ମହାନଦୀ ଟ୍ରାଜେଡି: ମହାନଦୀରେ ୩ ଦିନରେ ୩ ମୃତ ଦେହ ଉଦ୍ଧାର

ମହାନଦୀ ଟ୍ରାଜେଡି: ମହାନଦୀରେ ୩ ଦିନରେ ୩ ମୃତ ଦେହ ଉଦ୍ଧାର କଟକ (ଏନ୍‍.ଏମ୍‍.): ମହାନଦୀରେ ଭାସି ଯାଇଥିବା ୩ଜଣ ପିଲାଙ୍କ ମଧ୍ୟରୁ ୨ଜଣଙ୍କ ମୃତଦେହ ପୂର୍ବରୁ ମିଳିଥିବାବେଳେ ଆଜି ଆଉ ଜଣେ ପିଲାର ମୃତଦେହକୁ ଓଡ୍ରାଫ ଟିମ ଉଦ୍ଧାର କରିଛି । ତେବେ ମହାନଦୀର ବ୍ୟାରେଜ ପାର୍କ ନିକଟରେ ଗାଧୋଉଥିବାବେଳେ ୩ଜଣ ଯାକ ସାଙ୍ଗ ଭାସି ଯାଇଥିଲେ । ମାତ୍ର ଆଜି ସ୍ଥାନୀୟ ଶିଖରପୁରସ୍ଥିତ ଗୁରୁଦ୍ୱାର ପଛପଟ ମହାନଦୀରୁ ରାଜ ଓରଫ ମହମ୍ମଦ ସିଦ୍ଦିକ(୧୭)ଙ୍କ ମୃତ…

Read More

ଅର୍ଥାଭାବ ଯୋଗୁଁ ଅଧାପନ୍ତରିଆ ଅବସ୍ଥାରେ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର

ଅର୍ଥାଭାବ ଯୋଗୁଁ ଅଧାପନ୍ତରିଆ ଅବସ୍ଥାରେ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ଜଗତପୁର(ଏନ୍‌.ଏମ୍‌.): ଅର୍ଥାଭାବ ଯୋଗୁଁ ଅଧାପନ୍ତରିଆ ଭାବେ ପଡ଼ିରହିଛି ପ୍ରାଣୀଧନ ଚିକିତ୍ସା କେନ୍ଦ୍ର । କଟକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଜଗତପୁର ନିମପୁର ଠାରେ ୨୦୧୨ ମସିହାରେ ଏକ ପ୍ରାଣୀଧନ ଚିକିତ୍ସା କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏଥିପାଇଁ ୪ ଲକ୍ଷ ୨୫ ହଜାର ଟଙ୍କା ଅର୍ଥ ମଞ୍ଜୁର ହୋଇଥିଲା । ପରେ କଟକ ସଦର ବ୍ଲକକୁ ଏହାର ନିର୍ମାଣ କାର୍ଯ୍ୟ ଦାୟିତ୍ୱ…

Read More

ବଡ ଭାଇ ସମେତ ପୁରା ପରିବାରକୁ ହତ୍ୟାକରି ଥାନାରେ ଆତ୍ମ ସମର୍ପଣ କଲା ସାନଭାଇ

ବଡ ଭାଇ ସମେତ ପୁରା ପରିବାରକୁ ହତ୍ୟାକରି ଥାନାରେ ଆତ୍ମ ସମର୍ପଣ କଲା ସାନଭାଇ ମାହାଙ୍ଗା(ଏନ୍‌.ଏମ୍‌.): ସାନ ଭାଇ ବଡ଼ଭାଇ ସମେତ ତାଙ୍କର ସଂସାରକୁ ଶେଷ କରି ଦେଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୁଶପୁର ଅଞ୍ଚଳରେ । ତେବେ ହତ୍ୟା କରିବା ପରେ ଏଭଳି ବିଭତ୍ସକାଣ୍ଡ ଘଟଣା ବିଷୟରେ ହ୍ୱାଟ୍ସଆପରେ କିଛି ବ୍ୟକ୍ତିବିଶେଷଙ୍କୁ ସୂଚନା ଦେବା ସହ ଥାନାରେ ମଧ୍ୟ ଆତ୍ମ ସମର୍ପଣ କରିଛି ।…

Read More