କଟକ ଜିଲ୍ଲାପାଳଙ୍କ ନାମରେ ଜାଲ ହ୍ୱାଟସ ଆପ ଆକାଉଣ୍ଟ
କଟକ ଜିଲ୍ଲାପାଳଙ୍କ ନାମରେ ଜାଲ ହ୍ୱାଟସ ଆପ ଆକାଉଣ୍ଟ କଟକ(ଏନ୍.ଏମ୍.): ସମାଜରେ ଏବେ ସାଇବର ଅପରାଧୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କେତେବେଳେ ଟଙ୍କା ଲୁଟିବା ତ ଆଉ କେତେବେଳେ ବଦନାମ କରିବା ଭଳି ଅପରାଧ ଘଟାଇବା ପାଇଁ ସାଇବର ଅପରାଧୀମାନେ ସକ୍ରିୟ ହୋଇ ଉଠିଛନ୍ତି । ଏପରିକି ସୁପ୍ରିମ କୋର୍ଟ ବିଚାରପତିଙ୍କୁ ମଧ୍ୟ ସାଇବର ଅପରାଧୀମାନେ ଛାଡ଼ି ନାହାନ୍ତି । ନିକଟ ଅତୀତରେ ହାଇ କୋର୍ଟ ରେଜିଷ୍ଟାର ଓ ବିଭାଗୀୟ ସଚିବଙ୍କୁ ମଧ୍ୟ ନିଜକୁ ସୁପ୍ରିମକୋର୍ଟ…
