଣ୍ଡାର ଘରୁ ରୂପା ଥାଳି ନେଇ ଦକ୍ଷିଣ ଦ୍ୱାର ଲଣ୍ଡାବର୍ତ୍ତ ଉପରେ ଆସ୍ଥାନ ପ୍ରତିହାରୀ ପକାଇଥିବା ପାହାଡ଼ା ଉପରେ ରଖାଯାଇଥାଏ । ଚାଙ୍ଗଡ଼ା ମେକାପ ଯୋଗାଇଥିବା ପାଟକନା ସେହି ରୁପା ଥାଳି ମାନଙ୍କ ଉପରେ ପକାଇ ଦଇତା ପତି ସେବକ ମାନେ ଅଣସର ପିଣ୍ଡିରୁ ଶ୍ରୀ ଅଙ୍ଗଚନ୍ଦନ ,କରାଳ ଓ ପାଟଡୋରି ଉକ୍ତ ଥାଳିରେ…

Read More

ବନ୍ ଭି-ଭିଭା ଟେକ୍ନେଲୋଜି ୨୦୨୨ରେ ଆରଏମ ୦୦୧ ନିର୍ମାଣ ହୋଇଛି

ବନ୍ ଭି-ଭିଭା ଟେକ୍ନେଲୋଜି ୨୦୨୨ରେ ଆରଏମ ୦୦୧ ନିର୍ମାଣ ହୋଇଛି ଭୁବନେଶ୍ୱର (ଏନ୍‌.ଏମ୍‌.): ଭାରତୀୟ ଏରିଏଲ୍ ମୋବିଲିଟି ଷ୍ଟାର୍ଟଅପ୍ ବନ୍ ଭି, ପ୍ୟାରିସ ଠାରେ ଅନୁଷ୍ଠିତ ଭିଭାଟେକ୍ ୨୦୨୨ରେ ଏହାର କାର୍ଗୋ ଲଜିଷ୍ଟିକ୍ସ କନସେପ୍ଟ ପ୍ଲାଟଫର୍ମ (ଫ୍ଲାଇଂ) ବିଷୟରେ ଘୋଷଣା କରିଛି । ଆଇଆଇଟି ମଣ୍ଡିର ପ୍ରୋତ୍ସାହନ ଏବଂ ଏଆଇସି ସିଭି ରମଣ ଓ ଭୁବନେଶ୍ୱର ଇଞ୍ଜିନିୟରିଂ କଲେଜର ସପୋର୍ଟରେ ବନ୍ ଭି ଭାରତର ପ୍ରଥମ ଏଆଇ-ପାୱାର୍ଡ ମଲ୍ଟି-ୟୁଟିଲିଟି ଇଲେକ୍ଟ୍ରିକ୍ ଏୟାର ଭେଇକିଲ, ଆରଏମ ୦୦୧ ନିର୍ମାଣ…

Read More

ଆସନ୍ତା ବଜେଟ୍ ଅଧିବେଶନ ନେଇ ସର୍ବଦଳୀୟ ବୈଠକ ଜୁନ ୨୯ରେ

ଆସନ୍ତା ବଜେଟ୍ ଅଧିବେଶନ ନେଇ ସର୍ବଦଳୀୟ ବୈଠକ ଜୁନ ୨୯ରେ ଗୃହ ପରିଚାଳନା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କଲେ ବାଚସ୍ପତି ଭୁବନେଶ୍ୱର(ଏନ୍‍.ଏମ୍‍.): ଆସନ୍ତା ଜୁଲାଇ ୨ତାରିଖରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନର ସୁପରିଚାଳନା ପାଇଁ ଚଳିତ ମାସ ୨୯ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ବଜେଟ ଅଧିବେଶନର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦିତ କରିବା ପାଇଁ ସବୁ…

Read More

ସ୍ଥାଣୁ ପାଲଟିଛି ଜଗତପୁର ପୋଷ୍ଟ ଅଫିସ !

ସ୍ଥାଣୁ ପାଲଟିଛି ଜଗତପୁର ପୋଷ୍ଟ ଅଫିସ ! ଜଗତପୁର(ଏନ୍‌.ଏମ୍‌.): ନାହିଁ ନାହିଁରେ ଚାଲିଛି ଜଗତପୁର ଗୋଲେଇଛକରେ ଥିବା ଜଗତପୁର ଶାଖା ଡାକ କାର୍ଯ୍ୟାଳୟ । ଏଠାରେ ଦୀର୍ଘ ଦିନ ଧରି ବିଭିନ୍ନ ସମସ୍ୟା ଦେଖାଦେଇଥିବାବେଳେ ଏହାର ପ୍ରତିକାର ପାଇଁ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଅଞ୍ଚଳବାସୀଙ୍କୁ ଅତିଷ୍ଠ କରି ପକାଇଛି । ଗୋଟିଏ ପଟେ ଡିଜିଟାଲ ଯୁଗରେ ଆଗଭଳି ଚିଠିପତ୍ର ଆଦାନ ପ୍ରଦାନ ହ୍ରାସ ପାଇଥିଲେ ମଧ୍ୟ ବହୁ ଗରୁତ୍ୱପୂର୍ଣ୍ଣ କାଗପତ୍ର, ଚେକ୍‌, ପାର୍ସଲ ଠାରୁ ଆରମ୍ଭ କରି…

Read More

ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆ ନିରାକରଣ ନେଇ ସିଏମସି ମେୟରଙ୍କ ସମୀକ୍ଷା ବୈଠକ

ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆ ନିରାକରଣ ନେଇ ସିଏମସି ମେୟରଙ୍କ ସମୀକ୍ଷା ବୈଠକ କଟକ(ଏନ୍‌.ଏମ୍‌.): କଟକ ସହରରେ ପୂର୍ବରୁ ବହୁ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହେବା ସହ କିଛି ବ୍ୟକ୍ତି ମଧ୍ୟ ମୃତ୍ୟୁବରଣ କରିଛନ୍ତି । ତେବେ କଟକ ସହରକୁ ଡେଙ୍ଗୁ ମୁକ୍ତ ରଖିବା ପାଇଁ ସିଏମସି ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ମେୟରଙ୍କ ଅଭିଜ୍ଞତାରୁ ଏବେ ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆ ଭଳି ପ୍ରାଣଘାତୀ ସଂକ୍ରାମକ ରୋଗ ବ୍ୟାପିବାର ସମୟ ଆସିଛି…

Read More

ଆଠଗଡ଼ରେ ବଢ଼ୁଛି ଅପରାଧ: ଅଚିହ୍ନା ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଆଠଗଡ଼ରେ ବଢ଼ୁଛି ଅପରାଧ: ଅଚିହ୍ନା ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ ଆଠଗଡ଼(ଏନ୍‌.ଏମ୍‌.): ଆଠଗଡ଼ ଅଞ୍ଚଳରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ବିଶେଷ କରି ଏହି ଅଞ୍ଚଳ ଏବେ ଅପରାଧ ପ୍ରବଣ ହେଉଥିବା କୁହାଯାଉଛି । ଅତୀତରେ ଅନେକ ଲୋମଟାଙ୍କୁରା ଅପରାଧ ଘଟିଥିବାବେଳେ ଆଜି ଜଣେ ଅଚିହ୍ନା ମହିଳାଙ୍କ ମୃତ ଦେହ ମିଳିବା ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ଅନୁଯାୟୀ…

Read More

ଥାନା ପରିସରରେ ଆତ୍ମହତ୍ୟା ଉଦ୍ୟମକୁ ନେଇ ତାତିଲେ ଅଞ୍ଚଳବାସୀ: ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଥାନା ପରିସରରେ ଆତ୍ମହତ୍ୟା ଉଦ୍ୟମକୁ ନେଇ ତାତିଲେ ଅଞ୍ଚଳବାସୀ: ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କିଶନନଗର(ଏନ୍‌.ଏମ୍‌.): ଥାନାରେ ଅଭିଯୋଗ କରି ବାରମ୍ବାର ଦୌଡ଼ି ଦୌଡ଼ି ନ୍ୟାୟ ପାଇବାରୁ ବଞ୍ôଚତ ହେବା ପରେ ଜଣେ ବ୍ୟକ୍ତି ଥାନା ପରିସରରେ ଆତ୍ମାହୁତି ଉଦ୍ୟମ କରିବା ରାଜ୍ୟ ସରକାର ଓ ପ୍ରଶାସନର ଅବହେଳାକୁ ସ୍ପଷ୍ଟ କରୁଛି ବୋଲି ସ୍ଥାନୀୟ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । ଏହି ଅଞ୍ଚଳରେ ପୁଲିସ ଅଧିକାରୀ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ରିମୋର୍ଟରେ କଣ୍ଟ୍ରୋଲ ହେଉଥିବା ଯୋଗୁଁ…

Read More

ନୀରବିଗଲା ରାଇମୋହନଙ୍କ ହୃଦସ୍ପନ୍ଦନ ସଂଳାପ

ନୀରବିଗଲା ରାଇମୋହନଙ୍କ ହୃଦସ୍ପନ୍ଦନ ସଂଳାପ ଭୁବନେଶ୍ୱର(ଏନ୍‌.ଏମ୍‌.): ବରିଷ୍ଠ ସିନେ ଅଭିନେତା ତଥା ଯାତ୍ରା ଜଗତର ବାଦ୍‌ସାହା ରାଇମୋହନ ପରିଡା ଆଉ ନାହାନ୍ତି । ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିବା ପରେ ସମ୍ପୂର୍ଣ୍ଣ ଚଳଚ୍ଚିତ୍ର, ଯାତ୍ରା, ଟେଲି ଜଗତରେ ଶୋକର ଛାୟା ଖେଳିଯାଇଛି । ତେବେ ସେ କାହିଁକି ଆତ୍ମହତ୍ୟା କଲେ ସେ ସମ୍ପର୍କରେ କୌଣସି ତଥ୍ୟ ମିଳିନଥିଲେ ମଧ୍ୟ ପୁଲିସର ତନାଘନା ଆରମ୍ଭ ହୋଇଛି । ତାଙ୍କ ଶବ ଜବତ କରାଯାଇ ବ୍ୟବଚ୍ଛେଦ ନିମନ୍ତେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ…

Read More