ପୁଣି ବେଡ଼ରୋଲ/ଲିନେନ ସେବା ଆରମ୍ଭ ; ଘୋଷଣାର ମାସକ ମଧ୍ୟରେ ପୂର୍ବତଟ ରେଳପଥ ୩୦ ଯୋଡ଼ା ଟ୍ରେନରେ ସେବା ପ୍ରଦାନ କରିଛି
ପୁଣି ବେଡ଼ରୋଲ/ଲିନେନ ସେବା ଆରମ୍ଭ ଘୋଷଣାର ମାସକ ମଧ୍ୟରେ ପୂର୍ବତଟ ରେଳପଥ ୩୦ ଯୋଡ଼ା ଟ୍ରେନରେ ସେବା ପ୍ରଦାନ କରିଛି ଭୁବନେଶ୍ୱର/ ଖୋର୍ଦ୍ଧା (ଏନ୍.ଏମ୍.): ବହୁ ଚାଲେଞ୍ଜକୁ ସମ୍ମୁଖୀନ ହୋଇ ସୁଦ୍ଧା ପୂର୍ବତନ ରେଳବାଇ ସେବା ପ୍ରଦାନ କ୍ଷେତ୍ରରେ ଯଥେଷ୍ଟ ଗୁରୁତ୍ୱ ଦେଇ ସଫଳତାର ସୋପାନରେ ରହିଛି । କରୋନା ସମୟରେ ସଂକ୍ରମଣ ଦୃଷ୍ଟିକୁ ରେଳବାଇ ଅନେକ ସେବାକୁ ବାତିଲ କରିଥିବାବେଳେ ଏବେ ଧିରେ ଧିରେ ସେବାଗୁଡ଼ିକୁ ଉପଲବ୍ଧ କରାଇ ଦେଶରେ ସ୍ୱତନ୍ତ୍ର ତଥା ଦକ୍ଷତାର ପରିଚୟ…
