ଏସ୍ଟି କମିଶନରେ ଜିଲ୍ଲାପାଳ ହାଜର ହେବା ମାମଲା: ହାଇକୋର୍ଟଙ୍କ ରହିତାଦେଶ
ଏସ୍ଟି କମିଶନରେ ଜିଲ୍ଲାପାଳ ହାଜର ହେବା ମାମଲା: ହାଇକୋର୍ଟଙ୍କ ରହିତାଦେଶ କଟକ(ଏନ୍.ଏମ୍.): କେନ୍ଦୁଝର ଜିଲ୍ଲାପାଳଙ୍କୁ ଜାତୀୟ ଜନଜାତି କମିଶନଙ୍କ ନିକଟରେ ହାଜର ପାଇଁ ହୋଇଥିବା ନିର୍ଦ୍ଦେଶ ଉପରେ ଆଜି ମାନ୍ୟବର ହାଇକୋର୍ଟ ରହିତା ଦେଶ ଜାରି କରିଛନ୍ତି । ଜିଲ୍ଲାପାଳ ପ୍ରତିନିଧିଙ୍କ ଉପସ୍ଥିତିରେ କମିଶନ ମାମଲା ଶୁଣାଣି କରିପାରିବେ ବୋଲି ହାଇକୋର୍ଟ ଆଦେଶ ଦେବା ସହ ୬ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବବୋଲି ସମୟ ଧାର୍ଯ୍ୟ କରିଛନ୍ତି । ମାମଲାରୁ ବିବରଣୀରୁ ପ୍ରକାଶଯେ,ବିଭିନ୍ନ ସମସ୍ୟା…
