ରିକ୍ସା ଚାଳକଙ୍କୁ ନିଜର ସମସ୍ତ ସମ୍ପତ୍ତି ଦାନ କଲେ ବୃଦ୍ଧା

ରିକ୍ସା ଚାଳକଙ୍କୁ ନିଜର ସମସ୍ତ ସମ୍ପତ୍ତି ଦାନ କଲେ ବୃଦ୍ଧା କଟକ (ଏନ୍‌.ଏମ୍‌.): ଜଣେ ସାଧାରଣ ରିକ୍ସା ବାଲା ଏବେ କୋଟି କୋଟି ଟଙ୍କାର ମାଲିକ । କେବଳ ନିଜର ପାରିଶ୍ରମିକ, ନୀତି, ନିଷ୍ଠା, ସହୃଦୟ ଯୋଗୁଁ ଏଭଳି ସୌଭାଗ୍ୟ ପାଇବାରେ ସେ ସଫଳ ହୋଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରୌପ୍ୟ ନଗର କଟକ ସହରରେ । ଏପରି ମହାନତା ଲାଗି ଜଣେ ବୃଦ୍ଧା ସହରର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏହି…

Read More

କଟକ ଟାଙ୍ଗୀ ଅଞ୍ଚଳରେ ଫ୍ଲାଇଂ ସ୍କ୍ୱାର୍ଡ଼ର ଚଢ଼ାଉ: ୮୦ କେଜି ଗଞ୍ଜେଇ ଜବତ ୩ ଗିରଫ

କଟକ ଟାଙ୍ଗୀ ଅଞ୍ଚଳରେ ଫ୍ଲାଇଂ ସ୍କ୍ୱାର୍ଡ଼ର ଚଢ଼ାଉ: ୮୦ କେଜି ଗଞ୍ଜେଇ ଜବତ ୩ ଗିରଫ କଟକ(ଏନ୍‌.ଏମ୍‌.): ଚୋରା ଚାଲାଣ ହେଉଥିବା ଗଞ୍ଜେଇକୁ ଜବତ କରିବାରେ ସକ୍ଷମ ହୋଇଛି ଅବକାରୀ ବିଭାଗର ରାଜ୍ୟ ଫ୍ଲାଇଂ ସ୍କ୍ୱାଡ । ସ୍କାଡ ଟାଙ୍ଗୀ ନିକଟରୁ ୮୦ କେଜି ଗଞ୍ଜେଇ ଓ ବ୍ୟବହୃତ କାରକୁ ଜବତ କରିବା ସହ ୩ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ, ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲା ଜଳାଙ୍ଗି ଅଞ୍ଚଳର ଲାଲଚାନ୍ଦ ମୋଲା(୨୨), ମହମ୍ମଦ ମୋକଜୁଲ…

Read More

ସଂସ୍କୃତି ବିଭାଗ ସଚିବ ହେଲେ ରଞ୍ଜନ ଦାସ

ସଂସ୍କୃତି ବିଭାଗ ସଚିବ ହେଲେ ରଞ୍ଜନ ଦାସ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଆଇଏଏସ୍ ଅଧିକାରୀ ରଞ୍ଜନ କୁମାର ଦାସଙ୍କୁ ବିଭାଗର ସଚିବ ଭାବେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ସୁରେଶ କୁମାର ଦଳେଇଙ୍କୁ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଭାବେ ସମ୍ବଲପୁର ବଦଳି କରାଯାଇଛି…

Read More