ଜଗତପୁର ଟ୍ରକ ମାଲିକ ସଂଘ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର
ଜଗତପୁର ଟ୍ରକ ମାଲିକ ସଂଘ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଜଗତପୁର(ଏନ୍.ଏମ୍.): ଜଗତପୁର ଟ୍ରକ ମାଲିକ ସଂଘ ପକ୍ଷରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ଦିଲ୍ଲୀପ କୁମାର ଜେନାଙ୍କ ପୌରହିତ୍ୟରେ ଏହି ଶିବିରକୁ ୪୯ନଂ ୱାର୍ଡ କର୍ପୋରେଟର ତଥା କଟକ ମହାନଗର ଡେପୁଟି-ମେୟର ଦମୟନ୍ତୀ ମାଝି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଡ. ପ୍ରଭାତ…
