ବିଜେପି କଟକ ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ହେଲେ ସୌମେନ୍ଦ୍ର ପଲାଇ

ବିଜେପି କଟକ ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ହେଲେ ସୌମେନ୍ଦ୍ର ପଲାଇ କଟକ(ଏନ୍‌.ଏମ୍‌.): ଭାରତୀୟ ଜନତା ପାର୍ଟି ଓବିସି ମୋର୍ଚ୍ଚା କଟକ ନଗର ସାଧାରଣ ସମ୍ପାଦକ ଭାବେ ସୌମେନ୍ଦ୍ର ପଲାଇ ମନୋନୀତ ହୋଇଛନ୍ତି । ସେ ତୃଣମୂଳସ୍ତରରୁ ମୋର୍ଚ୍ଚାର ଦାୟିତ୍ୱ ତୁଳାଇବା ସହିତ ଦଳକୁ ସାଙ୍ଗଠନିକ ମଜବୁତ କରିବାର ପ୍ରତିଶୁତି ବଦ୍ଧ । ଏହି ଦାୟିତ୍ୱ ପାଇଁ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ କୁମାର ମହାନ୍ତି, କଟକ ନଗର ଜିଲ୍ଲା…

Read More

ଜନଶିକ୍ଷଣ ସଂସ୍ଥା ପକ୍ଷରୁ ଛତୁ ଉତ୍ପାଦକ ନିମନ୍ତେ ପ୍ରଶିକ୍ଷଣ ଶିବିର

ଜନଶିକ୍ଷଣ ସଂସ୍ଥା ପକ୍ଷରୁ ଛତୁ ଉତ୍ପାଦକ ନିମନ୍ତେ ପ୍ରଶିକ୍ଷଣ ଶିବିର ବଡ଼ମ୍ବା(ଏନ୍‌.ଏମ୍‌.): ଜନଶିକ୍ଷଣ ସଂସ୍ଥା ପକ୍ଷରୁ ବଡ଼ମ୍ବା ବ୍ଲକ ଗୋପାଳପୁର ଠାରେ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଏବଂ ଜନ ଶିକ୍ଷଣ ନିର୍ଦ୍ଦେଶାଳୟର କଟକ ସିଡିଏ ଜନ ଶିକ୍ଷଣ ସଂସ୍ଥା ଆନୁକୂଲ୍ୟରେ ଛତୁ ଚାଷୀମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଏକ ପ୍ରଶିକ୍ଷଣ କେନ୍ଦ୍ର ପରିଚ।।ଳନା କରାଯିବାର ବ୍ୟବସ୍ଥା କରାଯାଇଛି । ଏହି ଉପଲକ୍ଷେ ଅମାତିଆ ଗ୍ରାମ କ୍ଲବ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ…

Read More

ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ପ୍ରସଂଗକୁ ନେଇ ବିବାଦ: ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ ରାଜ୍ୟ ନିର୍ବାଚନ କମିସନଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ପ୍ରସଂଗକୁ ନେଇ ବିବାଦ: ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ ରାଜ୍ୟ ନିର୍ବାଚନ କମିସନଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କଟକ(ଏନ୍‌.ଏମ୍‌.): ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ ପ୍ରସଂଗକୁ ନେଇ ଦାୟର ମାମଲାରେ ରାଜ୍ୟ ନିର୍ବାଚନ କମିସନଙ୍କ ନିକଟରୁ ହାଇକୋର୍ଟ ଜବାବ ତଲବ କରିଛନ୍ତି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବୀରେନ୍ଦ୍ର ଦାସଙ୍କ ଆବେଦନର ଶୁଣାଣି କରି ପରବର୍ତ୍ତୀ ଶୁଣାଣି ପୂର୍ବରୁ ମାମଲାରେ…

Read More

ବିଶ୍ୱପ୍ରସିଦ୍ଧ ସମ୍ବଲପୁରୀ ବାନ୍ଧକଳା ଓ ଚିତ୍ରକଳାର ଯୁଗଳବନ୍ଦୀ

ବିଶ୍ୱପ୍ରସିଦ୍ଧ ସମ୍ବଲପୁରୀ ବାନ୍ଧକଳା ଓ ଚିତ୍ରକଳାର ଯୁଗଳବନ୍ଦୀ ଉନ୍ମୋଚିତ ହେଲା ମୁକ୍ତାକାଶ ଆର୍ଟ ଗ୍ୟାଲେରୀ ଭୁବନେଶ୍ୱର(ଏନ୍‌.ଏମ୍‌.): ସମ୍ବଲପୁର ଜିଲ୍ଲାର ଧନକଉଡା ବ୍ଲକ କର୍ଡୋଲା ଗାଁରେ ୪ ଦିନ ଧରି ଓଡ଼ିଶା ଲଳିତ କଳା ଏକାଡେମୀ ଓ ସମ୍ବଲପୁର ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଅନୁଷ୍ଠିତ ପାରମ୍ପରିକ ସମ୍ବଲପୁରୀ ବସ୍ତ୍ରର ରୂପାଙ୍କନ ଆଧାରିତ ଚିତ୍ରକଳା ଶିବିର ଉଦଯାପିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ଓଡ଼ିଶାର ପଶ୍ଚିମାଞ୍ଚଳ ଶିଳ୍ପୀମାନଙ୍କୁ ପ୍ରୋତ୍ସାହିତ କରିବା ସହ ସମ୍ବଲପୁରୀ ବସ୍ତ୍ରର ରୂପାଙ୍କନକୁ ବହୁଳ ଭାବେ…

Read More