ଜଗତପୁର ଅଞ୍ଚଳରେ ଘନଘନ ଗାଇ ଚୋରି ଅଭିଯୋଗ: ରାତିରେ ପାଟ୍ରୋଲିଙ୍ଗ କଡାକଡି କରିବା ପାଇଁ ଦାବି

ଜଗତପୁର ଅଞ୍ଚଳରେ ଘନଘନ ଗାଇ ଚୋରି ଅଭିଯୋଗ: ରାତିରେ ପାଟ୍ରୋଲିଙ୍ଗ କଡାକଡି କରିବା ପାଇଁ ଦାବି ଜଗତପୁର (ଏନ୍‌.ଏମ୍‌.): କଟକ କମିଶନରେଟ ପୁଲିସ ଅନ୍ତର୍ଗତ ଜଗତପୁର ଥାନା ଅଞ୍ଚଳରେ ବଢ଼ୁଛି ଘନଘନ ଗାଇଚୋରି ଅଭିଯୋଗ । ରାତିରେ ଗାଇ ଲୁଟେରାମାନେ ଗାଡ଼ି ଲଗାଇ ବାହାରେ ବୁଲୁଥିବା ଗାଇଗୋରୁମାନଙ୍କୁ ଉଠାଇ ନେଉଥିବାର ଦୃଶ୍ୟ ମଧ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି । ଗତ ମେ ମାସରେ ପ୍ରାୟ ୨୫ରୁ ଉର୍ଦ୍ଧ୍ୱ ଗାଇଗୋରୁମାନଙ୍କୁ ଲୁଟେରାମାନେ ରାତି ଏକ ଟାଟା ଏସିରେ…

Read More

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ ହେଲା ମା’ ଶାରଳା ମନ୍ଦିର ଉନ୍ନତିକରଣ ମାଷ୍ଟରପ୍ଲାନ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ ହେଲା ମା’ ଶାରଳା ମନ୍ଦିର ଉନ୍ନତିକରଣ ମାଷ୍ଟରପ୍ଲାନ ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୪୨ କୋଟି, ନଣ୍ଡାଦେଉଳ ପାଖରେ ହେବ ସାରଳା ଦାସଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତୀ ଜଗତସିଂହପୁରରୁ ରମେଶ ମହାନ୍ତିଙ୍କ ରିପୋର୍ଟ ଜଗତସିଂହପୁର(ଏନ୍‌.ଏମ୍‌): ଓଡିଶାର ପ୍ରାଚୀନ ଶକ୍ତି ପୀଠ ମଧ୍ୟରୁ ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ଼ ବାସିନୀ ମା’ଶାରଳାଙ୍କ ପୀଠ ଅନ୍ୟତମ ପ୍ରସିଦ୍ଧ ମାତୃ ଉପାସନା ପୀଠ । ଝଙ୍କଡବାସିନୀ ମା’ ଶାରଳାଙ୍କ ଆଶୀର୍ବାଦରୁ ସାରଳା ଦାସ ସିଦ୍ଧି ଲାଭ କରି…

Read More

ଶାଳକାଠ ସହ ପିକ୍‌ଅପ ଭ୍ୟାନ ଜବତ

ଶାଳକାଠ ସହ ପିକ୍‌ଅପ ଭ୍ୟାନ ଜବତ ଖଣ୍ଡପଡା(ଏନ୍‌.ଏମ୍‌.): ଖଣ୍ଡପଡା ଓ ଗଣିଆ ବନାଚଂଳ ଇଲାକାରୁ ନିୟମିତ ଭାବେ ମୂଲ୍ୟବାନ ସାଇଜ କାଠ ଓ ଲଗ୍ ବୋଝେଇ କରି ଏକ ଧଳା ରଙ୍ଗର ପିକ୍‌ଅପ ଭ୍ୟାନ କଟକ ଜିଲ୍ଲା ଅଧିନ ନରସିଂହପୁର ଅଂଚଳକୁ ଚୋରାରେ ଚାଲାଣ କରୁଥିବା ନେଇ କୌଣସି ବିଶେଷ ସୁତ୍ରରୁ ବନ ବିଭାଗକୁ ସୂଚନା ମିଳିଥିଲା । ନୟାଗଡ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡଙ୍ଗୀ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୮ ବର୍ଷରେ କେନ୍ଦ୍ରରେ ବିଜେପିର ସେବା, ସୁଶାସନ ଏବଂ ଗରିବ କଲ୍ୟାଣର ଅନନ୍ତ ଯାତ୍ରା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୮ ବର୍ଷରେ କେନ୍ଦ୍ରରେ ବିଜେପିର ସେବା, ସୁଶାସନ ଏବଂ ଗରିବ କଲ୍ୟାଣର ଅନନ୍ତ ଯାତ୍ରା ଭୁବନେଶ୍ୱର(ଏନ୍‍.ଏମ୍‍.): ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସେବା, ସୁଶାସନ ଏବଂ ଗରିବକଲ୍ୟାଣର ନିରନ୍ତର ଯାତ୍ରା । ‘ଦେଶର କିଛି ହୋଇ ପାରିବ ନାହିଁ’ ଚିନ୍ତାଧାରାରୁ ‘ମୋଦି ଅଛନ୍ତି ତ ସବୁ କିଛି ସମ୍ଭବ’ର ଧାରଣା ସୃଷ୍ଟିି ହୋଇଛି । ଅତୀତରେ ସରକାର ଲୋକଙ୍କୁ କହୁଥିଲେ ‘ହେଲା ତ ହେଲା, ନହେଲେ ନାହିଁ’ । ବର୍ତ୍ତମାନ ଲୋକେ କହୁଛନ୍ତି,…

Read More

ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ନିମନ୍ତେ ଦ୍ୱିତୀୟ ସମନ୍ୱୟ ବୈଠକ

ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ନିମନ୍ତେ ଦ୍ୱିତୀୟ ସମନ୍ୱୟ ବୈଠକ ପୁରୀ(ଏନ୍‍.ଏମ୍‍.): ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା -୨୦୨୨ର ଦ୍ୱିତୀୟ ସମନ୍ୱୟ ବୈଠକ ସ୍ଥାନୀୟ ଟାଉନହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଶକ୍ତି, ଶିଳ୍ପ, ଏମ୍‌ଏସଏମ୍‌ଇ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଯୋଗ ଦେଇ ଚଳିତ ବର୍ଷ ରଥଯାତ୍ରାକୁ କିଭଳି ଶୃଙ୍ଖଳିତ ଭାବେ ପାଳନ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା । ଆଇନ ତଥା ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ…

Read More

ତିଗିରିଆରେ ବୋମାମାଡ଼: ଭାଇ ଭଉଣୀ ଗୁରୁତର, ପୁଲିସର ତନାଘନା

ତିଗିରିଆରେ ବୋମାମାଡ଼: ଭାଇ ଭଉଣୀ ଗୁରୁତର, ପୁଲିସର ତନାଘନା ଆଠଗଡ଼ (ଏନ୍‍.ଏମ୍‍.): ତିଗିରିଆ ବ୍ଲକ ଅନ୍ତର୍ଗତ ବନମାଳିପୁର (ନୁଆ ପାଟଣା)ଗ୍ରାମରେ ଅଘଟଣ । ଗତ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ଜଣାପଡ଼ିଛି । ତେବେ ବୋମାମାଡ଼ ଘଟଣାରେ ୨ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ସୂଚନା ଅନୁଯାୟୀ, ବନମାଳିପୁର ଗ୍ରାମର ଶରତ କୁମାର ରାଉତଙ୍କ ଘରକୁ ଗତକାଲି ରାତି ପ୍ରାୟ୧୨ଟା ସମୟରେ ଦୁବୃର୍ତ୍ତମାନେ ଏକ ବୋଲେରୋ ଗାଡିରେ ଆସି ଘର…

Read More

ଭାରତର ବୃହତ ଫ୍ଲିଟ ଇଲେକ୍ଟ୍ରିକ ଲିଥିୟମ-ଆଇଅନ ଫର୍କଲିଫ୍ଟର ପରିଚାଳନା ଶୁଭାରମ୍ଭ କଲା ବେଦାନ୍ତ ଆଲୁମିନିୟମ

ଭାରତର ବୃହତ ଫ୍ଲିଟ ଇଲେକ୍ଟ୍ରିକ ଲିଥିୟମ-ଆଇଅନ ଫର୍କଲିଫ୍ଟର ପରିଚାଳନା ଶୁଭାରମ୍ଭ କଲା ବେଦାନ୍ତ ଆଲୁମିନିୟମ ; ନୂଆଦିଲ୍ଲୀ(ଏଜେନ୍ସି): ବେଦାନ୍ତ ଆଲୁମିନିୟମ ଭାରତର ବୃହତମ ଆଲୁମିନିୟମ ସାମଗ୍ରୀ ଉତ୍ପାଦକ ଗିୟର (ଜେମିନି ଇକ୍ୟୁପମେଣ୍ଟ ଆଣ୍ଡ ରେଣ୍ଟାଲସ ପ୍ରା.ଲି) ଭାରତ ସହ ଅନ୍ୟତମ ବୃହତ ଲିଥିୟମ ଆଇଅନ ବ୍ୟାଟେରି ପାୱାରଯୁକ୍ତ ଇଲେକ୍ଟ୍ରିକ ୨୭ଟି ଫର୍କଲିଫ୍ଟ ପରିଚାଳନା ଆରମ୍ଭ କରିଛି । ଏହା ବେଦାନ୍ତ ଆଲୁମିନିୟମରେ ଯାନବାହାନ ଚଳାଚଳକୁ ଡିକାର୍ବୋନାଇଜଡ କରିବ । ଓଡ଼ିଶାର ଝାରସୁଗୁଡ଼ାର କମ୍ପାନିରେ ଗତ ମାସ ଠାରୁ…

Read More

ଅଟୋ ଡ୍ରାଇଭରଙ୍କ ସନ୍ଦେହ ଜନକ ମୃତ୍ୟୁ: ଅଟୋ ଠାରୁ ପ୍ରାୟ ଦେଢ଼କିଲୋଟିମର ଦୂରେ ରକ୍ତ ଜୁଡ଼ୁବୁଡ଼ୁ ଅସ୍ଥାରେ ମୃତଦେହ ଉଦ୍ଧାର

ଅଟୋ ଡ୍ରାଇଭରଙ୍କ ସନ୍ଦେହ ଜନକ ମୃତ୍ୟୁ: ଅଟୋ ଠାରୁ ପ୍ରାୟ ଦେଢ଼କିଲୋଟିମର ଦୂରେ ରକ୍ତ ଜୁଡ଼ୁବୁଡ଼ୁ ଅସ୍ଥାରେ ମୃତଦେହ ଉଦ୍ଧାର ; ଚୌଦ୍ୱାର-ଜଗତପୁର(ଏନ୍‍.ଏମ୍‍.): ଆଜି ଭୋରୁ ଭୋରୁ ମଙ୍ଗଳି ସମ୍ବଲପୁର ୫୫ନମ୍ବର ଜାତୀୟ ରାଜପଥ ହାଇଲେବଲ କେନାଲ ନୂଆରାସ୍ତାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଏକ ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଛି । ଏ ନେଇ ସ୍ଥାନୀୟ ଲୋକେ ଦେଖିବା ପରେ ଚୌଦ୍ୱାରଥାନାକୁ ଖବର ଦେଇଥିଲେ । ଖବର ପାଇ ଚୌଦ୍ୱାର ଥାନା ପୁଲିସ ଶବ ଜବତ…

Read More