ଜଗତପୁର ଅଞ୍ଚଳରେ ଘନଘନ ଗାଇ ଚୋରି ଅଭିଯୋଗ: ରାତିରେ ପାଟ୍ରୋଲିଙ୍ଗ କଡାକଡି କରିବା ପାଇଁ ଦାବି
ଜଗତପୁର ଅଞ୍ଚଳରେ ଘନଘନ ଗାଇ ଚୋରି ଅଭିଯୋଗ: ରାତିରେ ପାଟ୍ରୋଲିଙ୍ଗ କଡାକଡି କରିବା ପାଇଁ ଦାବି ଜଗତପୁର (ଏନ୍.ଏମ୍.): କଟକ କମିଶନରେଟ ପୁଲିସ ଅନ୍ତର୍ଗତ ଜଗତପୁର ଥାନା ଅଞ୍ଚଳରେ ବଢ଼ୁଛି ଘନଘନ ଗାଇଚୋରି ଅଭିଯୋଗ । ରାତିରେ ଗାଇ ଲୁଟେରାମାନେ ଗାଡ଼ି ଲଗାଇ ବାହାରେ ବୁଲୁଥିବା ଗାଇଗୋରୁମାନଙ୍କୁ ଉଠାଇ ନେଉଥିବାର ଦୃଶ୍ୟ ମଧ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି । ଗତ ମେ ମାସରେ ପ୍ରାୟ ୨୫ରୁ ଉର୍ଦ୍ଧ୍ୱ ଗାଇଗୋରୁମାନଙ୍କୁ ଲୁଟେରାମାନେ ରାତି ଏକ ଟାଟା ଏସିରେ…
