ଉତ୍କଳ ଦିବସ ଉପଲକ୍ଷେ ରକ୍ତଦାନ ଶିବିର : ୪୧ ୟୁନିଟ ସଂଗ୍ରହ

ଉତ୍କଳ ଦିବସ ଉପଲକ୍ଷେ ରକ୍ତଦାନ ଶିବିର : ୪୧ ୟୁନିଟ ସଂଗ୍ରହ ଜଗତପୁର(ଏନ୍‌.ଏମ୍‌.): ପବିତ୍ର ଉତ୍କଳ ଦିବସ କମିଶନରରେଟ ପୁଲିସ ଓ କଟକ ରୋଟାରୀ କ୍ଲବର ମିଳିତ ଆନୁକୁଲ୍ୟରେ ଜଗତପୁର ଥାନା ପାଗା ଫାଣ୍ଡି ଅନ୍ତର୍ଗତ ବାହାଦୁଲାପାଟଣାସ୍ଥିତ ବହୁଗ୍ରାମ ଫାର୍ମାସୀ କଲେଜ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରୁ ମୋଟ ୪୧ ଯୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଉକ୍ତ ରକ୍ତଦାନ ଶିବିରକୁ ଜଗତପୁର ଥାନା ଅଧିକାରୀ ରବିନ୍ଦ୍ରନାଥ ମେହେର ଉଦଘାଟନ…

Read More

ନେତାଜୀ ସେତୁ ଉପରେ ବୁଲେଟ-ବସ ଦୁର୍ଘଟଣା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ନେତାଜୀ ସେତୁ ଉପରେ ବୁଲେଟ-ବସ ଦୁର୍ଘଟଣା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ କଟକ(ଏନ୍‌.ଏମ୍‌.): ସ୍ଥାନୀୟ ନେତାଜୀ ସେତୁ ଉପରେ ଆଜି ସଂଧ୍ୟା ପ୍ରାୟ ୭ଟା ସମୟରେ ଏକ ମମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ତେବେ ଦୁର୍ଘଟଣାରେ ବୁଲେଟ ବାଇକଟି ଚୁରମାର ହୋଇଯାଇଛି । ସୂଚନା ଅନୁଯାୟୀ ସ୍ଥାନୀୟ ହାଇକୋର୍ଟ ଆଡ଼ୁ ତ୍ରିଶୂଳିଆ ଆଡ଼କୁ (ଓଡ଼ି୩୩ ଭି ୨୪୧୦)ନମ୍ବର ବିଶିଷ୍ଟ ୧୮…

Read More

ବିରିଡ଼ି ବ୍ଲକ ବିଡିଓଙ୍କ ଆଶାଳୀନ ବ୍ୟବହାର ନେଇ ତେଜୁଛି ଅସନ୍ତୋଷ

ବିରିଡ଼ି ବ୍ଲକ ବିଡିଓଙ୍କ ଆଶାଳୀନ ବ୍ୟବହାର ନେଇ ତେଜୁଛି ଅସନ୍ତୋଷ ଛଡ଼ାଇ ଫିଙ୍ଗିଦେଲେ ଗଣମାଧ୍ୟମ ପ୍ରତିନିଧିଙ୍କ ବୁମ ଜଗତସିଂହପୁର(ଏନ୍‌.ଏମ୍‌.): ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ୍ ବିଡିଓ ଗଣମାଧ୍ୟମ ପ୍ରତିନିଧିଙ୍କ ବୁମ ଛଡ଼ାଇ ଫିଙ୍ଗିଦେବା ଭଳି ଅଭାବନୀୟ ଘଟଣା ଭାଇରାଲ ହେବାରେ ଲାଗିଛି । ଏଭଳି ଭିଡିଓ ଭାଇରାଲ ହେବା ଦ୍ୱାରା ଅଞ୍ଚଳବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ତେଜିବାରେ ଲାଗିଛି । ଜନସାଧାରଣ ସେବା ନିମନ୍ତେ ସରକାରଙ୍କ ଠାରୁ ନିଯୁକ୍ତି ପାଇଥିବା ଅଧିକାରୀ ଜନସାଧାରଣଙ୍କୁ ଏଭଳି ବ୍ୟବହାର କରିବା…

Read More