ଆଇଏମ୍‌ଆଇ ଭୁବନେଶ୍ୱରର ୯ତମ ଦୀକ୍ଷାନ୍ତ ସମାରୋହ

ଆଇଏମ୍‌ଆଇ ଭୁବନେଶ୍ୱରର ୯ତମ ଦୀକ୍ଷାନ୍ତ ସମାରୋହ ଭୁବନେଶ୍ୱର(ଏନ.ଏମ) : ଭୁବନେଶ୍ୱର ସ୍ଥିତ ଇଣ୍ଟରନ୍ୟାସନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ (ଆଇଏମ୍‌ଆଇ) ପକ୍ଷରୁ ଏହାର ୯ତମ ଦରକ୍ଷାନ୍ତ ସମାରୋହ ପାଳିତ ହୋଇଯାଇଛି । ଏହି ଅବସରରେ ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମାଟୋ ପିଜିଡିଏମ୍ ୨୦୧୯-୨୧ ଏବଂ ପିଜିଡିଏମ୍ ୨୦୧୮-୨୧ ବ୍ୟାଚ ସ୍ନାତକୋତ୍ତର ଛାତ୍ରମାନଙ୍କୁ ନେଷ୍ଟଲେ ଇଣ୍ଡିଆ ଲିମିଟେଡ୍‌ର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ମୁଖ୍ୟ ଅତିଥି ଭାବରେ ସମାରୋହରେ ଯୋଗଦେଇ ପ୍ରଦାନ କରିଥିଲେ । ଭି.ସି. ଅଗ୍ରୱାଲ, ସଭାପତି- କର୍ପୋରେଟ ଏଚ୍‌ଆର୍ ଏବଂ…

Read More

ଡେପୁଟି ମେୟର ଦମୟନ୍ତୀ ମାଝିଙ୍କ ଉଦ୍ୟମରେ ଜଗତପୁର ୪୮ନମ୍ବର ୱାର୍ଡ ଆଇ.ବି ରୋଡରେ ମୋ ବସ ସେବାର ଶୁଭାରମ୍ଭ

ଡେପୁଟି ମେୟର ଦମୟନ୍ତୀ ମାଝିଙ୍କ ଉଦ୍ୟମରେ ଜଗତପୁର ୪୮ନମ୍ବର ୱାର୍ଡ ଆଇ.ବି ରୋଡରେ ମୋ ବସ ସେବାର ଶୁଭାରମ୍ଭ ଜଗତପୁର(ଏନ୍‍.ଏମ୍‍.): କଟକ ମହାନଗର ନିଗମ ଅନ୍ତର୍ଗତ ଜଗତପୁର ୪୮ନମ୍ବର ୱାର୍ଡ ଆଇ.ବି. ରୋଡରେ ଡେପୁଟି ମେୟର ଦମୟନ୍ତୀ ମାଝିଙ୍କ ଉଦ୍ୟମକ୍ରମେ ମୋ ବସ ସେବା ଆଜି ଠାରୁ ଆରମ୍ଭ ହୋଇଛି । ଏହି ସେବା ବିଜୁ ପଟ୍ଟନାୟକ ପାର୍କ ରୁଟ ନମ୍ବର ୮୦ରେ ଗମନାଗମନ କରିବ । ସ୍ଥାନୀୟ ସିଡିଏ ସେକ୍ଟର-୯ ଦେଇ ଉଚ୍ଚ ନ୍ୟାୟାଳୟ, ବାଦମବାଡି,…

Read More

ଚାଷୀଙ୍କୁ ସରକାରୀ ଯୋଜନା ଅପହଞ୍ଚ: ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଦାବିପତ୍ର ପ୍ରଦାନ

ଚାଷୀଙ୍କୁ ସରକାରୀ ଯୋଜନା ଅପହଞ୍ଚ: ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଦାବିପତ୍ର ପ୍ରଦାନ ଆଠଗଡ଼(ଏନ୍‍.ଏମ୍‍.): ସରକାର ଚାଷୀଙ୍କ ପାଇଁ ଅନେକ ଯୋଜନା କରୁଥିଲେ ମଧ୍ୟ ସେ ସବୁ ବାଟମାରଣା ହୋଇଯାଉଛି । ଫଳରେ ସରକାରୀ ଯୋଜନା ଚାଷୀଙ୍କ ପାଇଁ ଅପହଞ୍ଚ ହୋଇ ପଡ଼ୁଛି । ତେବେ ଏହାର ପ୍ରତିବାଦରେ ଆଜି ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ସରକାର କୃଷି ଓ କୃଷକର…

Read More