ତରୋଳ ବେହେରା ସାହିରେ ରଜ ମହୋତ୍ସବ ଉଦ୍ଘାଟିତ

ତରୋଳ ବେହେରା ସାହିରେ ରଜ ମହୋତ୍ସବ ଉଦ୍ଘାଟିତ ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ୪୯ନମ୍ବର ୱାର୍ଡର ତରୋଳ ବେହେରା ସାହିରେ ରଜମହୋତ୍ସବ ଉଦଘାଟିତ ହୋଇଯାଇଛି । ସମାଜସେବୀ ଅଲେଖ ଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଏମସି ଡେପୁଟୀ ମେୟର ଦମୟନ୍ତୀ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ପୂର୍ବତନ କର୍ପୋରେଟର ନବକିଶୋର ସ୍ୱାଇଁ, ତରୋଳ ଗ୍ରାମ କମିଟି ସଭାପତି ହେମରାଜ ବିଶ୍ୱାଳ, କୁଳମଣି ବେହେରା, ମାନସ ପରିଡା,…

Read More

ଓକିଲାତିନାମାରେ ଶହେ ଟଙ୍କାର କର୍ପସ୍‌ଫଣ୍ଡ୍ ଷ୍ଟାମ୍ପକୁ ହାଇକୋର୍ଟ ବାର ଆସୋସିଏସନର ବିରୋଧ

ଓକିଲାତିନାମାରେ ଶହେ ଟଙ୍କାର କର୍ପସ୍‌ଫଣ୍ଡ୍ ଷ୍ଟାମ୍ପକୁ ହାଇକୋର୍ଟ ବାର ଆସୋସିଏସନର ବିରୋଧ କଟକ(ଏନ୍‌.ଏମ୍‌.): ସମସ୍ତ ଓକିଲାତିନାମାରେ ୧୦୦ ଟଙ୍କାର ଆଡଭୋକେଟ୍‌ସ ୱେଲଫେୟାର କର୍ପସ୍ ଫଣ୍ଡ୍ ଷ୍ଟାମ୍ପ ସଂଲଗ୍ନ କରାଯିବ ବୋଲି ରାଜ୍ୟ ବାର୍ କାଉନ୍‌ସିଲ୍ ନେଇଥିବା ନିଷ୍ପତ୍ତିକୁ ହାଇକୋର୍ଟ ବାର ଆସୋସିଏସନ୍ ସମେତ କଟକର ସମସ୍ତ ବାର ଏହାକୁ ବିରୋଧ କରିଛନ୍ତି । ହାଇକୋର୍ଟ ବାର ଆସୋସିଏନ୍‌ର ପକ୍ଷରୁ ଆଜି ଏନେଇ ଅନୁଷ୍ଠିତ ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥି ସହିତ…

Read More

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀ/କଟକ (ଏନ୍‌.ଏମ୍‌.): ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସ୍ନାନପୂର୍ଣ୍ଣିମା ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଭୁ ଚତୁର୍ଦ୍ଧାମୂର୍ତ୍ତି ପ୍ରଭୁ ଜଗନ୍ନାଥ, ବଳଭଦ୍ର, ଶୁଭଦ୍ରା ଓ ସୁଦର୍ଶନଙ୍କ ମହାସ୍ନାନ ଅନୁଷ୍ଠିତ ହୋଇଥିଲା । ଆଜି ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ଶ୍ରୀ ଜୀଉମାନେ ସ୍ନାନ କରିବା ସହ ଅଗଣିତ ଶ୍ରଦ୍ଧାଳୁଙ୍କୁ ଦୁର୍ଲଭ ଗଜବେଶରେ ଦର୍ଶନ ଦେଇଛନ୍ତି । ଶ୍ରୀମନ୍ଦିର ସ୍ନାନବେଦୀର ଚତୁର୍ଦ୍ଧାମୂର୍ତ୍ତି ଏହି ଦେବଦୁର୍ଲଭ ଦର୍ଶନ ନିମନ୍ତେ…

Read More

ଓଡ଼ିଆ ସମାଜ ଆବୁଧାବି ତରଫରୁ ଉତ୍କଳ ଦିବସ ପାଳନ

ଓଡ଼ିଆ ସମାଜ ଆବୁଧାବି ତରଫରୁ ଉତ୍କଳ ଦିବସ ପାଳନ ଆବୁଧାବି (ଏଜେନ୍ସି): ଓଡ଼ିଆ ସମାଜ ଆବୁଧାବି (ଓସା) ତରଫରୁ ଆନନ୍ଦ, ଉଲ୍ଲାସ ଓ ଉତ୍କଣ୍ଠା ମଧ୍ୟରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଉତ୍କର୍ଷ-୨୦୨୨ ଶୀର୍ଷକ ‘ଓସା’ର ଏହି ବାର୍ଷିକ ଉତ୍ସବ ସୁବିସ୍ତିର୍ଣ୍ଣ ଆରବ ସାଗରର ସମ୍ମୁଖସ୍ଥ ସୁନ୍ଦର, ସୁରମ୍ୟ ଓ ସୁଶୋଭିତ ଆବୁଧାବି ଥିଏଟର ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଦୀର୍ଘ ପ୍ରତିକ୍ଷିତ ଓ ବହୁଚର୍ଚ୍ଚିତ ମହାସମାରୋହକୁ କେନ୍ଦ୍ର କରି ସମଗ୍ର ଥିଏଟର ପରିସର…

Read More

ସଙ୍କଟରେ ବନ୍ୟଜନ୍ତୁ: ବିଭାଗୀୟ ଅଧିକାରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବ କେବେ ? ଶେଷରେ ଆଖିବୁଜିଲା ଗୁଳିବିଦ୍ଧ ଗଜରାଜ, ଗାଁରୁ ଉଦ୍ଧାର ହେଲା ଆହତ ସମ୍ବର

ସଙ୍କଟରେ ବନ୍ୟଜନ୍ତୁ: ବିଭାଗୀୟ ଅଧିକାରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବ କେବେ ? ଶେଷରେ ଆଖିବୁଜିଲା ଗୁଳିବିଦ୍ଧ ଗଜରାଜ, ଗାଁରୁ ଉଦ୍ଧାର ହେଲା ଆହତ ସମ୍ବର ନରସିଂହପୁର(ଏନ୍‌.ଏମ୍‌.): କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ ଦୀର୍ଘଦୀନ ଧରି ଗୁଳିବିଦ୍ଧ ଅବସ୍ଥାରେ ଯନ୍ତ୍ରଣା ଭୋଗୁଥିବା ଗଜରାଜ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଥିବା ଜଣାପଡ଼ିଛି । ଦୀର୍ଘ ଆଠ ଦିନର ସଂଘର୍ଷ ପରେ ଶେଷରେ ଗୁଳିବିଦ୍ଧ ଦନ୍ତାହାତୀଟି ମୃତ୍ୟୁବରଣ କରିଛି । ନରସିଂହପୁର ପଶ୍ଚିମ ବନବିଭାଗ ଜୟପୁର ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଏହି…

Read More