ଜଗତପୁର ଗୋଲେଇ ଛକରେ ସିସି କ୍ୟାମେରାକୁ ନେଇ ପ୍ରଶ୍ନବାଚୀ

ଜଗତପୁର ଗୋଲେଇ ଛକରେ ସିସି କ୍ୟାମେରାକୁ ନେଇ ପ୍ରଶ୍ନବାଚୀ ଜଗତପୁର (ଏନ୍‌.ଏମ୍‌.): କମିଶନରେଟ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଅପରାଧ ନିୟନ୍ତ୍ରଣ କରିବା ନିମନ୍ତେ ସିସିଟିଭିର ସହାୟତା ନିିଆଯାଇଥାଏ । ଏଥି ପାଇଁ ସହର ସମେତ ଗୁରୁତ୍ୱପୂର୍ଣ୍ଣ ତଥା ଛକ ସ୍ଥାନମାନଙ୍କରେ ସିସିଟିଭି କ୍ୟାମେରା ଲଗାଯାଉଛି । ମାତ୍ର ଏହାର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ କିଛି ଦିନ ମଧ୍ୟରେ ଏହି ସିସିଟିଭ କ୍ୟାମେରାଗୁଡ଼ିକ ଅଚଳ ହୋଇପଡ଼ୁଥିବା ଦେଖିବାକୁ ମିଳିିଛି । ତେବେ କଟକ କମିଶନରେଟ ପୁଲିସ ଅଞ୍ଚଳରେ…

Read More