ପବିତ୍ର ଇଦ ଉଲ ଫିତର ପରିପ୍ରେକ୍ଷୀରେ କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ବୈଠକ

ପବିତ୍ର ଇଦ ଉଲ ଫିତର ପରିପ୍ରେକ୍ଷୀରେ କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ବୈଠକ କଟକ(ଏନ୍‌.ଏମ୍‌.): ମୁସଲିମ ସମ୍ପ୍ରଦାୟର ପବିତ୍ର ଇଦଉଲ ଫିତର ପର୍ବ ପାଳନ ନେଇ କଟକ କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଲାଲବାଗ ଥାନା ଅନ୍ତର୍ଗତ ରୟାଲ ଗାର୍ଡେନ ଠାରେ ଆୟୋଜିତ ଏହି ବୈଠକରେ ଡିସିପି ପ୍ରତୀକ ସିଂହ ଅଧ୍ୟକ୍ଷତା କରିଥିଲେ । ଏଥିରେ ସହରର ସବୁ ମସଜିଦ କମିଟିର କର୍ମକର୍ତ୍ତା, ମୁସଲିମ ସାହି ବସ୍ତିର ମୁରବିମାନେ ଯୋଗ…

Read More

ଆଉ ନାହାନ୍ତି ପଦ୍ମଶ୍ରୀ ବୀଣାପାଣି ମହାନ୍ତି

ଆଉ ନାହାନ୍ତି ପଦ୍ମଶ୍ରୀ ବୀଣାପାଣି ମହାନ୍ତି କଟକ(ଏନ୍‌.ଏମ୍‌.): ଆରପାରିରେ ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତି । ତାଙ୍କର ଆଜି ରାତି ୯ଘଟିକା ସମୟରେ କଟକ ବାଦାମବାଡ଼ି ଗ୍ଲାସ ପ୍ୟାଲେସ ଲେନ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ପଦ୍ମଶ୍ରୀ ସହ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ସାହିତ୍ୟ ଏକାଡେମୀ ଓ ଶାରଳା ସମ୍ମାନରେ ସମ୍ମାନିତ ହୋଇଥିଲେ । ପାଟଦେଈ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ ପୁସ୍ତକ ଆନତ ରଚନା ଓଡ଼ିଆ ସାରସ୍ୱତ ଜଗତ…

Read More

ନିମପୁର ବସ୍ତିବାସିନ୍ଦାଙ୍କ ମୁଣ୍ଡରେ ଚଡ଼କ: ଶେଷ ପର୍ଯ୍ୟାୟରେ ରେଲୱେପ୍ରାଚେରୀ ନିର୍ମାଣ କାର୍ଯ୍ୟ

ନିମପୁର ବସ୍ତିବାସିନ୍ଦାଙ୍କ ମୁଣ୍ଡରେ ଚଡ଼କ: ଶେଷ ପର୍ଯ୍ୟାୟରେ ରେଲୱେପ୍ରାଚେରୀ ନିର୍ମାଣ କାର୍ଯ୍ୟ ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ୪୯ ନମ୍ବର ୱାର୍ଡ ଜଗତପୁର ଅଞ୍ଚଳରେ ରେଳବାଇ ଜମିରେ ପାଚେରୀ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ôଚଥିବାବେଳେ ଏବେ ବସ୍ତିବାସିନ୍ଦାଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ବସ୍ତିବାସିନ୍ଦାଙ୍କୁ ଥଇଥାନ ନକରି ରେଳବାଇ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଥିବାବେଳେ ଏବେ ବସ୍ତିବାସିନ୍ଦା କେଉଁଠି ରହିବେ ସେ ନେଇ ଚିନ୍ତା ବଢ଼ିଯାଇଛି । ସୂଚନା ଅନୁଯାୟୀ, ଜଗତପୁର ନିମପୁର ଠାରେ ରେଳବାଇର ପ୍ରାୟ…

Read More

ସିଏମସିର ଅପାରଗତା: ଜଗତପୁର ୪୮ନମ୍ବର ୱାର୍ଡରେ ଡ୍ରେନେଜ ବ୍ୟବସ୍ଥା ବନ୍ଦ

ସିଏମସିର ଅପାରଗତା: ଜଗତପୁର ୪୮ନମ୍ବର ୱାର୍ଡରେ ଡ୍ରେନେଜ ବ୍ୟବସ୍ଥା ବନ୍ଦ ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଅନ୍ତର୍ଗତ ୪୮ନମ୍ବର ୱାର୍ଡ଼ ଜଗତପୁର ଅଞ୍ଚଳରେ ଡ୍ରେନେଜ ସମସ୍ୟା ଯୋଗୁଁ ଅଞ୍ଚଳବାସୀ ନାହିଁ ନଥିବା ହଇରାଣ ହେଉଛନ୍ତି । ଏହି ଅଞ୍ଚଳରେ ନାଳନଦ୍ଦର୍ମା ଅବସ୍ଥା ବେହାଲ ହୋଇପଡ଼ିଥିବାବେଳେ ଏହାକୁ ମରାମତି କିମ୍ବା ପୁନରୁଦ୍ଧାର କରାଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ତେଜିବାରେ ଲାଗିଛି । ସମ୍ପ୍ରତି ସରକାର କଟକ ସହରକୁ ରାଜ୍ୟର ଏକନମ୍ବର କରିବା ପାଇଁ ବହୁ ପ୍ରକଳ୍ପ ମାନ ହାତକୁ…

Read More

ବୈକୁଣ୍ଠ ବିହାର ମୁଖ୍ୟ ରାସ୍ତାରେ ମୁକୁଳା ଟ୍ରାନ୍ସଫର୍ମର : ପଦାରେ ପଡିଲା ଟିପିସିଓଡିଏଲର ପାରିବା ପଣିଆ

ବୈକୁଣ୍ଠ ବିହାର ମୁଖ୍ୟ ରାସ୍ତାରେ ମୁକୁଳା ଟ୍ରାନ୍ସଫର୍ମର : ପଦାରେ ପଡିଲା ଟିପିସିଓଡିଏଲର ପାରିବା ପଣିଆ ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଦ୍ୟୁତ ଟ୍ରାନ୍ସଫର୍ମର ଗୁଡିକୁ ଆବଦ୍ଧ କରାଯାଇଥିବାବେଳେ ଆଉ କେତେକ ସ୍ଥାନରେ ବିପଦସଙ୍କୁଳ ଭାବେ ମୁକୁଳା ହୋଇପଡିଥିବା ଦେଖାଯାଇଛି । ଏଥିପାଇଁ ବୁଲା ଗୋରୁଗାଇଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ପୂର୍ଣ୍ଣ ହୋଇପଡିଛି । ଏଭଳି ଏକ ଦୃଶ୍ୟ ସିଏମସି ୪୮ନମ୍ବର ୱାର୍ଡ ଜଗତପୁର ଅନ୍ତର୍ଗତ ବୈକୁଣ୍ଠ ବିହାର…

Read More