ସାପୁଆ ନଦୀ କୂଳରୁ ସଦ୍ୟଜାତ ଶିଶୁ କନ୍ୟା ଉଦ୍ଧାର
ସାପୁଆ ନଦୀ କୂଳରୁ ସଦ୍ୟଜାତ ଶିଶୁ କନ୍ୟା ଉଦ୍ଧାର ଆଠଗଡ଼(ଏନ୍.ଏମ୍.): ଆଠଗଡ଼ ଅଞ୍ଚଳରେ ଏକ ସଦ୍ୟଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ତେବେ ଏହି ସନ୍ତାନଟି କାହାର ଅବୈଧ ସନ୍ତାନ କିମ୍ବା ଝିଅ ବୋଲି ପରିବାର ଲୋକେ ଏଠାରେ ଏଭଳି ପକାଇ ଦେଇଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । ତେବେ କନ୍ୟା ସନ୍ତାନ ସମ୍ପର୍କରେ ରାଜ୍ୟସରକାର ତଥା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯେତେ ସଚେତନତା କରାଗଲେ ମଧ୍ୟ ଆଜିବି ଲୋକେ କନ୍ୟାକୁ ଚାହୁଁନଥିବା କୁହାଯାଉଛି । ଯାହାର…
