ରାଜ୍ୟ ଆଇନ ସେବା ଭବନରେ ଖୋଲିଲା ମଧ୍ୟସ୍ଥତା କେନ୍ଦ୍ର

ରାଜ୍ୟ ଆଇନ ସେବା ଭବନରେ ଖୋଲିଲା ମଧ୍ୟସ୍ଥତା କେନ୍ଦ୍ର #କଟକ(ଏନ୍‌.ଏମ୍‌.): ରାଜ୍ୟ ଆଇନ ସେବା ଭବନରେ ମଧ୍ୟସ୍ଥତା କେନ୍ଦ୍ର ଉଦଘାଟିତ ହୋଇଛି । ଆଜି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏ ଏମ ଖାନଉଇଲକର ଓ ଜଷ୍ଟିସ ଏ ଏସ ବୋପାନ୍ନାଙ୍କ ଦ୍ୱାରା ଏହା ଉଦଘାଟିତ ହୋଇଯାଇଛି । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ ମୁରଲୀଧର ମଧ୍ୟ ଉପସ୍ଥିତ ଥିଲେ । ଗତ ସେପ୍ଟେମ୍ବର ୨୫ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା…

Read More

ମହାନଦୀରୁ ଛାତ୍ରଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ମହାନଦୀରୁ ଛାତ୍ରଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ #କଟକ(ଏନ୍‌.ଏମ୍‌.): ଆଜି ମହାନଦୀ ବ୍ୟାରେଜ ନିକଟରୁ ଏକ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଛି । ଯୋବ୍ରା ଆନିକୋଟ ବ୍ରିଜ ୮୪ ନମ୍ବର ଗେଟ୍‌ରେ ଶବ ଟିଏ ଲାଗି ଥିବାର ପ୍ରାତଃ ଭ୍ରମଣ କରୁଥିବା କିଛି ଲୋକ ଦେଖି ଜଗତପୁର ଥାନାକୁ ଖବର ଦେଇଥିଲେ । ଖବରପାଇ ଜଗତପୁର ଥାନା ଘଟଣାସ୍ଥଳରେ ପହଞ୍ôଚ ଅଗ୍ନିଶମ ବିଭାଗକୁ ଜଣାଇବା ପରେ ଅଗ୍ନିଶମ କର୍ମଚାରୀ…

Read More

ପ୍ରକାଶ ପାଇଲା ସ୍ୱତନ୍ତ୍ର ଯୁକ୍ତ-୨ ପରୀକ୍ଷା ଫଳ

ପ୍ରକାଶ ପାଇଲା ସ୍ୱତନ୍ତ୍ର ଯୁକ୍ତ-୨ ପରୀକ୍ଷା ଫଳ #ଭୁବନେଶ୍ୱର(ଏନ୍‌.ଏମ୍‌.): ଯୁକ୍ତ-୨ର ସ୍ୱତନ୍ତ୍ର ପରୀକ୍ଷା ଫଳ ଯଥା କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର ଦ୍ୱାରା ପ୍ରକାଶିତ ହୋଇଛି । ପୂନଃମୂଲ୍ୟାୟନ ନିମନ୍ତେ ରାଜ୍ୟରୁ ୧୨,୩୨୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ୮୪୬୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ପରୀକ୍ଷାରେ ପାସ ହାର ଶତକଡ଼ା ୬୮.୬୬ ପ୍ରତିଶତ ରହିଛି ।…

Read More

ବିଶ୍ୱ ଶୌଚାଳୟ ଦିବସ ପାଳିତ

ବିଶ୍ୱ ଶୌଚାଳୟ ଦିବସ ପାଳିତ କୋଣାର୍କ(ଏନ୍‌.ଏମ୍‌.): କୋଣାର୍କ ଭଗବତୀ ମହାବିଦ୍ୟାଳୟ ପରିସରରେ ଓଡିଶାର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ନମସ୍କାର ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସ ଅବସରରେ ୟୁଥ୍‌ଫର୍ ୱଟର କାଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଅଧ୍ୟାପକ ଦୁର୍ଗା ଚରଣ ମୁରୁଡି, ସରୋଜ କୁମାର ଶତ୍‌ପଥୀ, ଲେପ୍ଟଟାଣ୍ଟ ବିନୟ ଭୂଷଣ ମହାନ୍ତି,ରେଡିଓ ନମସ୍କାର ସଂଯୋଜଜ ଅନ୍ଦାଜ ଆରନ୍‌, କାର୍ଯ୍ୟନିର୍ବାହୀ ଅଧିକାରୀ ରୋଜାଲିନ୍ ପ୍ରଧାନ ପ୍ରମୁଖ ଯୋଗଦେଇ ଶୌଚାଳୟର ବ୍ୟବହାର ଓ ସ୍ୱଚ୍ଛତା…

Read More