କଟକରେ ସଫେଇ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ସଦସ୍ୟ ଜାତୀୟ ଆୟୋଗଙ୍କ କଟକ ଆଗମନ
କଟକରେ ସଫେଇ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ସଦସ୍ୟ ଜାତୀୟ ଆୟୋଗଙ୍କ କଟକ ଆଗମନ କଟକ(ଏନ୍ଏମ୍.): ଜାତୀୟ ଆୟୋଗ ସଦସ୍ୟ ସଫେଇ କର୍ମଚାରୀ ଡକ୍ଟର ପି.ପି. ଭାଭା କଟକ ମହାନଗର ନିଗମ ସଫେଇ କର୍ମଚାରୀଙ୍କ ସମ୍ପର୍କରେ ଏକ ସମୀକ୍ଷା କରିଛନ୍ତି । ମହାନଗର ନିଗମ ଏମଏସ ଆକ୍ଟ ୨୦୧୩ର କାର୍ଯ୍ୟକାରିତାକୁ ସମୀକ୍ଷା କରିବା ପାଇଁ ସେ କଟକ ଆସିଥିଲେ । ଏହି ଅବସରରେ ସଫେଇ କର୍ମଚାରୀ ୟୁନିଅନର ପ୍ରତିନିଧିଙ୍କୁ ଭେଟି ସେମାନଙ୍କ ଦ୍ୱାରା ଉଠାଯାଇଥିବା ଦାବି ଏବଂ ପ୍ରସଙ୍ଗ…
