ହସ୍ତତନ୍ତ ପ୍ରଦର୍ଶନୀ ନାଁରେ ଅର୍ଥ ହରିଲୁଟ ପାଇଁ ମସୁଧା! ଉଚ୍ଚସ୍ତରୀୟ ତଦନ୍ତ ଦାବି
ହସ୍ତତନ୍ତ ପ୍ରଦର୍ଶନୀ ନାଁରେ ଅର୍ଥ ହରିଲୁଟ ପାଇଁ ମସୁଧା ! ଉଚ୍ଚସ୍ତରୀୟ ତଦନ୍ତ ଦାବି କୋଣାର୍କ(ଏନ୍.ଏମ୍.): ଭାରତସରକାରଙ୍କ ବସ୍ତ୍ର ମନ୍ତ୍ରଣାଳୟ ଆର୍ôଥକ ସହାୟତାରେ କୋଣାର୍କ ସ୍ଥିତ ଏନଏସି କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ୮ଦିନିଆ ହସ୍ତତନ୍ତ ପ୍ରଦର୍ଶନୀ ଲୋକଦେଖାଣିଆ ଓ ଅର୍ଥ ହରିଲୁଟ ପାଇଁ ଉଦ୍ଦିଷ୍ଟ ହୋଇଥିବା ଅଭିଯୋଗ ହୋଇଛି । କୋଣାର୍କ ଅଞ୍ଚଳର ହସ୍ତତନ୍ତ ବ୍ୟବସାୟୀ ସଂସ୍କୃତି ପ୍ରେମୀ, ପର୍ଯ୍ୟଟନ ପ୍ରେମୀ, ସାମାଜିକ କର୍ମୀ ଓ ବୁଦ୍ଧିଜୀବୀ ମହଲରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।…
