ଚୌଦ୍ୱାର-କଟକ ଉନ୍ନୟନ ପରିଷଦ ପକ୍ଷରୁ ପଦ୍ମଶ୍ରୀ ଉଚ୍ଛବ ଚରଣ ଦାସଙ୍କୁ ସମ୍ବର୍ଦ୍ଧନା

ଚୌଦ୍ୱାର – କଟକ ଉନ୍ନୟନ ପରିଷଦ ପକ୍ଷରୁ ପଦ୍ମଶ୍ରୀ ଉଚ୍ଛବ ଚରଣ ଦାସଙ୍କୁ ସମ୍ବର୍ଦ୍ଧନା ଚୌଦ୍ୱାର(ଏନ୍‌.ଏମ୍‌.): ଘୋଡାନାଚ ବିଶାରଦ ଉଚ୍ଛବ ଚରଣ ଦାସ ମହାମହୀମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ପଦ୍ମଶ୍ରୀ ଉପାଧି ପ୍ରାପ୍ତ ହୋଇଥିବାରୁ ଚୌଦ୍ୱାର – କଟକ ଉନୟନ୍ନ ପରିଷଦ ପକ୍ଷରୁ ତାଙ୍କୁ ଚୌଦ୍ୱାର ଟାଉନ ହଲ ଠାରେ ସମ୍ବର୍ଦ୍ଧିତ କରାଯାଇଛି । ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଚୌଦ୍ୱାରବାସୀଙ୍କ ପକ୍ଷରୁ ଚୌଦ୍ୱାର ବରିଷ୍ଠ…

Read More

ଡିସେମ୍ବର ୧ରୁ ବିଧାନସଭା ଶୀତକାଳୀନ ଅଧିବେଶନ

ଡିସେମ୍ବର ୧ରୁ ବିଧାନସଭା ଶୀତକାଳୀନ ଅଧିବେଶନ ଭୁବନେଶ୍ୱର (ଏନ୍‌.ଏମ୍‌.): ଆସନ୍ତା ଡିସେମ୍ବର ୧ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଏହି ଅଧିବେଶନ ଡିସେମ୍ବର ୩୧ ୟତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଅଧିବେଶନର ପ୍ରଥମ ଦିନରେ ୨୦୨୧-୨୨ ଆର୍ôଥକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଗୃହରେ ଆଗତ ହେବାକୁ ନିଷ୍ପତ୍ତି ନିଆଯାଇଛି । ଆଜି ଏ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ…

Read More