ଜଗତପୁରରେ କୃଷ୍ଣେଶ୍ୱର ମହାଦେବଙ୍କ ବିବାହ ଉତ୍ସବ ଶୀତଳ ଷଷ୍ଠୀ ଓ ନଗର ପରିକ୍ରମା

ଜଗତପୁରରେ କୃଷ୍ଣେଶ୍ୱର ମହାଦେବଙ୍କ ବିବାହ ଉତ୍ସବ ଶୀତଳ ଷଷ୍ଠୀ ଓ ନଗର ପରିକ୍ରମା ଜଗତପୁର(ଏନ୍‌.ଏମ୍‌): ନିମପୁର କୃଷ୍ନେଶ୍ୱର ମହାଦେବଙ୍କ ବିବାହ ଉତ୍ସବ ବହୁ ଆଡମ୍ବରରେ ଶୀତଳ ଷଷ୍ଠୀରେ ପାଳିତ ହୋଇଯାଇଛିା ଏହି ଉତ୍ସବକୁ ଶ୍ରୀ ଶ୍ରୀ କୃଷ୍ଣେଶ୍ୱର ମନ୍ଦିର ଉନ୍ନୟନ କମିଟିର କର୍ମକର୍ତ୍ତା ମାନେ ପ୍ରଭୁଙ୍କର ମେ ୩ ତାରିଖ ଶୁକ୍ରବାର ସଂନ୍ଧ୍ୟା ସମୟରେ ରୀତିନୀତି ଅନୁସାରେ ବରଧରା ଉତ୍ସବରେ କନ୍ୟା ପକ୍ଷ ଯୁଗଳ ପଣ୍ଡା ସଂନ୍ଧ୍ୟା ସମୟରେ ବର ପକ୍ଷ ଘର ଜଗତପୁର ବ୍ରଜ କିଶୋର…

Read More

ଶୋଚନୀୟ ଅଣ୍ଡରପାସ ନେଇ ସିଏମସି କମିଶନରଙ୍କୁ ସ୍ମାରକପତ୍ର

ଶୋଚନୀୟ ଅଣ୍ଡରପାସ ନେଇ ସିଏମସି କମିଶନରଙ୍କୁ ସ୍ମାରକପତ୍ର କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମର ୫୬,୫୭ ଓ ୫୮ ନମ୍ବର ୱାର୍ଡ଼ ଦେଇ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥ ତଳେ କରାଯାଇଥିବା ଅଣ୍ଡର ପାସରେ ଅସରାଏ ବର୍ଷା ହେଲେ ଅବସ୍ଥା ଶୋଚନୀୟ ହୋଇ ପଡ଼ୁଥିବା ଅଭିଯୋଗ ହୋଇଛି । ଏ ନେଇ ଆଜି ଆମ୍ବେଦର ସ୍ମୃତିପରିଷଦ ପକ୍ଷରୁ ସିଏମସି କମିଶନରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁଯାୟୀ ଗ୍ରୀଷ୍ମ ଋତୁର ଅଦିନିଆ ବର୍ଷାରେ ବାଲିକୁଦାସ୍ଥିତ ଅଣ୍ଡରପାସ…

Read More

ଶିଶୁ ଶ୍ରମିକ ନିୟୋଜନ ଏକ ଦଣ୍ଡନୀୟ ଅପରାଧ: ଜିଲ୍ଲାପାଳ

ଶିଶୁ ଶ୍ରମିକ ନିୟୋଜନ ଏକ ଦଣ୍ଡନୀୟ ଅପରାଧ: ଜିଲ୍ଲାପାଳ କଟକ(ଏନ୍‌.ଏମ୍‌.): ଶିଶୁ ଶ୍ରମିକ ନିୟୋଜନ ଏକ ଦଣ୍ଡନୀୟ ଅପରାଧ ବୋଲି ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ପ୍ରକାଶ କରିଛନ୍ତି । ୧୪ ବର୍ଷରୁ କମ ବୟସର ପିଲାଙ୍କୁ କାର୍ଯ୍ୟରେ ନିୟୋଜିତ କରିବା କିମ୍ବା ୧୫ବର୍ଷରୁ ୧୮ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦ ସଂଙ୍କୁଳ ବୃତ୍ତି ବା ପ୍ରକ୍ରିୟାରେ ନିୟୋଜନ ଏକ ଦଣ୍ଡନୀୟ ଅପରାଧ ଭାବେ ପରିଗଣିତ ବୋଲି ଜିଲ୍ଲା ଶ୍ରମ ଓ କର୍ମଚାରୀ ବୀମା କାର୍ଯ୍ୟାଳୟ ଆନୁକୁଲ୍ୟରେ ଏକ ସଚେତନତା…

Read More