୫୫ନମ୍ବର ରାଜପଥ ଦୁରାବସ୍ଥା ନେଇ ବିଧାୟକଙ୍କ ସମୀକ୍ଷା ବୈଠକ
୫୫ନମ୍ବର ରାଜପଥ ଦୁରାବସ୍ଥା ନେଇ ବିଧାୟକଙ୍କ ସମୀକ୍ଷା ବୈଠକ କଟକ(ଏନ୍.ଏମ୍.): କଟକ ଜିଲ୍ଲାର ମଙ୍ଗୁଳି-ଚୌଦ୍ୱାର-କଜଳକଣା ରାସ୍ତା ଦୂରାବସ୍ଥା ନେଇ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ଆହ୍ୱାନରେ ଆୟୋଜିତ ବୈଠକରେ ମଙ୍ଗୁଳି ଛକ ଠାରୁ ଚୌଦ୍ୱାର କଜଳକଣା ପର୍ଯ୍ୟନ୍ତ ୫୫ନମ୍ବର ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ସମୀକ୍ଷା ବୈଠକ ପରେ ଚୌଦ୍ୱାର…
