ଅଶାନ୍ତ ମାହାଙ୍ଗା: ପୁଲିସ ଅଧିକାରୀଙ୍କ ଘରୁ ଚୋରି
ଅଶାନ୍ତ ମାହାଙ୍ଗା: ପୁଲିସ ଅଧିକାରୀଙ୍କ ଘରୁ ଚୋରି ମାହାଙ୍ଗା(ଏନ୍.ଏମ୍.): ମାହାଙ୍ଗା ଅଞ୍ଚଳରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହେବାରେ ଲାଗିଛି । ଲୁଟ, ଛିନତାଇ, ଡକେୟତି ଏବଂ ଚୋରି ଭଳି ଅପରାଧ ପ୍ରତିଦିନ ଘଟୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ହେଲେ ଆଜି ଜଣେ ପୁଲିସ ଅଧିକାରୀଙ୍କ ଘରୁ ଚୋରି ହେବା ଘଟଣା ଅଞ୍ଚଳବାସୀଙ୍କୁ ବିସ୍ମିତ କରିଛି । ପୁଲିସ ନାଁ ଶୁଣିଲେ ଚୋର ଡରି ପଳାଉଥିଲେ । ଆଜି ହେଲେ ପୁଲିସ ଘରୁ ହୋଇଛି…
