ସିଏମସିର ଅପାରଗତା: ଜଗତପୁର ୪୮ନମ୍ବର ୱାର୍ଡରେ ଡ୍ରେନେଜ ବ୍ୟବସ୍ଥା ବନ୍ଦ

ସିଏମସିର ଅପାରଗତା: ଜଗତପୁର ୪୮ନମ୍ବର ୱାର୍ଡରେ ଡ୍ରେନେଜ ବ୍ୟବସ୍ଥା ବନ୍ଦ ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଅନ୍ତର୍ଗତ ୪୮ନମ୍ବର ୱାର୍ଡ଼ ଜଗତପୁର ଅଞ୍ଚଳରେ ଡ୍ରେନେଜ ସମସ୍ୟା ଯୋଗୁଁ ଅଞ୍ଚଳବାସୀ ନାହିଁ ନଥିବା ହଇରାଣ ହେଉଛନ୍ତି । ଏହି ଅଞ୍ଚଳରେ ନାଳନଦ୍ଦର୍ମା ଅବସ୍ଥା ବେହାଲ ହୋଇପଡ଼ିଥିବାବେଳେ ଏହାକୁ ମରାମତି କିମ୍ବା ପୁନରୁଦ୍ଧାର କରାଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ତେଜିବାରେ ଲାଗିଛି । ସମ୍ପ୍ରତି ସରକାର କଟକ ସହରକୁ ରାଜ୍ୟର ଏକନମ୍ବର କରିବା ପାଇଁ ବହୁ ପ୍ରକଳ୍ପ ମାନ ହାତକୁ…

Read More

ବୈକୁଣ୍ଠ ବିହାର ମୁଖ୍ୟ ରାସ୍ତାରେ ମୁକୁଳା ଟ୍ରାନ୍ସଫର୍ମର : ପଦାରେ ପଡିଲା ଟିପିସିଓଡିଏଲର ପାରିବା ପଣିଆ

ବୈକୁଣ୍ଠ ବିହାର ମୁଖ୍ୟ ରାସ୍ତାରେ ମୁକୁଳା ଟ୍ରାନ୍ସଫର୍ମର : ପଦାରେ ପଡିଲା ଟିପିସିଓଡିଏଲର ପାରିବା ପଣିଆ ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଦ୍ୟୁତ ଟ୍ରାନ୍ସଫର୍ମର ଗୁଡିକୁ ଆବଦ୍ଧ କରାଯାଇଥିବାବେଳେ ଆଉ କେତେକ ସ୍ଥାନରେ ବିପଦସଙ୍କୁଳ ଭାବେ ମୁକୁଳା ହୋଇପଡିଥିବା ଦେଖାଯାଇଛି । ଏଥିପାଇଁ ବୁଲା ଗୋରୁଗାଇଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ପୂର୍ଣ୍ଣ ହୋଇପଡିଛି । ଏଭଳି ଏକ ଦୃଶ୍ୟ ସିଏମସି ୪୮ନମ୍ବର ୱାର୍ଡ ଜଗତପୁର ଅନ୍ତର୍ଗତ ବୈକୁଣ୍ଠ ବିହାର…

Read More

ସୁନା ଅଳଙ୍କାର ଲୁଟ୍ ଘଟଣାରେ ଘରୋଇ ମହିଳା କର୍ମୀ ଗିରଫ

ସୁନା ଅଳଙ୍କାର ଲୁଟ୍ ଘଟଣାରେ ଘରୋଇ ମହିଳା କର୍ମୀ ଗିରଫ ଜଗତପୁର(ଏନ୍‌.ଏମ୍‌.): ଘରକାମ କରିବା ପାଇଁ ରହି ମାଲିକଙ୍କ ବିଶ୍ୱାସ ଭାଜନ ହୋଇ ଘରୁ କଳାକନା ବୁଲାଇବା ଘଟଣାରେ ଆଜି ଜଣେ ଯୁବତୀଙ୍କୁ ପୁଲିସ ଗିରଫ କରିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତପୁର ଥାନା ଫକୀରପୁର ପଣ୍ଡାସାହି ଅଞ୍ଚଳରେ । ଘରୋଇ ମହିଳା କର୍ମୀ ଭାବେ ଦୀର୍ଘ ଦିନ ଧରି ଘରେ ରହି କାମ କରିବା ପରେ ସୁଯୋଗ ଦେଖି ସମସ୍ତ…

Read More

ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶ୍ରମିକ ଶୋଷଣ ବିରୁଦ୍ଧରେ ବିକ୍ଷୋଭ ଧାରଣା

ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶ୍ରମିକ ଶୋଷଣ ବିରୁଦ୍ଧରେ ବିକ୍ଷୋଭ ଧାରଣା କଟକ(ଏନ୍‌.ଏମ୍‌.): ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଶ୍ରମିକ ଶୋଷଣ ବିରୋଧରେ ଆଜି ଭାରତୀୟ ମଜଦୁର ସଂଘ ଆନୁକୂଲ୍ୟରେ ଏନଆରଆରଆଇ କଣ୍ଟ୍ରାକ୍ଟ େଽର ୟୁନିୟନର ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସ୍ଥାନୀୟ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଠିକା ଶ୍ରମିକ ଶୋଷଣ ଦିନକୁ ଦିନ ବଢ଼ି ଚାଲିଛି । ଏସିଆ ମହାଦେଶର ସର୍ବବୃହତ୍ତ ଜାତୀୟ ଧାନ ଗବେଷଣା କେନ୍ଦ୍ରଟି ୪୫୦ ଏକର ଜମିରେ…

Read More

କଟକ ସଦର ଥାନା ଅଧିକାରୀଙ୍କ ବିରୋଧରେ ଡିସିପିଙ୍କୁ ଅଭିଯୋଗ କଲେ ବରିଷ୍ଠ ମହିଳା ନାଗରିକ

କଟକ ସଦର ଥାନା ଅଧିକାରୀଙ୍କ ବିରୋଧରେ ଡିସିପିଙ୍କୁ ଅଭିଯୋଗ କଲେ ବରିଷ୍ଠ ମହିଳା ନାଗରିକ କଟକ(ଏନ୍‌.ଏମ୍‌.): ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟିକ ତଥା ଶୃଙ୍ଖଳାଗତ ସେବା ଯୋଗାଇଦେବା ନିମନ୍ତେ କମିଶନରେଟନ ପୁଲିସ ଅନେକ ପଦକ୍ଷେପ ନେଉଛି । ଯାହା ଫଳରେ ଜନସାଧାରଣଙ୍କ ଶ୍ରଦ୍ଧା ଓ ବିଶ୍ୱାସ ଭାଜନ ହେବାରେ ଲାଗିଛି । ଏଥି ସହିତ ବହୁ ସମସ୍ୟାର ସମାଧାନ ନିମନ୍ତେ କମିଶନରେଟ ପୁଲିସ ଅଣ୍ଟାଭିଡିଥିବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।…

Read More

ଜଗତପୁର ମାର୍କେଟ କମ୍ପେ୍ଲକ୍ସ ଅଞ୍ଚଳରେ ଚାଲିଛି ବେଆଇନ ତେଲ କାରବାର: ବିଦ୍ୟୁତ ବିଭାଗ ନାଁରେ ତେଲ ଚୋରି

ଜଗତପୁର ମାର୍କେଟ କମ୍ପେ୍ଲକ୍ସ ଅଞ୍ଚଳରେ ଚାଲିଛି ବେଆଇନ ତେଲ କାରବାର: ବିଦ୍ୟୁତ ବିଭାଗ ନାଁରେ ତେଲ ଚୋରି ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଗୋଲେଇଛକ ଠାରୁ କିଛି ଦୂରରେ ମହାନଦୀ କୂଳରେ ଥିବା ବିରାଟ ମାର୍କେଟ କମ୍ପେ୍ଲକ୍ସ ଏବେ ଅସାମାଜିକ ବ୍ୟକ୍ତିଙ୍କ ଭୂସ୍ୱର୍ଗ ପାଲଟି ଗଲାଣି । କେବେବେଳେ ମଦମାଫିଆତ ଆଉ କେତେବେଳେ ଧଳାଜହର କାରବାରର ପେଣ୍ଠସ୍ଥଳ ପାଲଟି ଥିବା ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ସେଠାରେ ଥିବା କବାଡ଼ି ଦୋକାନରେ ବେଆଇନ କାରବାର…

Read More

କଟକ ସଦର ଫକୀରପଡା ପଞ୍ଚାୟତରେ ବିଶ୍ୱଶାନ୍ତି ମହାଯଜ୍ଞ, ମେଳଣ ଯାତ୍ରା ଓ ଭଜନ ସନ୍ଧ୍ୟା

କଟକ ସଦର ଫକୀରପଡା ପଞ୍ଚାୟତରେ ବିଶ୍ୱଶାନ୍ତି ମହାଯଜ୍ଞ, ମେଳଣ ଯାତ୍ରା ଓ ଭଜନ ସନ୍ଧ୍ୟା କଟକ ସଦର(ଏନ୍‌.ଏମ୍‌.): କଟକ ସଦର ବ୍ଲକ ଫକୀରପଡା ପଞ୍ଚାୟତରେ ବିଶ୍ୱଶାନ୍ତି ମହାଯଜ୍ଞ, ମେଳଣ ଯାତ୍ରା ଓ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି । ବିଶ୍ୱ ଶାନ୍ତି ଯଜ୍ଞର ପ୍ରଥମ ଦିନ ୧୭ ତାରିଖରେ ଶୁଭ ଅଙ୍କୁରାରୋପଣ, ୧୮ ତାରିଖରେ କଳସ ଶୋଭାଯାତ୍ରା, ସୁର୍ଯ୍ୟ ପୂଜା, ଅଗ୍ନିସ୍ଥାପନ ଓ ସର୍ବ ଦେବାଦେବୀଙ୍କର ଯଜ୍ଞ ମଣ୍ଡପକୁ ଆବାହନ,୧୯ ତାରିଖରେ ଭଗବତଗୀତାରେ ଆହୁତି ପ୍ରଦାନ,…

Read More

ରବୀନ୍ଦ୍ର ମଣ୍ଡପ ପରିସରରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସପ୍ତମ ବାର୍ଷିକ ଶ୍ରାଦ୍ଧ ଉତ୍ସବ

ରବୀନ୍ଦ୍ର ମଣ୍ଡପ ପରିସରରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସପ୍ତମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଯାଜପୁର(ଏନ୍‌.ଏମ୍‌.): ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ସ୍ଥିତ ‘ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ସଂସଦ’ ଆନୁକୂଲ୍ୟରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ, ତଥା ବିଶିଷ୍ଟ ଜନନାୟକ ଓ ସାରସ୍ୱତ ସାଧକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସପ୍ତମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ରବୀନ୍ଦ୍ର ମଣ୍ଡପ ବାଲିଚନ୍ଦ୍ରପୁର ଠାରେ ଅନୁଷ୍ଠିତ ହୋଇ ଯାଇଛି । ସଂସଦର କାର୍ଯ୍ୟକାରୀ ସଭାପତି ସାମ୍ବାଦିକ ଭକ୍ତ ଚରଣ ସାହୁଙ୍କ…

Read More

ଜଗତପୁର ଟ୍ରକ ମାଲିକ ସଂଘ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ଜଗତପୁର ଟ୍ରକ ମାଲିକ ସଂଘ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଟ୍ରକ ମାଲିକ ସଂଘ ପକ୍ଷରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ଦିଲ୍ଲୀପ କୁମାର ଜେନାଙ୍କ ପୌରହିତ୍ୟରେ ଏହି ଶିବିରକୁ ୪୯ନଂ ୱାର୍ଡ କର୍ପୋରେଟର ତଥା କଟକ ମହାନଗର ଡେପୁଟି-ମେୟର ଦମୟନ୍ତୀ ମାଝି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଡ. ପ୍ରଭାତ…

Read More

ଏସସିବି ମେଡିକାଲ ଗାଡି ଚୋରି ଘଟଣାର ଖୋଲିଲା ଗୁମର, ରହିଥିଲା ସିକ୍ୟୁରିଟି ଗାର୍ଡ଼ର ହାତ

ଏସସିବି ମେଡିକାଲ ଗାଡି ଚୋରି ଘଟଣାର ଖୋଲିଲା ଗୁମର, ରହିଥିଲା ସିକ୍ୟୁରିଟି ଗାର୍ଡ଼ର ହାତ କଟକ(ଏନ୍‌.ଏମ୍‌.): ଏସସିବି ମେଡିକାଲ ପରିସରରେ ଗାଡି ଚୋରି ଘଟଣାରେ ପୁଲିସକୁ ବଡ ସଫଳତା ମିଳିଛି । ଏକ ଚୋରି ଗ୍ୟାଙ୍ଗର ୩ ଜଣଙ୍କୁ ମଙ୍ଗଳାବାଗ ଥାନା ପୋଲିସ ଧରିବାରେ ସଫଳ ହୋଇଛି । ଏପରିକି ଏହି ଚୋରି ଘଟଣା ପଛରେ ଜଣେ ସିକ୍ୟୁରିଟି ଗାର୍ଡ଼ର ହାତ ଥିବା ପୁଲିସ ଜାଣିବାକୁ ପାଇଛି । ଏମାନେ ହେଲେ ଭଦ୍ରକ ବଂଶଦା ଥାନା ଅଞ୍ଚଳର…

Read More

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ସଚିବଙ୍କ କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ସଚିବଙ୍କ କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ ‘୭ ଦିନ ମଧ୍ୟରେ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ଯୋଜନା ପ୍ରସ୍ତୁତ ହେବ’ କଟକ(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଜି ପ୍ରାତଃ ୫ ଘଟିକା ସମୟରେ ୫ଟି ସଚିବ ଭି.କେ ପଣ୍ଡିଆନ କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ କରି ଏହାର ଉନ୍ନତିକରଣ ଉପରେ ସମୀକ୍ଷା କରିଛନ୍ତି । ପରିଦର୍ଶନ ସମୟରେ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ମନ୍ଦିର ଦାୟିତ୍ୱରେ ଥିବା ଦେବୋତ୍ତର ଅଧିକାରୀ, ସେବାୟତ ଏବଂ ଟ୍ରଷ୍ଟିମାନେ…

Read More

ମାହାଙ୍ଗାରେ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା

ମାହାଙ୍ଗାରେ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା ମାହାଙ୍ଗା(ଏନ୍‌.ଏମ୍‌.): କଟକ ଜିଲ୍ଲା ମାହାଙ୍ଗା ବ୍ଲକ ହଳଦିଆ ପଞ୍ଚାୟତସ୍ଥିତ ଦୁର୍ଗାଚରଣ ନାୟକ ମେମୋରିଆଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଆୟୋଜିତ ହୋଇଯାଇଛି । ମାହାଙ୍ଗା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏହି ସ୍ୱାସ୍ଥ୍ୟ ମେଳାର ଅନୁଷ୍ଠିତ କରାଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ମାହାଙ୍ଗା ବିଧାୟକ ତଥା ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ନବୀନ ବାବୁଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଉପରେ ଆଲୋଚନା କରିବା…

Read More