ହ୍ୱାଟସ ଆପ ହ୍ୟାକିଂରୁ ସୁରକ୍ଷା ପାଇଁ କ୍ରାଇମବ୍ରାଞ୍ଚର ପରାମର୍ଶବଳୀ
ହ୍ୱାଟସ ଆପ ହ୍ୟାକିଂରୁ ସୁରକ୍ଷା ପାଇଁ କ୍ରାଇମବ୍ରାଞ୍ଚର ପରାମର୍ଶବଳୀ କଟକ(ଏନ୍.ଏମ୍.): ଓଡ଼ିଶାରେ ପ୍ରଥମଥର ପାଇଁ ଏ ପ୍ରକାର ହ୍ୱାଟସଆପ୍ ହ୍ୟାକିଂ ଘଟଣା ସାମନାକୁ ଆସିଥିବାବେଳେ ଏହାକୁ ରୋକିବାକୁ ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ପରାମର୍ଶବଳୀ ଜାରି କରାଯାଇଛି । ଏଥିରେ ଦର୍ଶାଯାଇଛି ଯେ, ପ୍ରଥମେ ନିଜ ହ୍ୱାଟ୍ସଆପ ଆକାଉଣ୍ଟର ଟୁ ଷ୍ଟେପ୍ ଭେରିଫିକେସନକୁ କାର୍ଯ୍ୟକ୍ଷମ କରନ୍ତୁ । ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲିବା ପରେ ସେଟିଂ ଅପସନ କ୍ଲିକ୍ କରନ୍ତୁ । ପରେ ଆକାଉଣ୍ଟ ଅପ୍ସନ୍ କ୍ଲିକ୍ କରି…
