ବଡ଼ମ୍ବାରେ ଓବିସି ଜାତିବର୍ଗ ସମ୍ମିଳନୀ

ବଡ଼ମ୍ବାରେ ଓବିସି ଜାତିବର୍ଗ ସମ୍ମିଳନୀ ବଡ଼ମ୍ବା(ଏନ୍‌.ଏମ୍‌.): କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଅନ୍ତର୍ଗତ ମାଳତୀଠାରେ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ଓବିସି ଜାତିବର୍ଗ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଜେପି ଓବିସି ମୋର୍ଚ୍ଚାର ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ବିଜୟ କୁମାର ଦଳବେହେରା କାର୍ଯ୍ୟକ୍ରମକୁ…

Read More

ଏଯାଏ ସୁରଧୁରିଲାନି ଡେପୁଟ୍ଟି ମେୟରଙ୍କ ୱାର୍ଡ: ଆବର୍ଜନା ବୋହିବାକୁ ଭଙ୍ଗା ଅଳିଆ ବୁହା ଗାଡି

ଏଯାଏ ସୁରଧୁରିଲାନି ଡେପୁଟ୍ଟି ମେୟରଙ୍କ ୱାର୍ଡ: ଆବର୍ଜନା ବୋହିବାକୁ ଭଙ୍ଗା ଅଳିଆ ବୁହା ଗାଡି ଜଗତପୁର (ଏନ୍‌.ଏମ୍‌.): ଯେତେ ଯାହା କଲେ ମଧ୍ୟ ଜଗତପୁରପ୍ରତି ସିଏମସିର ବୈମାତୃକ ମନୋଭାବ ହ୍ରାସ ପାଇ ନାହିଁ । ବର୍ଷ ବର୍ଷ ଧରି ସିଏମସିର ୪୮ ଓ ୪୯ ନମ୍ବର ୱାର୍ଡ଼ରେ ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ସିଏମସି କର୍ତ୍ତୃପକ୍ଷ କୁଣ୍ଠାବୋଧ କରିଆସିଛନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ତେବେ ଚଳିତ ପୌର ନିର୍ବାଚନରେ ଜଗତପୁର ଅଞ୍ଚଳ ଡେପୁଟ୍ଟିମେୟରଙ୍କୁ ପାଇଥିଲେ…

Read More

ଓଡ଼ିଆ ପୁଅର କୃତିତ୍ୱ: ଆଫ୍ରିକାର କିଲିମାଞ୍ଜାର ପର୍ବତ ଶୃଙ୍ଗରେ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଫଟୋଚିତ୍ର ପ୍ରଦର୍ଶନ କଲେ ଚିନ୍ମୟ

ଓଡ଼ିଆ ପୁଅର କୃତିତ୍ୱ: ଆଫ୍ରିକାର କିଲିମାଞ୍ଜାର ପର୍ବତ ଶୃଙ୍ଗରେ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଫଟୋଚିତ୍ର ପ୍ରଦର୍ଶନ କଲେ ଚିନ୍ମୟ କୋଣାର୍କ/ପୁରୀ(ଏନ୍‌.ଏମ୍‌.): ସାରା ବିଶ୍ୱରେ ଏବେ ନିଜର ପରିଚୟ ସୃଷ୍ଟିକରିବାରେ ଲାଗିଛି ଓଡ଼ିଆ ପୁଅ । ବିଦେଶରେ ବାଣିଜ୍ୟ କାରବାର କ୍ଷେତ୍ରରେ ନୌବାଣିଜ୍ୟକୁ ନେଇ ଏହି ଓଡ଼ିଆ ବିଶ୍ୱ ଦରବାରରେ ନିଜର ପରିଚୟ ସୃଷ୍ଟି କରି ଏକ ସ୍ୱତନ୍ତ୍ର ଇତିହାସ ରଚିଥିବାବେଳେ ଏବେ ଗୋଟିଏ ପରେ ଗୋଟିଏ ଓଡ଼ିଆ ପୁଅ ନିଜର ସ୍ଥିତିକୁ ଜାହିର କରିଛି ସାରା ବିଶ୍ୱରେ…

Read More

ସିଏମସି ୪୦ ନମ୍ବର ୱାର୍ଡ଼ରେ ମିଶନଶକ୍ତି ଗୃହ ଉଦ୍‌ଘାଟନ

ସିଏମସି ୪୦ ନମ୍ବର ୱାର୍ଡ଼ରେ ମିଶନଶକ୍ତି ଗୃହ ଉଦ୍‌ଘାଟନ କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଅନ୍ତର୍ଗତ ୪୦ନମ୍ବର ୱାର୍ଡ଼ ଯୋବ୍ରା ମାଟିଆମଙ୍ଗଳା ଛକ ନିକଟରେ ସିଏମସି ପକ୍ଷରୁ ନିର୍ମାଣ କରାଯାଇଥିବା ମିଶନ ଶକ୍ତି ଗୃହର ଶୁଭ ଉଦ୍‌ଘାଟନ ଅନୁଷ୍ଠିତ ହୋଇଯାଇଛି । ସିଏମସି ମେୟର ସୁବାସ ସିଂହଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ୪୦…

Read More

ବାରବାଟୀରେ ଟି-୨୦ ମହାସମର : ଟିକେଟ୍ ପାଇଁ ରାତିରୁ ଲାଗିଛି ଦର୍ଶକଙ୍କ ଲମ୍ବା ଲାଇନ

ବାରବାଟୀରେ ଟି-୨୦ ମହାସମର : ଟିକେଟ୍ ପାଇଁ ରାତିରୁ ଲାଗିଛି ଦର୍ଶକଙ୍କ ଲମ୍ବା ଲାଇନ କଟକ(ଏନ୍‌.ଏମ୍‌.): ବାରବାଟୀରେ ଟି-୨୦ ମ୍ୟାଚ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଆଉ ଦିନକ ପରେ ଆସି ପହଞ୍ôଚବେ ଖେଳାଳୀ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ କ୍ରିକେଟ ମହାସମର । ତେବେ ଦୀର୍ଘ ବର୍ଷର ବ୍ୟବଧାନ ପରେ ବାରବାଟୀ ଷ୍ଟାଡ଼ିୟମରେ ଏକ ଆନ୍ତର୍ଜାତୀୟ ମ୍ୟାଚ ଖେଳାଯିବା ନେଇ କେବଳ କଟକିଆ କାହିଁକି ସାରା ଓଡ଼ିଶାର…

Read More