ଯୁବ ବ୍ୟବସାୟୀଙ୍କ ପରଲୋକ
ଯୁବ ବ୍ୟବସାୟୀଙ୍କ ପରଲୋକ କନ୍ଦରପୁର (ଏନ୍.ଏମ୍.): କଟକ ସଦର ବ୍ଲକ ଅନ୍ତର୍ଗତ ନିମେଇଶାପୁର ପଞ୍ଚାୟତର ନାହାଭଙ୍ଗା ଗ୍ରାମର ସ୍ୱର୍ଗତ ଇନ୍ଦ୍ରମଣି ବେହେରା ଓ ମାତା ବିଳାସ ମଞ୍ଜରୀ ବେହେରାଙ୍କ ପୁତ୍ର ତଥା ସଫଳତା ବ୍ୟବସାୟୀ ଶୁକଦେବ ବେହେରାଙ୍କ ସାନଭାଇ ବସନ୍ତ ବେହେରା (ଟୁଟୁ)ଙ୍କ ମାତ୍ର ୪୫ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ବିରିବାଟିସ୍ଥିତ ରତ୍ନାକର ବିଦ୍ୟାମନ୍ଦିରରୁ ସଫଳତାର ସହିତ ପାସ କଲାପରେ ସେ ବ୍ୟବସାୟରେ ମନୋନିବେଶ କରି ଏକ ସଫଳ ବ୍ୟବସାୟୀ ହେବା ସହିତ ଜନସେବାରେ…
