ଓଡ଼ିଶା ରାଜ୍ୟ ସ୍କାଉଟ୍ସ ଓ ଗାଇଡ୍ସର ରାଜ୍ୟ ପୁରସ୍କାର ଉତ୍ସବ
ଓଡ଼ିଶା ରାଜ୍ୟ ସ୍କାଉଟ୍ସ ଓ ଗାଇଡ୍ସର ରାଜ୍ୟ ପୁରସ୍କାର ଉତ୍ସବ ପ୍ରେମ ଓ ଶୃଙ୍ଖଳା ସ୍କାଉଟ୍ସ ଓ ଗାଇଡ୍ସର ମୂଳାଦର୍ଶ-ରାଜ୍ୟପାଳ ଭୁବନେଶ୍ୱର(ଏନ୍.ଏମ୍.): ଆମ ସ୍ଥିତିର ଅନ୍ତିମ ସତ୍ୟ ହେଉଛି ପ୍ରେମ । ପ୍ରେମର ଆଧାରରେ ସାରା ବ୍ରହ୍ମାଣ୍ଡ ପ୍ରତିଷ୍ଠିତ ଏବଂ ଏହା ଏକ ଶୃଙ୍ଖଳାରେ ପରିଚାଳିତ । ଏହି ପ୍ରେମ ଓ ଶୃଙ୍ଖଳା ହେଉଛି ସ୍କାଉଟ୍ସ ଓ ଗାଇଡ୍ସର ମୂଳାଦର୍ଶ ବୋଲି ରାଜ୍ୟପାଳ ତଥା ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସର ମୁଖ୍ୟ ପୃଷ୍ଠପୋଷକ ପ୍ରଫେସର…
