‘ଆଶୀର୍ବାଦ’ ଯୋଜନାର ସଫଳ ପରିଚାଳନା ପାଇଁ ଏମଆଇଏସ ପୋର୍ଟାଲ ଲୋକାର୍ପିତ
‘ଆଶୀର୍ବାଦ’ ଯୋଜନାର ସଫଳ ପରିଚାଳନା ପାଇଁ ଏମଆଇଏସ ପୋର୍ଟାଲ ଲୋକାର୍ପିତ କୋଭିଡ୍ରେ ପ୍ରଭାବିତ ଶିଶୁମାନଙ୍କୁ ଆର୍ଥିକ ସହାୟତା ସହ ମାନସିକ ଓ ସାମାଜିକ ସହାୟତା ପ୍ରଦାନ ଉପରେ ବିଶେଷ ଗୁରୁତ୍ୱ ଭୁବନେଶ୍ୱର(ଏନ୍.ଏମ୍.): ଚଳିତ ନଭେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଶିଶୁ ଅଧିକାର ସପ୍ତାହ ପାଳନ ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ‘ଆଶୀର୍ବାଦ’ ଯୋଜନାର ସଫଳ ଅନ୍ଲାଇନ୍ ପରିଚାଳନା ପାଇଁ (ଏମ୍ଆଇଏସ୍) ପୋର୍ଟାଲ ଲୋକାର୍ପିତ ହୋଇଛି । ୧ ଏପ୍ରିଲ ୨୦୨୦ରୁ…
