ଏସସିବି ଇକ୍ମୋ ୟୁନିଟରେ ଡାକ୍ତରଙ୍କ ପୁଅର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
ଏସସିବି ଇକ୍ମୋ ୟୁନିଟରେ ଡାକ୍ତରଙ୍କ ପୁଅର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ #କଟକ(ଏନ୍.ଏମ୍.): କଟକ ବଡ଼ମେଡ଼ିକାଲ (ଏସସିବି) ଇକ୍ମୋ ୟୁନିଟରେ ଚିକିତ୍ସାଧୀନ ଥିବା ଆଉ ଜଣେ ରୋଗୀଙ୍କ ମୃତ୍ୟୁ ହୋଇ ଯାଇଛି । ତେବେ ମୃତକ ଜଣଙ୍କ ଜଣେ ଡାକ୍ତରଙ୍କ ପୁଅ ବୋଲି ଜଣାପଡ଼ିଛି । କଟକ ବଡ଼ମେଡ଼ିକାଲ ଇକମୋ ୟୁନିଟରେ ଆଜି ପର୍ଯ୍ୟନ୍ତ ୬ଜଣ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବାବେଳେ ଏ ଯାବତ ୫ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ଯୁବକ ଜଣକ…
