କଟକରେ ପୁଣି ଅଭାବନୀୟ ଘଟଣା : ଟ୍ରଲିରେ ବୁହାହେଲା ଶବ

କଟକରେ ପୁଣି ଅଭାବନୀୟ ଘଟଣା : ଟ୍ରଲିରେ ବୁହାହେଲା ଶବ କଟକ(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟସରକାର ଗୋଟିଏ ପରେ ଗୋଟିଏ ଜନହିତକର ଯୋଜନା ପ୍ରଣୟନ କରିଛନ୍ତି । ଏଥିପାଇଁ କୋଟି କୋଟି ଟଙ୍କା ମଧ୍ୟ ବ୍ୟୟ କରୁଛନ୍ତି । କିନ୍ତୁ ବିଭିନ୍ନ ବିଭାଗରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଯୋଗୁ ସରକାରୀ ଯୋଜନା ଦିଗହରା ହେବାରେ ଲାଗିଛି । ରାଜ୍ୟସରକାର ଏନ୍ତୁଡିଶାଳଠାରୁ ଶ୍ମଶାନ ପର୍ଯନ୍ତ ରାଜ୍ୟ ସରକାରଙ୍କ ଜନସାଧାରଣଙ୍କ ନିମନ୍ତେ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ଏହାଦ୍ୱାରା…

Read More

ଇମ୍ଫା ଦ୍ୱାରା ନିର୍ମିତ ଗୋଷ୍ଠୀ କେନ୍ଦ୍ରର ଉଦଘାଟନ

ଇମ୍ଫା ଦ୍ୱାରା ନିର୍ମିତ ଗୋଷ୍ଠୀ କେନ୍ଦ୍ରର ଉଦଘାଟନ ଚୌଦ୍ୱାର(ଏନ୍‌.ଏମ୍‌.): ଇମ୍ଫା ଶିଳ୍ପ ଗୋଷ୍ଠୀର ସାମାଜିକ ଦ୍ୱାୟିତ୍ୱବୋଧ ଶାଖା ‘ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ’ ଦ୍ୱାରା ଚୌଦ୍ୱାର ମ୍ୟୁନିସିପାଲିଟି ଅନ୍ତର୍ଗତ ୯ନମ୍ବର ୱାର୍ଡ ଅନ୍ତର୍ଗତ ତେଲୁଗୁ ସାହି ମଧ୍ୟରେ ଏକ ସାମୁହିକ ଉନ୍ନୟନ ଗୋଷ୍ଠି କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଯୋଦେଇ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଇମ୍ଫା ଉପ-ସଭାପତି ତଥା କାର୍ଯ୍ୟନିର୍ବାହୀ…

Read More

ପଞ୍ଚୁକ ପାଇଁ ଧବଳେଶ୍ୱର ପୀଠରେ ୧୪୪ ଧାରା: ବିନା ଶ୍ରଦ୍ଧାଳୁରେ ନୀତିକାନ୍ତି

ପଞ୍ଚୁକ ପାଇଁ ଧବଳେଶ୍ୱର ପୀଠରେ ୧୪୪ ଧାରା: ବିନା ଶ୍ରଦ୍ଧାଳୁରେ ନୀତିକାନ୍ତି ଆଠଗଡ଼(ଏନ୍‌.ଏମ୍‌.): ଆଜିଠୁ ଆରମ୍ଭ ହେଉଛି କାର୍ତ୍ତିକ ମାସ ପଞ୍ଚୁକ ବ୍ରତ । ପଞ୍ଚୁକ ଅବସରରେ କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ଧବଳେଶ୍ୱର ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ମାତ୍ର ସମ୍ପ୍ରତି କରୋନା କଟକଣା ପାଇଁ ଆଠଗଡ଼ର ବାବା ଧବଳେଶ୍ୱର ପୀଠରେ ଭକ୍ତଙ୍କ ଗହଳି ରୋକିବାକୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ତେବେ ଭକ୍ତଙ୍କ ପାଇଁ କଟକଣା…

Read More

କଥା ଦେଇ କଥା ରଖିଲା ମୁନ୍ ଟିଭି ମୁଭିଜ୍‌

କଥା ଦେଇ କଥା ରଖିଲା ମୁନ୍ ଟିଭି ମୁଭିଜ୍‌ ଭୁବନେଶ୍ୱର(ଏନ୍‌.ଏମ୍‌.): ପ୍ରଥମ ଥର ପାଇଁ ଏକା ସଙ୍ଗେ ୧୦ଟି ଚଳଚ୍ଚିତ୍ରର ମହୁରତ କରି ରେକର୍ଡ ସୃଷ୍ଟି କରିଥିଲେ । ଆଉ ଏବେ ପ୍ରଥମ ଚଳଚ୍ଚିତ୍ର ‘ତୁ ସେଇ ନୀଳ ନୟନା’ ସୁଟିଂ ସରୁ ସରୁ ଦ୍ୱିତୀୟ ଚଳଚ୍ଚିତ୍ର ଲଭ୍ ୪୨୦ ର ମହୁରତ ସହ ସୁଟିଂ ଆରମ୍ଭ ହୋଇଛି । ବରମୁଣ୍ଡା ସିରିଡ଼ି ସାଇ ମନ୍ଦିରରେ ମୁନ୍ ଟିଭି ମୁଭିଜ୍‌ର ପ୍ରଯୋଜକ ସଚ୍ଚିକାନ୍ତ ଜେନା ଓ ବିନି…

Read More

ଚୌଦ୍ୱାର-କଟକ ଉନ୍ନୟନ ପରିଷଦ ପକ୍ଷରୁ ପଦ୍ମଶ୍ରୀ ଉଚ୍ଛବ ଚରଣ ଦାସଙ୍କୁ ସମ୍ବର୍ଦ୍ଧନା

ଚୌଦ୍ୱାର – କଟକ ଉନ୍ନୟନ ପରିଷଦ ପକ୍ଷରୁ ପଦ୍ମଶ୍ରୀ ଉଚ୍ଛବ ଚରଣ ଦାସଙ୍କୁ ସମ୍ବର୍ଦ୍ଧନା ଚୌଦ୍ୱାର(ଏନ୍‌.ଏମ୍‌.): ଘୋଡାନାଚ ବିଶାରଦ ଉଚ୍ଛବ ଚରଣ ଦାସ ମହାମହୀମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ପଦ୍ମଶ୍ରୀ ଉପାଧି ପ୍ରାପ୍ତ ହୋଇଥିବାରୁ ଚୌଦ୍ୱାର – କଟକ ଉନୟନ୍ନ ପରିଷଦ ପକ୍ଷରୁ ତାଙ୍କୁ ଚୌଦ୍ୱାର ଟାଉନ ହଲ ଠାରେ ସମ୍ବର୍ଦ୍ଧିତ କରାଯାଇଛି । ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଚୌଦ୍ୱାରବାସୀଙ୍କ ପକ୍ଷରୁ ଚୌଦ୍ୱାର ବରିଷ୍ଠ…

Read More

ଡିସେମ୍ବର ୧ରୁ ବିଧାନସଭା ଶୀତକାଳୀନ ଅଧିବେଶନ

ଡିସେମ୍ବର ୧ରୁ ବିଧାନସଭା ଶୀତକାଳୀନ ଅଧିବେଶନ ଭୁବନେଶ୍ୱର (ଏନ୍‌.ଏମ୍‌.): ଆସନ୍ତା ଡିସେମ୍ବର ୧ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଏହି ଅଧିବେଶନ ଡିସେମ୍ବର ୩୧ ୟତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଅଧିବେଶନର ପ୍ରଥମ ଦିନରେ ୨୦୨୧-୨୨ ଆର୍ôଥକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଗୃହରେ ଆଗତ ହେବାକୁ ନିଷ୍ପତ୍ତି ନିଆଯାଇଛି । ଆଜି ଏ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ…

Read More

ରିକ୍ସା ଚାଳକଙ୍କୁ ନିଜର ସମସ୍ତ ସମ୍ପତ୍ତି ଦାନ କଲେ ବୃଦ୍ଧା

ରିକ୍ସା ଚାଳକଙ୍କୁ ନିଜର ସମସ୍ତ ସମ୍ପତ୍ତି ଦାନ କଲେ ବୃଦ୍ଧା କଟକ (ଏନ୍‌.ଏମ୍‌.): ଜଣେ ସାଧାରଣ ରିକ୍ସା ବାଲା ଏବେ କୋଟି କୋଟି ଟଙ୍କାର ମାଲିକ । କେବଳ ନିଜର ପାରିଶ୍ରମିକ, ନୀତି, ନିଷ୍ଠା, ସହୃଦୟ ଯୋଗୁଁ ଏଭଳି ସୌଭାଗ୍ୟ ପାଇବାରେ ସେ ସଫଳ ହୋଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରୌପ୍ୟ ନଗର କଟକ ସହରରେ । ଏପରି ମହାନତା ଲାଗି ଜଣେ ବୃଦ୍ଧା ସହରର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏହି…

Read More

କଟକ ଟାଙ୍ଗୀ ଅଞ୍ଚଳରେ ଫ୍ଲାଇଂ ସ୍କ୍ୱାର୍ଡ଼ର ଚଢ଼ାଉ: ୮୦ କେଜି ଗଞ୍ଜେଇ ଜବତ ୩ ଗିରଫ

କଟକ ଟାଙ୍ଗୀ ଅଞ୍ଚଳରେ ଫ୍ଲାଇଂ ସ୍କ୍ୱାର୍ଡ଼ର ଚଢ଼ାଉ: ୮୦ କେଜି ଗଞ୍ଜେଇ ଜବତ ୩ ଗିରଫ କଟକ(ଏନ୍‌.ଏମ୍‌.): ଚୋରା ଚାଲାଣ ହେଉଥିବା ଗଞ୍ଜେଇକୁ ଜବତ କରିବାରେ ସକ୍ଷମ ହୋଇଛି ଅବକାରୀ ବିଭାଗର ରାଜ୍ୟ ଫ୍ଲାଇଂ ସ୍କ୍ୱାଡ । ସ୍କାଡ ଟାଙ୍ଗୀ ନିକଟରୁ ୮୦ କେଜି ଗଞ୍ଜେଇ ଓ ବ୍ୟବହୃତ କାରକୁ ଜବତ କରିବା ସହ ୩ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ, ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲା ଜଳାଙ୍ଗି ଅଞ୍ଚଳର ଲାଲଚାନ୍ଦ ମୋଲା(୨୨), ମହମ୍ମଦ ମୋକଜୁଲ…

Read More

ସଂସ୍କୃତି ବିଭାଗ ସଚିବ ହେଲେ ରଞ୍ଜନ ଦାସ

ସଂସ୍କୃତି ବିଭାଗ ସଚିବ ହେଲେ ରଞ୍ଜନ ଦାସ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଆଇଏଏସ୍ ଅଧିକାରୀ ରଞ୍ଜନ କୁମାର ଦାସଙ୍କୁ ବିଭାଗର ସଚିବ ଭାବେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ସୁରେଶ କୁମାର ଦଳେଇଙ୍କୁ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଭାବେ ସମ୍ବଲପୁର ବଦଳି କରାଯାଇଛି…

Read More

ଡିସେମ୍ବର ୧୦ ତାରିଖ ସୁଦ୍ଧା ମାଟ୍ରିକ ପ୍ରମାଣପତ୍ର ସଂଶୋଧନ

ଡିସେମ୍ବର ୧୦ ତାରିଖ ସୁଦ୍ଧା ମାଟ୍ରିକ ପ୍ରମାଣପତ୍ର ସଂଶୋଧନ କଟକ(ଏନ୍‌.ଏମ୍‌.): ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଦିଆଯାଇଥିବା ମାଟ୍ରିକ ପ୍ରମାଣପତ୍ର ସଂଶୋଧନ ଆସନ୍ତା ଡିସେମ୍ବର ୧୦ତାରିଖ ସୁଦ୍ଧା ହୋଇପାରିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଯଦି କୌଣସି ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ରରେ ତ୍ରୁଟି ଥାଏ, ତେବେ ସମ୍ପୃକ୍ତ ହାଇସ୍କୁଲର ପ୍ରଧାନଶିକ୍ଷକ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ପ୍ରଧାନ ଶିକ୍ଷକମାନେ ସଂଶୋଧନ ଫର୍ମ ପୂରଣ କରି ଆଡମିଶନ ରେଜିଷ୍ଟର,…

Read More

ପାଗା ଗ୍ରାହକ ସେବା କେନ୍ଦ୍ର ଡକାୟତି ଘଟଣା: ୪ଗିରଫ, ଲକ୍ଷେ ଟଙ୍କା ସହ ବନ୍ଧୁକ ଜବତ

ପାଗା ଗ୍ରାହକ ସେବା କେନ୍ଦ୍ର ଡକାୟତି ଘଟଣା: ୪ଗିରଫ, ଲକ୍ଷେ ଟଙ୍କା ସହ ବନ୍ଧୁକ ଜବତ #କଟକ(ଏନ୍‌.ଏମ୍‌.): ବହୁ ଚର୍ଚ୍ଚିତ ପାଗା ଗ୍ରାହକସେବା କେନ୍ଦ୍ରରୁ ଡକାୟତି କରିବା ଘଟଣାରେ ଏକ ଆନ୍ତଃଜିଲ୍ଲା ଡକାୟତି ଦଳର ୪ ଜଣଙ୍କୁ ଜଗତପୁର ଥାନା ପୁଲିସ ଗିରଫ କରିଛି । ଅଭିଯୁକ୍ତମାନେ ଟାଙ୍ଗୀ ଥାନା ଗୋବିନ୍ଦପୁର ଅଞ୍ଚଳର ଦୁଇ ଭାଇ ଦୀପୁ ଓରଫ ଚକ୍ରଧର ସେଠୀ(୨୩) ଓ ଲିପୁ ଓରଫ କ୍ଷୀରୋଦ ଚନ୍ଦ୍ର ସେଠୀ(୨୦)ଙ୍କ ସମେତ ଚିକୁ ଓରଫ ଖଗେଶ୍ୱର ଜେନା(୨୭),…

Read More

କୋଣାର୍କ ଉତ୍ସବ-୨୦୨୧: ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରଦର୍ଶିତ ହେବ ୬ପ୍ରକାର ଶାସ୍ତ୍ରୀୟ ନୃତ୍ୟ

କୋଣାର୍କ ଉତ୍ସବ-୨୦୨୧: ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରଦର୍ଶିତ ହେବ ୬ପ୍ରକାର ଶାସ୍ତ୍ରୀୟ ନୃତ୍ୟ #କୋଣାର୍କ (ଏନ୍‌.ଏମ୍‌.): କୋଭିଡ କଟକଣା ମଧ୍ୟରେ ଡିସେମ୍ବର ୧ତାରିଖରୁ ୫ତାରିଖ ପର୍ଯ୍ୟନ୍ତ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିରର ଉତ୍ତର ପାଶ୍ୱର୍ରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ହେବ ଭରତୀୟ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ମହାକୁମ୍ଭ କୋଣାର୍କ ଉତ୍ସବ-୨୦୨୧ । ରାଜ୍ୟ ପର୍ଯ୍ୟଟନ ବିଭାଗ, ପର୍ଯ୍ୟଟନ ଉନ୍ନୟନ ନିଗମ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ସହାୟତାରେ ୩୧ ବର୍ଷଧରି ନିରବଛିନ୍ନ ଭାବରେ ଏହି…

Read More