ରାଜ୍ୟରେ ବଢ଼ୁଛି କରୋନାର ‘ଆର’ ଫ୍ୟାକ୍ଟର, ସତର୍କ ରହିବା ପାଇଁ କେନ୍ଦ୍ରର ପରାମର୍ଶ

ରାଜ୍ୟରେ ବଢ଼ୁଛି କରୋନାର ‘ଆର’ ଫ୍ୟାକ୍ଟର, ସତର୍କ ରହିବା ପାଇଁ କେନ୍ଦ୍ରର ପରାମର୍ଶ ନୂଆଦିଲ୍ଲୀ (ଏଜେନ୍ସି): ସମ୍ପ୍ରତି ଦେଶର ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ମହାମାରୀ କରୋନାର ‘ଆର’ ଫ୍ୟାକ୍ଟର ବୃଦ୍ଧି ପାଉଥିବାରୁ ଏହାକୁ ନେଇ କେନ୍ଦ୍ର ସରକାର ଉଦ୍‍ବେଗ ପ୍ରକାଶ କରିଛନ୍ତି । ତେଣୁ ଏଥିପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରମାନଙ୍କୁ ସଂକ୍ରମଣ ରୋକିବା ପାଇଁ ଜାରି କଟକଣାକୁ ଲୋକମାନେ କେମିତି…

Read More

କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ: ଏଥର ଯାନବାହନର ବୃଦ୍ଧି ପାଇବ ସ୍ପିଡ ସୀମା

କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ: ଏଥର ଯାନବାହନର ବୃଦ୍ଧି ପାଇବ ସ୍ପିଡ ସୀମା ନୂଆଦିଲ୍ଲୀ (ଏଜେନ୍ସି): ଦେଶରେ ଗାଡ଼ିଗୁଡ଼ିକର ସ୍ପିଡ ବୃଦ୍ଧି କରିବା ପାଇଁ କେନ୍ଦ୍ରସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଯାହାଦ୍ୱାରା ରାସ୍ତାରେ ଯାନବାହନର ଗତି ଆହୁରି ବୃଦ୍ଧି ପାଇବ । ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି । ଗୋଟିଏ ପଟେ ରାସ୍ତାରେ ଯାନବାହନର ଗତି ବୃଦ୍ଧି ହେଉଥିବା ଯୋଗୁଁ ଅଧିକ ଦୁର୍ଘଟଣା ହେଉଥିଲା । ଏଥି ପାଇଁ ରାଜ୍ୟ ପୁଲିସ ଓ ସ୍ଥାନୀୟ…

Read More

ମୋ ସ୍କୁଲ ଅଭିଯାନକୁ ୩ଲକ୍ଷ ଟଙ୍କା ପ୍ରଦାନ କଲେ ଦେବାଶିଷ ସାମନ୍ତରାୟ

ମୋ ସ୍କୁଲ ଅଭିଯାନକୁ ୩ଲକ୍ଷ ଟଙ୍କା ପ୍ରଦାନ କଲେ ଦେବାଶିଷ ସାମନ୍ତରାୟ କଟକ(ଏନ୍‍.ଏମ୍‍.): ବିଦ୍ୟାଳୟ ଏକ ମଣିଷ ତିଆରି କାରଖାନା ଯାହା ଜୀବନବ୍ୟାପୀ ସମସ୍ତଙ୍କ ଭାବାବେଗ ସହିତ ଯୋଡ଼ି ହୋଇ ରହିଥାଏ, ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିନବ ପରିକଳ୍ପନା ହେଉଛି “ମୋ-ସ୍କୁଲ ଅଭିଯାନ’ । କରୋନା ମହାମାରୀର ଏହି କଠିନ ପରିସ୍ଥିତି ମଧ୍ୟରେ ଆଜି କଟକ ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ବାରବାଟୀ-କଟକ ପୂର୍ବତନ ବିଧାୟକ…

Read More

ଆମେରିକାର ହ୍ୟୁଷ୍ଟନଠାରେ ରଥଯାତ୍ରା ଉତ୍ସବ ଆୟୋଜନ

ଆମେରିକାର ହ୍ୟୁଷ୍ଟନଠାରେ ରଥଯାତ୍ରା ଉତ୍ସବ ଆୟୋଜନ ହ୍ୟୁଷ୍ଟନ (ଏଜେନ୍ସି): ଯୁକ୍ତରାଷ୍ଟ୍ର ଆମେରିକାର ଚତୁର୍ଥ ବୃହତ୍ତମ ମହାନଗରୀ ହ୍ୟୁଷ୍ଟନ ଠାରେ ପବିତ୍ର ଚତୁର୍ଦ୍ଦଶ ବାର୍ଷିକ ରଥଯାତ୍ରା ପର୍ବ ମହାସମାରୋହନରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବଢ଼଼ି ଭୋରରୁ ୩୧୦୧, ଫିକ୍ୱେ ମାର୍ଗସ୍ଥିତ ଓରିଶା କଲଚର ସେଣ୍ଟର (ଓ.ସି.ସି) ମଧ୍ୟରେ ସ୍ଥାପିତ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସମ୍ମୁଖରେ ନୃସିଂହ ହଭନ, ରଥ ବାସ୍ତୁ ପୂଜା, ନାମଯଜ୍ଞ, ମଙ୍ଗଳ ଆଳତୀ, ପ୍ରତାପ ଉପଚାର, ଜଗନ୍ନାଥ ପରିବାର ବନ୍ଦାପନା ଆଦି ପୂଜାର୍ଚ୍ଚନା ଯଥାବିଧି…

Read More

ପୂର୍ବତନ କର୍ପୋରେଟରଙ୍କ ପକ୍ଷରୁ ହଇରାଣପୁର କମିଟିର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ପୂର୍ବତନ କର୍ପୋରେଟରଙ୍କ ପକ୍ଷରୁ ହଇରାଣପୁର କମିଟିର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା କଟକ(ଏନ୍‌.ଏମ୍‌.): ସିଡିଏ ସେକ୍ଟର ୬ ସ୍ଥିତ ସିଏମସି ଦ୍ୱାରା ମାନ୍ୟତାପ୍ରାପ୍ତ ହଇରାଣପୁର ବସ୍ତିର କର୍ମକର୍ତ୍ତାମାନଙ୍କୁ ୬ନମ୍ବର ୱାର୍ଡ଼ର ପୂର୍ବତନ କର୍ପୋରେଟର ସଂଯୁକ୍ତା ସାହୁଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଶ୍ରୀମତୀ ସାହୁ କର୍ମକର୍ତ୍ତାଙ୍କୁ ଉତ୍ତରୀୟ, ଏନ-୯୫ ମାସ୍କ, ସାନିଟାଇଜର ଓ ଶୁଖିଲା ଖାଦ୍ୟ ଆଦି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇନ ସେବା ସଂସ୍ଥା ଲିସାର ଆବାହକ ତଥା ଆଇନଜୀବୀ…

Read More

ଦିଲ୍ଲୀ ରଥଯାତ୍ରାରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଅଶ୍ୱିନୀ ସାମିଲ

ଦିଲ୍ଲୀ ରଥଯାତ୍ରାରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଅଶ୍ୱିନୀ ସାମିଲ ନୂଆଦିଲ୍ଲୀ (ଏନ୍‌.ଏମ୍‌.): ନୂଆଦିଲ୍ଲୀର ହାଉଜଖାସ ଭିଲେଜସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ମୁଖ୍ୟ ଜଗନ୍ନାଥ ମନ୍ଦିର ଠାରେ ୪୩ତମ ପବିତ୍ର ରଥଯାତ୍ରା ପର୍ବ ଭକ୍ତିପୂତ ପରିବେଶ ମଧ୍ୟରେ ପାଳନ କରାଯାଇଛି । ମନ୍ଦିର ପରିଚାଳନା ସଂସ୍ଥା ଶ୍ରୀ ନୀଳାଚଳ ସେବା ସଂଘ ତରଫରୁ କୋଭିଡ୍ କଟକଣାକୁ ସମ୍ପୂର୍ଣ୍ଣ ଭାବରେ ଅନୁସରଣ କରାଯାଇ ସମାରୋହକୁ ସାଂକେତିକ ସ୍ତରରେ ରଖାଯାଇଥିଲା । ମନ୍ଦିରରେ ବଢ଼ି ଭୋରରୁ ଯଥାରୀତି ଠାକୁରଙ୍କର ପୂଜାର୍ଚ୍ଚନା…

Read More

ବାଙ୍ଗାଲୋର ଠାରେ ସାଂକେତିକ ରଥଯାତ୍ରା

ବାଙ୍ଗାଲୋର ଠାରେ ସାଂକେତିକ ରଥଯାତ୍ରା ବାଙ୍ଗାଲୋର (ଏନ୍‌.ଏମ୍‌.): କୋଭିଡ୍ କଟକଣା ମଧ୍ୟରେ ବେଙ୍ଗାଲୁରୁଠାରେ ରଥଯାତ୍ରା ମହୋତ୍ସବ ପାଳିତ ହୋଇଯାଇଛି । ମହାନଗରର ଆଗରାଠାରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ବଢ଼ି ଭୋରରୁ ମଙ୍ଗଳ ଆଳତୀ, ଅବକାଶ, ମଇଲମ, ସୂର‌୍ୟ୍ୟପୂଜା, ଦ୍ୱାରପାଳ ପୂଜା ଓ ସାହାଣ ମେଲା ଆଦି ରୀତିନୀତି ଯଥାବିଧି ମୁତାବକ ସମ୍ପନ୍ନ କରାଯାଇଥିଲା । କୋଭିଡ୍ ପ୍ରୋଟୋକଲକୁ ପାଳନ କରାଯାଇ ରଥଯାତ୍ରା ପର୍ବ ପାଳନକୁ ମନ୍ଦିର ପରିସର ମଧ୍ୟରେ ହିଁ ସୀମିତ ରଖାଯାଇଥିଲା । ଫେସ୍ବୁକ୍ରେ ଲାଇଭ୍ଷ୍ଟ୍ରିମିଂ…

Read More

ଅହମ୍ମଦାବାଦ ରଥଯାତ୍ରାରେ ଯୋଗଦେଲେ ଉପ-ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ ରଥଯାତ୍ରାରେ ଯୋଗଦେଲେ ଉପ-ମୁଖ୍ୟମନ୍ତ୍ରୀ ଅହମ୍ମଦାବାଦ (ଏନ୍‌.ଏମ୍‌.): ଗୁଜରାଟର ଅହମ୍ମଦାବାଦ ଓ ଗାନ୍ଧୀନଗର ମଧ୍ୟରେ ଅଡ଼ାଲଜ ଠାରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ କୋଭିଡ୍ କଟକଣା ମଧ୍ୟରେ ପାଳନ କରାଯାଇଛି । ମନ୍ଦିରକୁ ପରିଚାଳନା କରୁଥିବା ଶ୍ରୀଜଗନ୍ନାଥ ସାଂସ୍କୃତିକ ଏକାଡେମୀ ଓ ଅନୁସନ୍ଧାନ କେନ୍ଦ୍ର (ଜେ.ସି.ଏ.ଆର୍.ସି) ଆନୁକୂଲ୍ୟରେ ଆୟୋଜିତ ଏହି ରଥଯାତ୍ରାରେ କରୋନା ମହାମାରୀର ଆତଙ୍କକୁ ଭ୍ରୁକ୍ଷେପ ନ କରି ଯୋଗଦେଇଥିବା ସିମିତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉତ୍ସାହ, ଉଲ୍ଲାସ ଓ ଉଦ୍ଦୀପନା…

Read More

ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ପରେ କ୍ୟାବିନେଟ କମିଟିର ପୁନର୍ଗଠନ: ସମସ୍ତ କମିଟିରେ ଅଛନ୍ତି ମୋଦୀ ଓ ଶାହା

ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ପରେ କ୍ୟାବିନେଟ କମିଟିର ପୁନର୍ଗଠନ: ସମସ୍ତ କମିଟିରେ ଅଛନ୍ତି ମୋଦୀ ଓ ଶାହା ନୂଆଦିଲ୍ଲୀ (ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ କ୍ୟାବିନେଟ ସଂପ୍ରସାରଣ ହେବା ପରେ ଏବେ ବିଭିନ୍ନ କ୍ୟାବିନେଟ କମିଟିର ପୁନର୍ଗଠନ କରିଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ୍ ୮ଟି କ୍ୟାବିନେଟ କମିଟି ରହିଛି । ଏହି ସମସ୍ତ କମିଟିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ରହିଛନ୍ତି । ନୂଆ କରି କ୍ୟାବିନେଟରେ ସ୍ଥାନ…

Read More

ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ମୂଲ୍ୟ ହ୍ରାସ ଦାବିରେ ଏସୟୁସିଆଇସି ପକ୍ଷରୁ୧୫ ଜୁଲାଇ ଓଡିଶା ପ୍ରତିବାଦ ଦିବସ

ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ମୂଲ୍ୟ ହ୍ରାସ ଦାବିରେ ଏସୟୁସିଆଇସି ପକ୍ଷରୁ୧୫ ଜୁଲାଇ ଓଡିଶା ପ୍ରତିବାଦ ଦିବସ କଟକ(ଏନ୍‌.ଏମ୍‌.): ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ଓ ନିତ୍ୟ-ପ୍ରୟୋଜନୀୟ ଦ୍ରବ୍ୟର ମୂଲ୍ୟ ହ୍ରାସ ଦାବିରେ ଏସ୍‌.ୟୁ.ସି.ଆଇ(ସି) ପକ୍ଷରୁ ଆସନ୍ତା ଜୁଲାଇ ୧୫ ତାରିଖ ଦିନ ସାରା ଓଡିଶା ପ୍ରତିବାଦ ଦିବସ ଡାକରା ଦିଆଯାଇଛି । ଏହାକୁ ସଫଳ କରିବା ପାଇଁ ଏସ୍‌.ୟୁ.ସି.ଆଇ(ସି) କଟକ ଜିଲ୍ଲା କମିଟି ସଂପାଦକ ବିଶ୍ୱାବସୁ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।…

Read More

ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ଓ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଟ୍ରଷ୍ଟର ୬ଷ୍ଠ ସ୍ୱନକ୍ଷତ୍ର ଦିବସ

ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ଓ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଟ୍ରଷ୍ଟର ୬ଷ୍ଠ ସ୍ୱନକ୍ଷତ୍ର ଦିବସ ଭୁବନେଶ୍ୱର(ଏନ୍‌.ଏମ୍‌.): ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନର ସ୍ୱନକ୍ଷତ୍ର ଦିବସ ପାଳନ ସହ ୭୨ତମ ବନମହୋତ୍ସବ ସ୍ଥାନୀୟ ଖାରବେଳ ନଗରସ୍ଥିତ ଶିକ୍ଷକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମେୟର ତଥା ବିଧାୟକ ଅନନ୍ତ ନାରାୟଣ ଜେନା ଓ ଗଣଶିକ୍ଷାମନ୍ତ୍ରୀଙ୍କ ଧର୍ମପତ୍ନୀ ତଥା…

Read More

ଆସନ୍ତା ୧୯ରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ

ଆସନ୍ତା ୧୯ରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ ନୂଆଦିଲ୍ଲୀ (ଏଜେନ୍ସି): କରୋନା କଟକଣା ମଧ୍ୟରେ ଚଳିତ ମାସରେ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ । ଆସନ୍ତା ଜୁଲାଇ ୧୯ରୁ ଆରମ୍ଭ ହେବାକୁ ଯାଉଥିବା ଏହି ଅଧିବେଶନରେ ଅଗଷ୍ଟ ୧୩ରେ ଶେଷ ହେବ ବୋଲି ଜଣାପଡ଼ିଛି । ଏଥିରେ ମୋଟ୍ ୧୯ଟି କାର୍ଯ୍ୟଦିବସ ରହିଛି । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ସୂଚନା ଦେଇଛନ୍ତି । ଜୁଲାଇ ୧୯ରେ ସଂସଦର ମୌସୁମୀ ଅଧିବେଶ ଆରମ୍ଭ…

Read More