ବିଜେପି ନେତା ବିଜୟ ଦଳ ବେହେରାଙ୍କୁ ଜାମିନ
ବିଜେପି ନେତା ବିଜୟ ଦଳ ବେହେରାଙ୍କୁ ଜାମିନ ଜେଲରୁ ଫେରିବାବେଳେ କ’ଣ କହୁଛନ୍ତି ବିଜୟ ଦଳବେହେରା… ଦେଖନ୍ତୁ ଭିଡିଓ… ବଡ଼ମ୍ବା(ଏନ୍.ଏମ୍.): ଦୀର୍ଘ ଦିନ ପ୍ରତୀକ୍ଷାର ଆଜି ଅନ୍ତ ଘଟିଛି । ବିଜେପି ନେତା ବିଜୟ ଦଳବେହେରା ଜାମିନ ପାଇବା ପରେ ଆଜି କାରାଗାରରୁ ମୁକ୍ତ ହୋଇଛନ୍ତି । ତେବେ ସେ ଜେଲରୁ ବାହାରିବା ପରେ ଶହ ଶହ ସମର୍ଥକ ଜେଲ ଫାଟକ ନିକଟରେ ଶ୍ରୀ ଦଳବେହେରାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହ ଶୋଭାଯାତ୍ରାରେ ଅଞ୍ଚଳ ପରିକ୍ରମା କରାଇଥିଲେ…
