ଇପିଏଫ୍ ପେନସନର୍ସ ସମନ୍ୱୟ ସମିତିର କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ବୈଠକ
ଇପିଏଫ୍ ପେନସନର୍ସ ସମନ୍ୱୟ ସମିତିର କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ବୈଠକ କଟକ(ଏନ୍.ଏମ୍.): ଇପିଏଫ ପେନସନର୍ସ ସମନ୍ୱୟ ସମିତିର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକ ମହାରାଷ୍ଟ୍ରର ପାଲଘର ଜିଲ୍ଲାସ୍ଥିତ କେଲବା ବିଚ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଇପିଏଫ୍ ପେନସନର୍ସ ମାନଙ୍କର ସର୍ବଭାରତୀୟ ସଙ୍ଗଠନ ଇପିଏସ୍-୯୫ ନ୍ୟାସନାଲ କୋଅର୍ଡିନେସନ କମିଟିର କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ବୈଠକରେ ଓଡ଼ିଶା ସମେତ ଦେଶର ୨୦ରୁ ଉର୍ଦ୍ଧ୍ୱ ରାଜ୍ୟରୁ ଶତାଧିକ ପ୍ରତିନିଧି ଯୋଗ ଦେଇଥିଲେ । ଓଡ଼ିଶାରୁ ସଙ୍ଗଠନର ସର୍ବଭାରତୀୟ ଉପସଭାପତି ତଥା ରାଜ୍ୟ…
