ପୂର୍ବତଟ ରେଳପଥ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ

ପୂର୍ବତଟ ରେଳପଥ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ ଭୁବନେଶ୍ୱର (ଏନ୍‌.ଏମ୍‌.): ପୂର୍ବତଟ ରେଳପଥ ପକ୍ଷରୁ ଆଜି ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି । ସୁସ୍ଥ ପରିବେଶ ଗଠନ ଓ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ରେଳକର୍ମଚାରୀମାନେ ସେମାନଙ୍କ ତରଫରୁ ନିଜେ ସହଜସାଧ୍ୟ ଉଦ୍ୟମ ଦ୍ୱାରା କାର୍ଯ୍ୟ କରିବାକୁ କାର୍ଯ୍ୟକାରୀ ମହାପ୍ରବନ୍ଧକ ନିବେଦନ କରିଛନ୍ତି । ଏହି ଅବସରରେ ରେଳପଥ କର୍ମଚାରୀ ଓ ଅଧିକାରୀମାନଙ୍କ ଦ୍ୱାରା ବ୍ୟାପକ ବୃକ୍ଷ ରୋପଣ କରାଯାଇଥିଲା । ଏଥି ସହିତ…

Read More

କୁହୁଳୁଛି ଅସନ୍ତୋଷ: ନିମପୁର ଅଞ୍ଚଳପ୍ରତି ପ୍ରଶାସନ ଦୃଷ୍ଟି ପଡିବ କେବେ?, ଡ୍ରେନ, ଶୌଚାଳୟ ଓ ଆଲୋକୀକରଣ ପାଇଁ ଗ୍ରାମବାସୀଙ୍କ ଦାବି

କୁହୁଳୁଛି ଅସନ୍ତୋଷ: ନିମପୁର ଅଞ୍ଚଳପ୍ରତି ପ୍ରଶାସନ ଦୃଷ୍ଟି ପଡିବ କେବେ? ଡ୍ରେନ, ଶୌଚାଳୟ ଓ ଆଲୋକୀକରଣ ପାଇଁ ଗ୍ରାମବାସୀଙ୍କ ଦାବି ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଅନ୍ତର୍ଗତ ଜଗତପୁର ୪୮ ନମ୍ବର ୱାର୍ଡ ପ୍ରଶାସନିକ ଅବହେଳା ଅଞ୍ଚଳବାସୀଙ୍କୁ ଅତିଷ୍ଠ କରି ପକାଇଛି । ଏହି ଅଞ୍ଚଳ ପ୍ରତି ସରକାର ଓ ପ୍ରଶାସନର କେବେ ଦୃଷ୍ଟି ପଡ଼ିବ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏହି ଅଞ୍ଚଳଟି ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡି ରହିଛି ।…

Read More

ଖଣ୍ଡପଡ଼ାରେ ୫-ଟି ରୁପାନ୍ତରୀକରଣ ଯୋଜନା ଦିଗହରା: ବିଦ୍ୟାଳୟରେ ନିମ୍ନମାନର କାର୍ଯ୍ୟକୁ ନେଇ ଅସନ୍ତୋଷ

ଖଣ୍ଡପଡ଼ାରେ ୫-ଟି ରୁପାନ୍ତରୀକରଣ ଯୋଜନା ଦିଗହରା: ବିଦ୍ୟାଳୟରେ ନିମ୍ନମାନର କାର୍ଯ୍ୟକୁ ନେଇ ଅସନ୍ତୋଷ ଖଣ୍ଡପଡା(ଏନ୍‌.ଏମ୍‌.): ରାଜ୍ୟ ସରକାର ୫-ଟି ରୁପାନ୍ତରୀକରଣ ଯୋଜନାରେ ପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକର ଭିତ୍ତିଭୂମି ବିକାଶ ଲାଗି ୬୦ରୁ ୬୫ ଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି । ମାତ୍ର ଖଣ୍ଡପଡା ବ୍ଳକ ପ୍ରଶାସନର ଉଦାସୀନତାର ସୁଯୋଗ ନେଇ ଅନଭିଜ୍ଞ ଠିକାଦାର, ରାଜନୈତିକ ବ୍ୟକ୍ତି ବିଶେଷ ସରକାରୀ ନୀତି ନିୟମକୁ ଉଲଘଂନ କରି ମନଇଚ୍ଛା ବିଦ୍ୟାଳୟର ଉନ୍ନୟନମୂଳକ କାର୍ଯ୍ୟରେ ହସ୍ତକ୍ଷେପ କରି ନିମ୍ନମାନର କାର୍ଯ୍ୟ…

Read More

ବିିଶ୍ୱ ପରିବେଶ ଦିବସ ନେଇ ସଚେତନତା ଶୋଭାଯାତ୍ରା

ବିିଶ୍ୱ ପରିବେଶ ଦିବସ ନେଇ ସଚେତନତା ଶୋଭାଯାତ୍ରା ଖଣ୍ଡପଡା (ଏନ.ଏମ): ବିଶ୍ୱ ପରିବେଶ ଦିବସ ପାଳନ ପରିପ୍ରେକ୍ଷୀରେ ଖଣ୍ଡପଡା ବନବିଭାଗ ପକ୍ଷରୁ ଏକ ସଚେତନତା ଶୋଭଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି । ଖଣ୍ଡପଡା ବନାଚଂଳ ଅଧିକାରୀ ଶରତ ଚନ୍ଦ୍ର ଶତପଥୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ହାତରେ ପ୍ଳାକାର୍ଡ ଧରି ପରିବେଶ ସୁରକ୍ଷା ଜୀବନ ରକ୍ଷା ସଂପର୍କୀତ ବାର୍ତା ଦେଇ ଖଣ୍ଡପଡା ସହର ପରିକ୍ରମା କରିଥିଲେ । ପ୍ରତ୍ୟେକ ବ୍ୟକ୍ତି ଘରବାରିରେ ବୃକ୍ଷ ରୋପଣ…

Read More

ଆବାସ ଯୋଜନାରେ ଦୁର୍ନୀତି: ବିଜେପି ପକ୍ଷରୁ ଦାବିପତ୍ର ପ୍ରଦାନ

ଆବାସ ଯୋଜନାରେ ଦୁର୍ନୀତି: ବିଜେପି ପକ୍ଷରୁ ଦାବିପତ୍ର ପ୍ରଦାନ ଆଠଗଡ(ଏନ୍‌.ଏମ୍‌.): ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାଦୁର୍ନୀତି କୁ ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗତ ୧୦ ଦିନ ତଳେ ୪୨୩ ଜଣ ହିତାଧିକାରୀଙ୍କୁ ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆବାସ ଯୋଜନାର କାର୍ଯ୍ୟାଦେଶ…

Read More

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳ, ପଦ ଓ ଗୋପନୀୟତାର ଶପଥ ନେଲେ ୨୧ ମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳ, ପଦ ଓ ଗୋପନୀୟତାର ଶପଥ ନେଲେ ୨୧ ମନ୍ତ୍ରୀ ଭୁବନେଶ୍ୱର (ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ସମସ୍ତ ମନ୍ତ୍ରୀମଣ୍ଡଳକୁ ପରିବର୍ତ୍ତନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗତ ଶନିବାର ନିଜ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଠନ କରିଛନ୍ତି ନୂଆ ମନ୍ତ୍ରିମଣ୍ଡଳ । ଆଜି ମୋଟ ୨୧ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ସେମାନଙ୍କ ମଧ୍ୟରେ…

Read More