ଜଗତପୁରରେ ନାହିଁ ବସଷ୍ଟାଣ୍ଡ କି ଯାତ୍ରୀ ବିଶ୍ରାମାଗାର: ଅସହ୍ୟ ତାତିରେ ହନ୍ତସନ୍ତ ଲୋକେ
ଜଗତପୁରରେ ନାହିଁ ବସଷ୍ଟାଣ୍ଡ କି ଯାତ୍ରୀ ବିଶ୍ରାମାଗାର: ଅସହ୍ୟ ତାତିରେ ହନ୍ତସନ୍ତ ଲୋକେ ଜଗତପୁର(ଏନ୍.ଏମ୍.): ଗୋଟିଏ ପଟେ ଗମନାଗମର ସୁବିଧା ପାଇଁ ରାଜ୍ୟସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ବିଭିନ୍ନ ରୁଟରେ ମୋ ବସ ସେବା ଚଳାଇଥିବାବେଳେ ଯାତ୍ରୀ ମାନଙ୍କ ସୁବିଧା ପାଇଁ ଛକ ବଜାର ତଥା ବସ ରହଣୀ ନିମନ୍ତେ ବସଷ୍ଟପ ବ୍ୟବସ୍ଥା କରାଇଛନ୍ତି । ଯାତ୍ରୀମାନେ ଖରା, ବର୍ଷା, ଶୀତରୁ କିଭଳି ସୁରକ୍ଷିତ ଭାବେ ରହି ବସ ଆସିବା ପର୍ଯ୍ୟନ୍ତ ଅପେକ୍ଷା…
