ସନ୍ଦେହଜନକ ଅବସ୍ଥାରେ କ୍ୟାବିନରୁ ଫୁଲ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର
ସନ୍ଦେହଜନକ ଅବସ୍ଥାରେ କ୍ୟାବିନରୁ ଫୁଲ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର ଜଗତପୁର(ଏନ୍.ଏମ୍.): ଜଗତପୁର ଥାନା ଗୋଲେଇଛକସ୍ଥିତ ୧୬ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଏକ କ୍ୟାବିନ ମଧ୍ୟରୁ ଜନୈକ ଫୁଲ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ଶୁକ ଓରଫ ନିରଞ୍ଜନ ପରିଡା(୩୯) ବୋଲି ଜଣାପଡ଼ିଛି । ସେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅଧୀନସ୍ଥ ମାହାଳ-ଚଅଁପୁର ଗ୍ରାମର ମୂଳବାସିନ୍ଦା ହୋଇଥିବାବେଳେ ସେ କିଛିମାସ ହେବ ଜଗତପୁର ଅଞ୍ଚଳରେ ରହି ଆସୁଥିଲେ । ମିଳିଥିବା…
