ଅବହେଳିତ ସିଏମସି ୪୮ ନମ୍ବର ୱାର୍ଡ଼ ଭୁବନପୁର: ଦୁଃଖ ପାଲଟିଛି ମୁକୁଳା ଡ୍ରେନ ସାଙ୍ଗକୁ ଅନ୍ଧାର ରାସ୍ତା
ଅବହେଳିତ ସିଏମସି ୪୮ ନମ୍ବର ୱାର୍ଡ଼ ଭୁବନପୁର: ଦୁଃଖ ପାଲଟିଛି ମୁକୁଳା ଡ୍ରେନ ସାଙ୍ଗକୁ ଅନ୍ଧାର ରାସ୍ତା ଜଗତପୁର(ଏନ୍.ଏମ୍.): ସିଏମସି ଅନ୍ତର୍ଗତ ୪୮ନମ୍ବର ୱାର୍ଡ ଜଗତପୁର ଭୂବନପୁର ଗ୍ରାମରେ ପ୍ରଶାସନିକ ଅବହେଳା ଦେଖିବାକୁ ମିଳିଛି । ବର୍ଷ ବର୍ଷ ଧରି ଜଗତପୁର ଅଞ୍ଚଳ ସିଏମସିରେ ସାମିଲ ହୋଇଥିଲେ ମଧ୍ୟ ଜସଧାରଣଙ୍କୁ ମୌଳିକ ସୁବିଧା ମିଳୁନଥିବା ଅଭିଯୋଗ ହୋଇଛି । ଏଠାରେ ବିଶେଷ କରି ମୁକୁଳା ଡ୍ରେନ ସାଙ୍ଗକୁ ରାତିରେ ଅଚଳ ଷ୍ଟ୍ରିଟ ଲାଇଟ ଅଞ୍ଚଳବାସୀଙ୍କ ପାଇଁ ମୁଖ୍ୟ…
